ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଜାତୀୟ ରାଜପଥ ପାର ହେଉଥିଲେ ବୃଦ୍ଧ: ଧକ୍କା ହେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ବଡ଼କେରା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଧୀନ ୫୫ନମ୍ବର ଜାତୀୟ ରାଜପଥ କଞ୍ଜରାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ଜୀବନ ଯାଇଥିବା ଖବର ମିଳିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ପ୍ରମାଣିତ ହେଲା ୧୦ଟି ଆବାସର ଦୁର୍ନୀତି

ଅନୁଗୁଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ଗଣ୍ଡାନାଳୀ ପଞ୍ଚାୟତରେ ଏମିତି ୧୦ଟି ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ଲୋକଲୋଚନକୁ ଆଣିଥିଲା ‘ସମ୍ବାଦ’। ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକ ମିଶି କେମିତି ପ୍ରଧାନମନ୍ତ୍ରୀ ଆବାସରେ ଏପରି ଘୋଟାଲା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଗଣଦୁଷ୍କର୍ମ: ନାବାଳକକୁ ୨୦ ବର୍ଷ ଜେଲ୍‌

ଅନୁଗୁଳ: ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଦାଲତ ଜଣେ ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ନାବାଳକଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡ ହେବା ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଅନୁଗୁଳ ମୁଖ୍ୟ ଶିଶୁ ଅଦାଲତ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ଆଜି ଏହି ରାୟ…
ଅଧିକ ଖବର ଦେଖନ୍ତୁ...

ଏମିତି ଚାଲିଛି ସାତକୋଶିଆ…: ବନ୍ୟପ୍ରାଣୀଙ୍କ ମୃତ୍ୟୁକୁ ଲୁଚାଇବାକୁ ଷଡ଼୍‌ଯନ୍ତ୍ର

ବନ୍ତଳା : ବନ୍ୟପ୍ରାଣୀଟିଏ ଆଖି ବୁଜି​ଲେ, ବନ ବିଭାଗର ମୂଳ କାମ ହେଲା ମଲା ଜନ୍ତୁର ସନ୍ଧାନ ଲଗାଇବା ଓ ତା’ର ବ୍ୟବଚ୍ଛେଦ କରାଇବା। କିନ୍ତୁ, ସାତକୋଶିଆ ଅଭୟାରଣ୍ୟରେ ଠିକ୍‌ ତାର ଓଲଟା ଚାଲିଛି। ଗୁଳି ଖାଇ ହେଉ ଅବା ଫାଶରେ ପଡ଼ି, ଅଥବା ବନ ବିଭାଗ ଆଖି ସାମ୍ନାରେ କୌଣସି ବନ୍ୟପ୍ରାଣୀଙ୍କ…
ଅଧିକ ଖବର ଦେଖନ୍ତୁ...

ବନ୍ତଳା ବନାଞ୍ଚଳରେ ହାତୀର ଉଗ୍ରରୂପ: ୨ ଜଣଙ୍କୁ ଗୋଡ଼ାଇ ମାରିଲା ଦନ୍ତା

ବନ୍ତଳା: ଅନୁଗୁଳ ବ୍ଲକ୍ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣ ଆଜି ସୀମା ଲଂଘିଛି। ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରେ ୨ଜଣଙ୍କ ଜୀବନ ନେଇଛି ଦନ୍ତା। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିବାବେଳେ ଉତ୍ତେଜନା ପ୍ରକାଶ ପାଇଛି। ରଥଯାତ୍ରା ଭଳି ଦିନରେ ନିଜ ଘର ପାଖରେ ହାତୀ…
ଅଧିକ ଖବର ଦେଖନ୍ତୁ...

