ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ପାଣିରେ ପଡ଼ିଲା ନାଲ୍‌କୋର ୫୦କୋଟି

ନାଲକୋନଗର : କୋଟିଏ କି ଦୁଇ କୋଟି ନୁହେଁ, ପ୍ରାୟ ୫୦କୋଟି ଟଙ୍କାର ପ୍ରକଳ୍ପକୁ ଅଚଳ କରି ରଖିଛି ନବରତ୍ନ କମ୍ପାନି ନାଲ୍‌କୋ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଲୁମିନିୟମ୍‌ରୁ ନୂଆ ଉତ୍ପାଦ ତିଆରି କରିବା ଲକ୍ଷ୍ୟରେ ନାଲ୍‌କୋ ଏ ଟଙ୍କା ଖର୍ଚ୍ଚ କରି କାରଖାନା ଭିତରେ ନୂଆ ମେସିନ୍‌ ସବୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ଖୁଣ୍ଟ ପଡ଼ି ନାବାଳକ ଗୁରୁତର: ଚିକିତ୍ସା ଖର୍ଚ୍ଚ ବହନ କରିବା ଦାବିରେ ମହିଳାଙ୍କ ଆନ୍ଦୋଳନ

ବଡ଼କେରା: ଅନୁଗୁଳ ବ୍ଳକ୍ ବଡକେରା ପଞ୍ଚାୟତ ବଡକେରା ଗାଁରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ବଡ଼କେରା ଗାଁର ବାସୁଦେବ ସାହୁଙ୍କ ପୁଅ ରାହୁଲ ସାହୁ (୧୪ ) ଗତକାଲି ଘରୁ ବାହାରକୁ ଯାଉଥିଲେ। ହଠାତ୍ ଏକ ସାପ ଦେଖି ରାହୁଲ ଚିତ୍କାର କରି ଦୌଡ଼ି ପଳାଉଥିବା ବେଳେ ବିଦ୍ୟୁତ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଦେଶୀ ବନ୍ଧୁକରେ ଗୁଳି କରି ଦାଦାପୁଅ ଭାଇଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

ପାଇକସାହି: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କେଞ୍ଚୁଆନାଳୀ ଗ୍ରାମରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ତୋଫାନ ଭୋଇ। ଅଭିଯୁକ୍ତ ହେଲେ ଶ୍ରୀକାନ୍ତ ଭୋଇ। ପୁଲିସ କହିବା ଅନୁସାରେ ପୂର୍ବ ଶତ୍ରୁତାକୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ସମସ୍ୟାର ସମାଧାନ ହେଲାନି: ମିଟର ରିଡିଂ କରିବା ପାଇଁ ଆସିଥିବା କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମରେ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତ ୪/୫ଦିନ ହେଲା ଗ୍ରାମରେ ଲୋ ଭୋଲଟେଜର ବିଦ୍ୟୁତ୍ ସମସ୍ୟା ଥିଲା। ତେଣୁ ଗାଁ ଲୋକେ ବିଦ୍ୟୁତ୍ କର୍ମଚାରୀଙ୍କୁ ଯୋଗାଯୋଗ କରିବାରୁ…
ଅଧିକ ଖବର ଦେଖନ୍ତୁ...

ହାତୀକୁ ଘଉଡ଼ାଉଥିଲେ ଗ୍ରାମବାସୀ: ଯୁବକଙ୍କୁ କଚାଡ଼ି ଦେଲା ଦନ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରତି ମାସରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି। ପୁଣି ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ହେଲେ ପୁରୁଣାଗଡ଼ ବଡଦାଣ୍ଡସାହିର ଲିଟୁ ଖଟୁଆ। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ପୁରୁଣାଗଡ଼ ଗାଁ ନିକଟକୁ ହାତୀପଲ ଆସିଥିବା ବେଳେ ଗାଁ…
ଅଧିକ ଖବର ଦେଖନ୍ତୁ...

