ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଅନୁଗୁଳ: ୧୫ହଜାର ପିଲାକୁ ୧୨ହଜାର ସିଟ୍‌, ୩୦୦୦ ପିଲା ପଢ଼ିବେ କେଉଁଠି?

ଅନୁଗୁଳ : ଏଥର ଅନୁଗୁଳ ଜିଲ୍ଲାରେ ଯେତେ ସଂଖ୍ୟକ ବିଦ୍ୟାର୍ଥୀ ମାଟ୍ରିକ୍‌ରେ ସଫଳତାର ସହିତ ପାସ୍‌ କରିଛନ୍ତି, ସେତିକି ସଂଖ୍ୟକ ପିଲାଙ୍କୁ କଲେଜରେ ନାମ ଲେଖାଇବା ପାଇଁ ସିଟ୍ ହିଁ ନାହିଁ। ଜିଲ୍ଲାରେ ଏଥର ମାଟ୍ରିକ୍‌ ପାସ୍‌ କରିଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ୧୫ହଜାର ହୋଇଥିବା ବେଳେ ସିଟ୍‌…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ଚିଠିକୁ ଭ୍ରୂକ୍ଷେପ କଲେନି: ୫ କଲେଜ ପ୍ରିନ୍‌ସିପାଲ୍‌ଙ୍କ ଦରମା ବନ୍ଦ

ଅନୁଗୁଳ : ଉଚ୍ଚଶିକ୍ଷା ବିଭାଗର ଚିଠିକୁ ଅବମାନନା କରିବା ଅନୁଗୁଳ ଜିଲ୍ଲାର ୫ଟି କଲେଜ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଦଣ୍ଡସ୍ବରୂପ, ବିଭାଗୀୟ ସ୍ବତନ୍ତ୍ର ସଚିବ ଏହି ୫ଗୋଟି କଲେଜର ଅଧ୍ୟକ୍ଷ, ମୁଖ୍ୟ କିରାଣି ଏବଂ କିରାଣିଙ୍କ ଦରମା ବନ୍ଦ କରି ଦେଇଛନ୍ତି। ସୂଚନା ମୁତାବକ, ଚଳିତବର୍ଷ…
ଅଧିକ ଖବର ଦେଖନ୍ତୁ...

ତଳସିରାରେ ଛୁଆହାତୀ ମୃତ

ବନ୍ତଳା : ଅନୁଗୁଳ ବ୍ଲକ୍‌ ବନ୍ତଳା ବନାଞ୍ଚଳରେ ଏକ ଛୁଆହାତୀର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ତଳସିରା ଗ୍ରାମ୍ୟ ଜଙ୍ଗଲ ଭିତରେ ଏକ ଅଣ୍ଡିରା ଛୁଆହାତୀ ମରି ପଡ଼ିଥିବା ଗତକାଲି ସ୍ଥାନୀୟ ଲୋକେ ଓ ବନ କର୍ମଚାରୀ ଦେଖିଥିଲେ। ଛୁଆହାତୀଟିର ବୟସ ୩ରୁ୪ ବର୍ଷ ଭିତରେ ହେବ…
ଅଧିକ ଖବର ଦେଖନ୍ତୁ...

ଭଲ ମଣିଷଟିଏ ହୁଅ: ବ୍ରିଜେଶ ରାୟ

ଅନୁଗୁଳ : ସଫଳତା ଏକା ଆସେ ନାହିଁ। ଏହା ଅନେକ ଖୁସି ସହିତ ଉତ୍ତରଦାୟିତ୍ବକୁ ବି ବଢ଼ାଇ ଦିଏ। ଚଳିତ ମାଟ୍ରିକ୍‌ ପରୀକ୍ଷାରେ ଜୀବନର ପ୍ରଥମ ସଫଳତାର ସ୍ବାଦ ଚାଖିଥିବା ବିଦ୍ୟାର୍ଥୀମାନେ ଏ ଦାୟିତ୍ବବୋଧକୁ ବୁଝନ୍ତୁ। ପ୍ରଥମ ସଫଳତାକୁ କେମିତି ଦୋହରାଇବେ, ଜୀବନର ଲକ୍ଷ୍ୟ କେମିତି ଧାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷ ହେଲା ହୋଇନି ହାତୀ ଗଣନା: ୨୦୦ ଥିଲେ, ଏବେ ୩୦

ବନ୍ତଳା, (ପ୍ରଭାତ ବେହେରା): ହାତୀମାନଙ୍କର ଏକଦା ଉପଯୁକ୍ତ ଆବାସସ୍ଥଳୀ ଥିବା ମହାନଦୀ ହସ୍ତୀପ୍ରକଳ୍ପ ଅଞ୍ଚଳ ବିଭିନ୍ନ କାରଣରୁ ଉଜୁଡ଼ିବାରେ ଲାଗିଛି। ଏଥିଯୋଗୁ ଅଞ୍ଚଳରେ ହାତୀ ସଂଖ୍ୟା କମିବାରେ ଲାଗିଛି। ଏ ନେଇ ପରିବେଶବିତ୍‌ ମହଲରେ କ୍ଷୋଭ ପ୍ରକାଶ ପାଇଥିବାବେଳେ ବନ ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ପ୍ରଗତି ପାଇଁ ଡବଲ ଇଞ୍ଜିନ ସରକାର ଲୋଡ଼ା : ଧର୍ମେନ୍ଦ୍ର

