ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଚାଷ କରିବାକୁ ସ୍ବାମୀଙ୍କ ସହ ଜମିକୁ ଯାଉଥିଲେ ମହିଳା: ବାଟରେ ଚଢିଗଲା ଟ୍ରକ୍

ଅନୁଗୁଳ: ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡ଼ିଗଲେ ସ୍ତ୍ରୀ। ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢି଼ଗଲା । ଫଳରେ ଘଟଣା ସ୍ଥଳରେ ହିଁ ଚାଲିଗଲା ଜୀବନ। ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁରେ ଘଟିଛି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ନେଲା ପୁଣି ୨ ଜୀବନ, ଦୁର୍ଘଟଣାରେ ଦମ୍ପତି ମୃତ

ଅନୁଗୁଳ : ଅନୁଗୁଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର କରଡ଼ାଗାଡ଼ିଆ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପତି-ପତ୍ନୀ ପ୍ରାଣ ହରାଇଛନ୍ତି। ରବିବାର ଅପରାହ୍ଣରେ ଏହି ଦମ୍ପତି ଏକ ବାଇକ୍‌ରେ ବଡ଼କେରା ପଟରୁ ଅନୁଗୁଳ ସହର ଆଡ଼କୁ ଆସୁଥିଲାବେଳେ ପେଟ୍ରୋଲ ପମ୍ପ ଆଗରେ ଦୁଇ ଟ୍ରକ୍‌ ଭିତରେ ଚାପି…
ଅଧିକ ଖବର ଦେଖନ୍ତୁ...

‌ଫୋନ ଇନ ପ୍ଲିଜ: ମଣିପୁର ହିଂସା ନିୟନ୍ତ୍ରଣରେ କେନ୍ଦ୍ର ସମ୍ପୂର୍ଣ୍ଣ ବିଫଳ

ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍‌ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍…
ଅଧିକ ଖବର ଦେଖନ୍ତୁ...

ପୁରୁଣାକୋଟ ପୋଖରୀରୁ ମଗର ଉଦ୍ଧାର ; ଗୋଟିଏ ଗଲା, ଆଉ ଗୋଟିଏ ରହିଲା

ବନ୍ତଳା : ଅନୁଗୁଳ ବ୍ଲକ୍ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରୁଣାକୋଟ ଗାଁ ପୋଖରୀରୁ ଆଜି ଏକ ମଗର କୁମ୍ଭୀର ବନ ବିଭାଗ ଉଦ୍ଧାର କରିଛି। ଏହି କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଶନିବାର ବନକର୍ମଚାରୀ ଉଦ୍ୟମ କରିଥିଲେ। ମାତ୍ର ଏଥି​ରେ ସଫଳ ହୋଇପାରିନଥିଲେ। ଆଜି ବନ କର୍ମଚାରୀ ଓ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଘରୁ ଖାଇବା ଆସିବ ବୋଲି ପୁଅ ‌ହଷ୍ଟେଲ୍‌ରେ ଅପେକ୍ଷା କରିଥିଲା, ଅନୁଗୁଳରେ ବାପା-ମା’ଙ୍କୁ ଚାପି ଦେଲା ଟ୍ରକ୍‌

ବଡ଼କେରା (ସୁନୀଲ କୁମାର ଦଳବେହେରା): ‘ଘରୁ ବାପା ଓ ମା’ ଆସିବେ। ସାଥୀରେ କିଛି ନେଇକି ଆସିବେ। ଏଥିରେ ଖାଇବା ଜିନିଷ ମଧ୍ୟ ସାମିଲ ଥିବ। ହଷ୍ଟେଲର ଦୈନନ୍ଦିନ ଖାଦ୍ୟ ଖାଇ ବିରକ୍ତ ଲାଗୁଛି। ମା’ଙ୍କ ହାତ ରନ୍ଧା ଖାଦ୍ୟ ମିଳିଲେ ବହୁତ ଖୁସି ଲାଗିବ।’ ଅନୁଗୁଳ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର…
ଅଧିକ ଖବର ଦେଖନ୍ତୁ...

୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା: ବାଇକ୍‌ ଆରୋହୀ ସ୍ବାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌

ଅନୁଗୋଳ/ବଡ଼କେରା: ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍‌ଣରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ଜୀବନ ଚାଲି ଯାଇଛି। ମୃତକମାନେ ହେଲେ ଗୁରଙ୍ଗ ଦେହୁରୀସାହିର ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଲୁଥିଲା କୁମ୍ଭୀର; ବର୍ଷେ ପରେ ଉଦ୍ଧାର କଲା ବନ ବିଭାଗ, ଗ୍ରାମବାସୀଙ୍କୁ ମିଳିଲା ଆଶ୍ବସ୍ତି

ବନ୍ତଳା: ଅନୁଗୁଳ ବ୍ଲକ ପୁରୁଣାକୋଟ ଗାଁ ନିକଟରେ ଥିବା ପୋଖରୀ ମଧ୍ୟରେ ବର୍ଷେ ହେଲା ଏକ ମଗର ପ୍ରଜାତିର କୁମ୍ଭୀର ରହିଥିଲା। ଫଳରେ ପୁରୁଣାକୋଟ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ପୋଖରୀରେ ଗାଧୋଉଥିଲେ। ଗଣମାଧ୍ୟମରେ କ୍ରମାଗତ ଭାବେ ଖବର ପ୍ରକାଶିତ ହେଲା ପରେ ସାତକୋଶିଆ ଅଭୟାରଣ୍ୟ କର୍ତ୍ତୃପକ୍ଷ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦିନରେ ଚାଲିଗଲେ ବାପା, ପୁଅ

ଗୋପାଳପ୍ରସାଦ : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ ପଦ୍ମାବତୀପୁର ପଞ୍ଚାୟତ କନ୍ଧବେରେଣି ଗାଁରେ ଶନିବାର ଦିନ ଏକ ଦୁଃଖଦ ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ଗାଁର ଅଜୟ ସାହୁ(୪୩)ଙ୍କର ଆଜି ଭୋରରେ ପ୍ରାଣହାନି ହୋଇଥିବା​ ବେଳେ ତାଙ୍କ ବାପା ଗୋଲୋକ ବିହାରୀ ସାହୁ(୭୮)ଙ୍କ ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ନାଲକୋ ମେନ ଗେଟ ସମ୍ମୁଖରେ ପୁଣି ଗଡ଼ିଲା ମୁଣ୍ଡ: ଟ୍ରକ୍ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ବଅଁରପାଳ: ନାଲକୋ ମେନ ଗେଟ ସମ୍ମୁଖରେ ଏକ ଟ୍ରକ (ଓଡି ୩୫ ଜି ୦୪୪୦)  ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ଶ୍ରୀଧର ନାଏକ। ସେ ନାଲକୋ ସ୍ମେଲଟର କାରଖାନାରେ କାର୍ଯ୍ୟରତ ଥିଲେ। ଆଜି ସକାଳ ୭ଟା୪୫…
ଅଧିକ ଖବର ଦେଖନ୍ତୁ...

ଶୁଖିଲା ପଡ଼ିଛି ରେଙ୍ଗାଳି ଜଳଭଣ୍ଡାର: ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ଆଶଙ୍କା

ଅନୁଗୁଳ : ଆଷାଢ଼ ସରିବାକୁ ବସିଲାଣି। କିନ୍ତୁ ବିଳମ୍ବିତ ମୌସୁମୀ ପାଇଁ ଭଲ ବର୍ଷା ହୋଇନି। ସେଥିପାଇଁ ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଳି ଜଳଭଣ୍ଡାର ଖାଲି ପଡ଼ିଛି। ଜୁନ୍‌ ଶେଷ ସୁଦ୍ଧା ଏହି ଜଳଭଣ୍ଡାରର ଜଳସ୍ତର ୧୧୦.୬୨ ମିଟର ରହିଛି। ବିଜୁଳି ଉତ୍ପାଦନ ପାଇଁ ଜଳଭଣ୍ଡାରର ଜଳସ୍ତର ଅତି…
ଅଧିକ ଖବର ଦେଖନ୍ତୁ...