ବନ୍ତଳା ବନାଞ୍ଚଳରେ ୨ଜଣଙ୍କ ଜୀବନ ନେଲା ହାତୀ

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ଗୋଟିଏ ଦିନରେ ଦୁଇଜଣଙ୍କ ଜୀବନ ନେଇଛି ହାତୀ। ଦନ୍ତାହାତୀର ଏଭଳି ତାଣ୍ଡବଲୀଳା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ଅରାଡିହ ଗ୍ରାମର ଅରୁଣ ପ୍ରଧାନ(୫୫) ଆଜି ଦିନ ୧୧ଟା ବେଳକୁ ନିଜ ବଗିଚାରେ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲା ବେପାରୀ: ସାଢେ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଅନୁଗୁଳ: ଅବକାରୀ ବିଭାଗ ଜଣେ ବ୍ରାଉନସୁଗାର ବେପାରୀକୁ ଧରିବାରେ ସଫଳ ହୋଇଥିବା ବେଳେ ତା ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କନ୍ୟାବେଡା ଗାଁର ଅନିଲ ସାହୁ ଅନେକ ଦିନ ହେଲା ବ୍ରାଉନସୁଗାର ବେପାର କରି ଆସୁଥିଲେ ମଧ୍ୟ ଧରା ପଡୁ ନଥିଲା।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀକୁ ଗଲା ଅନୁଗୁଳର ସୁସ୍ୱାଦୁ ଆମ୍ବ: ଟ୍ବିଟ୍‌କରି ଖୁସି ବ୍ୟକ୍ତକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅନୁଗୁଳ : ନୂଆଦିଲ୍ଲୀରେ ଅନୁଗୁଳରୁ ଯାଇଥିବା ସୁସ୍ୱାଦୁ ଆମ୍ବ ପାଇ ଖୁସିବ୍ୟକ୍ତ କରିବା ସହ ଦିଲ୍ଲୀକୁ ଆସୁଥିବା ଏହି ଆମ୍ବର ଅନନ୍ୟ ସ୍ୱାଦ ରାଜଧାନୀବାସୀଙ୍କୁ ଆକୃଷ୍ଟ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ମୋ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଦନ୍ତାକୁ ଗୁଳି ଘଟଣା; ସନ୍ଦେହରେ ବିଭାଗ: ଗନ୍ଧ ବାରି ପାରିଲେନି କି ଗର୍ଜନ ଶୁଣିପାରିଲେନି, କେମିତି ଚାଲିଥିଲା ଫୁଟ୍…

ଅନୁଗୁଳ : ବନ କର୍ମଚାରୀମାନେ ପାଦରେ କରୁଥିଲେ ପାଟ୍ରୋଲିଂ। ଯେଉଁଠି ବିରାଟକାୟ ଦନ୍ତା ହାତୀ ଶେଷ ନିଃଶ୍ବାସ ଛାଡ଼ିଥିଲା, ତା ପାଖ ଅଞ୍ଚଳରେ ବନ କର୍ମଚାରୀମାନେ ପାଟ୍ରୋଲିଂ କରିଥିଲେ। କିନ୍ତୁ ସେମାନେ ଜାଣିପାରିଲେନି କେମିତି? ଗତକାଲି ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜ କଟରଙ୍ଗ…
ଅଧିକ ଖବର ଦେଖନ୍ତୁ...

ଘରୁ ଘୋଷାଡ଼ି ନେଇ ମାରିଲା ଦନ୍ତା

ପାଳଲହଡ଼ା : ପାଳଲହଡ଼ା ବ୍ଲକ୍‌ ପେଚାମୁଣ୍ତି ପଞ୍ଚାୟତ ମୁଣ୍ତାସାହିରେ ଗୁରୁବାର ରାତିରେ ଏକ ଦନ୍ତାହାତୀ ଜଣେ ଯୁବକଙ୍କୁ ଘରୁ ଘୋଷାଡ଼ିନେଇ ମାରିଦେଇଛି। ମୃତ ଯୁବକ ହେଲେ ପବିତ୍ର ନାଏକ (୩୫)। ଏଥିଯୋଗୁ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ମୁଣ୍ଡାସାହିରେ ଗତକାଲି…
ଅଧିକ ଖବର ଦେଖନ୍ତୁ...