ଆଠମଲ୍ଲିକ : ଓଡ଼ିଶାର ବିକାଶ କେବଳ ମୋଦୀଙ୍କ ନେତୃତ୍ବରେ ସମ୍ଭବ। ଆଠମଲ୍ଲିକ ତଥା ଓଡ଼ିଶାର ଉନ୍ନତି ପାଇଁ ଏଠାରେ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ଦିନ…
ଅଧିକ ଖବର ଦେଖନ୍ତୁ...

ଯାଆଁଳା ଭଉଣୀଙ୍କ ମାଟ୍ରିକ୍‌ ପରୀକ୍ଷାରେ ବାଜିମାତ୍‌, ଆଣିଲେ ଏ୧ ଗ୍ରେଡ୍‌

ନାଲକୋନଗର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଯାଆଁଳା ଭଉଣୀ ବାଜି ମାରିଛନ୍ତି। ଅନୁଗୁଳ ଜିଲ୍ଲା ନାଲକୋନଗର ସରସ୍ବତୀ ବିଦ୍ୟାମନ୍ଦିରର ସ୍ୱାଥିଶ୍ରୀ ସର (୯୦%) ଓ ସ୍ୱୟଂଶ୍ରୀ ସର (୯୫%) ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇ ନିଜ ବିଦ୍ୟାଳୟ ପାଇଁ ଗୌରବ…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆରେ ଘଡ଼ିଆଳର ହ୍ୟାଟ୍ରିକ୍‌ ପ୍ରଜନନ, ବିଳମ୍ବରେ ହେଲେ ବି ଅଣ୍ଡା ଫୁଟି ବାହାରିଲା ଛୁଆ

ଅନୁଗୁଳ : ସାତକୋଶିଆ ଗଣ୍ଡରେ ବୁଧବାର ବିଳମ୍ବିତ ରାତିରେ ଘଡ଼ିଆଳ ଫୁଟାଇଛି ଅଣ୍ଡା। ଅଣ୍ଡାରୁ ବାହାରି ପାଖାପାଖି ୩୫ଟି ଶାବକ ମହାନଦୀ ଗଣ୍ଡକୁ ଯାଇଛନ୍ତି। ଏଥରକୁ ମିଶାଇ ପ୍ରକୃତି କୋଳରେ ଘଡ଼ିଆଳ ହ୍ୟାଟ୍ରିକ୍‌ ପ୍ରଜନନ କରାଇ ଧାରାବାହିକ ବଂଶବିସ୍ତାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ବିଗତ…
ଅଧିକ ଖବର ଦେଖନ୍ତୁ...

ନାତିର ଠେଙ୍ଗାମାଡ଼ରେ ଜେଜେବାପା ମୃତ, ଅଭିଯୁକ୍ତ ନାତି ଗିରଫ

ପାଳଲହଡ଼ା : ଦୈହିକ ସଂପର୍କ ପାଇଁ ନାତୁଣୀବୋହୂକୁ ବାଧ୍ୟ କରିବାରୁ ଜେଜେବାପାଙ୍କୁ ଠେଙ୍ଗାରେ ବାଡ଼େଇ ହତ୍ୟା କରିଛି ନାତି। ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ବତିସୁଆଁ ପଞ୍ଚାୟତ ହାତୀମୁଣ୍ତ ଗାଁରେ ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଥିଲାବେଳେ ଅଭିଯୁକ୍ତ ନାତି ହାତୀମୁଣ୍ଡ ଗାଁର ନବୀନ…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆରେ ଛୁଆ ଫୁଟାଇଲା ଘଡ଼ିଆଳ

ଅନୁଗୁଳ: ସାତକୋଶିଆରେ ଛୁଆ ଫୁଟାଇଲା ଘଡ଼ିଆଳ। ଦୀର୍ଘ ୪୦ବର୍ଷ ପରେ କୋଭିଡ ସମୟରେ ପ୍ରଥମେ ୨୦୨୧ ମସିହାରେ ୨୮ ଛୁଆ ଦେଇଥିଲା। ଗତ ବର୍ଷ ବି ଅଣ୍ଡା ଫୁଟିଥିଲା। ଏ ବର୍ଷ କିନ୍ତୁ ପ୍ରଜନନରେ ବିଳମ୍ବ ହୋଇଥିଲା, ଯାହାକୁ ନେଇ ସାତକୋଶିଆ କର୍ତ୍ତୃପକ୍ଷ ଚିନ୍ତିତ ଥିଲେ। ଗତକାଲି ବିଳମ୍ବିତ ରାତିରେ ମା…
ଅଧିକ ଖବର ଦେଖନ୍ତୁ...