ବିଜୁଳି ଦେଉଛି ଯମ ଯନ୍ତ୍ରଣା: ଆଇନକୁ ହାତକୁ ନେବାକୁ ଉପଭୋକ୍ତାଙ୍କ ଧମକ

ଅନୁଗୁଳ : ଦିନସାରା ଟାଇଁ ଟାଇଁ ଖରା। ବର୍ଷା, ପବନ ବିଲ୍‌କୁଲ ନାହିଁ। ରାତିରେ ଆକାଶ ନିର୍ମଳ। କିନ୍ତୁ ଅଧ ରାତିରୁ ବିଜୁଳି ଗଲା ଯେ, ସକାଳେ ଆସିଲା। ଅନୁଗୁଳ ସହରର ହାକିମପଡ଼ା ଅଞ୍ଚଳରେ ବିଜୁଳିର ଏମିତି ଲୁଚକାଳି ଖେଳ ପାଇଁ ହଜାର ହଜାର ଲୋକ ଗତ ରାତିରେ ଠିକ୍‌ ଭାବେ ଶୋଇପାରି ନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ଫୋନ୍‌-ଇନ୍‌-ପ୍ଲିଜ୍‌: ସ୍କୁଲ ଭାଙ୍ଗି ଅନ୍ଧବିଶ୍ବାସକୁ ଗୁରୁତ୍ବ

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ସ୍ଥାନୀୟ ଏକ ସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍କୁଲରେ ଭୂତ-ପ୍ରେତ ବାସ କରିବା ଭଳି ଅନ୍ଧବିଶ୍ବାସକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସରକାର ଲୋକଙ୍କୁ ସଚେତନ କରିବା…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆରୁ ହଜିଯିବ ୧୨ ଗାଁ! ବିସ୍ଥାପନକୁ ଗ୍ରାମବାସୀଙ୍କ ବିରୋଧ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଏହାର କୋର ଅଞ୍ଚଳରୁ ଆଉ ୧୨ଟି ଗାଁ ଉଚ୍ଛେଦ ହେବ। ଏଥିନେଇ ପ୍ରଶାସନ ଓ ବନବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଆରମ୍ଭରୁ ବନବିଭାଗକୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ଗାଁଗୁଡ଼ିକ ବ୍ୟାଘ୍ର…
ଅଧିକ ଖବର ଦେଖନ୍ତୁ...

ସମସ୍ତ ଚେଷ୍ଟା ହେଲା ବିଫଳ ହେଲା, ଶେଷରେ ଜଙ୍ଗଲରେ ଦନ୍ତାର ଜୀବନ ଗଲା

ହିନ୍ଦୋଳ: ଅନୁଗୁଳ ଜିଳ୍ଲା ହିନ୍ଦୋଳ ଉପଖଣ୍ଡ ଗୁରିଲୋ ଗ୍ରାମ୍ୟ ଜଙ୍ଗଲରେ ଦୁଇ ଦିନ ଧରି ଅସୁସ୍ଥ ଥିବା ଦନ୍ତା ହାତୀର ଆଜି ସକାଳେ ମୃତ୍ୟୁ ଘଟିଛି। ଦୁଇଦିନ ଧରି ବନ ବିଭାଗର କର୍ମଚାରୀ ଓ ଡାକ୍ତରୀ ଦଳ ଅକ୍ଲାନ୍ତ ପରିଶ୍ରମ କରି ଚିକିତ୍ସା କରିବା ସହ ସେବା ଯତ୍ନ ନେବା ପରେ ଗତକାଲି ସନ୍ଧ୍ୟା…
ଅଧିକ ଖବର ଦେଖନ୍ତୁ...

ତାଳଚେରରେ ବନ୍ଦ ପାଳନ

ତାଳଚେର : ତାଳଚେରକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା କରାଯିବା ଦାବିରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଧବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ତାଳଚେରକୁ ଜିଲ୍ଲା ଘୋଷଣା ଦାବିରେ ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...