ଅନୁସନ୍ଧାନ କରୁଥିବା ବର୍ଗ
ଅନୁଗୁଳ
ନାତିର ଠେଙ୍ଗାମାଡ଼ରେ ଜେଜେବାପା ମୃତ, ଅଭିଯୁକ୍ତ ନାତି ଗିରଫ
ପାଳଲହଡ଼ା : ଦୈହିକ ସଂପର୍କ ପାଇଁ ନାତୁଣୀବୋହୂକୁ ବାଧ୍ୟ କରିବାରୁ ଜେଜେବାପାଙ୍କୁ ଠେଙ୍ଗାରେ ବାଡ଼େଇ ହତ୍ୟା କରିଛି ନାତି। ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ବତିସୁଆଁ ପଞ୍ଚାୟତ ହାତୀମୁଣ୍ତ ଗାଁରେ ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଥିଲାବେଳେ ଅଭିଯୁକ୍ତ ନାତି ହାତୀମୁଣ୍ଡ ଗାଁର ନବୀନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସାତକୋଶିଆରେ ଛୁଆ ଫୁଟାଇଲା ଘଡ଼ିଆଳ
ଅନୁଗୁଳ: ସାତକୋଶିଆରେ ଛୁଆ ଫୁଟାଇଲା ଘଡ଼ିଆଳ। ଦୀର୍ଘ ୪୦ବର୍ଷ ପରେ କୋଭିଡ ସମୟରେ ପ୍ରଥମେ ୨୦୨୧ ମସିହାରେ ୨୮ ଛୁଆ ଦେଇଥିଲା। ଗତ ବର୍ଷ ବି ଅଣ୍ଡା ଫୁଟିଥିଲା। ଏ ବର୍ଷ କିନ୍ତୁ ପ୍ରଜନନରେ ବିଳମ୍ବ ହୋଇଥିଲା, ଯାହାକୁ ନେଇ ସାତକୋଶିଆ କର୍ତ୍ତୃପକ୍ଷ ଚିନ୍ତିତ ଥିଲେ। ଗତକାଲି ବିଳମ୍ବିତ ରାତିରେ ମା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସାତକୋଶିଆ ଗଣ୍ଡର ସ୍ଥିତି ପରଖିଲେ ମହାନଦୀ ଟ୍ରିବ୍ୟୁନାଲ
ଅନୁଗୁଳ : ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲ ବୁଧବାର ଦିନ ମହାନଦୀର ସାତକୋଶିଆ ଗଣ୍ଡରେ ପାଣିର ସ୍ଥିତି ପରଖିଛନ୍ତି। ଟ୍ରିବ୍ୟୁନାଲ୍ର ସଦସ୍ୟମାନେ ଦୁଇଟି ଟିମ୍ରେ ଭାଗ ହୋଇ ଏଠାରେ ଆସି ପହଞ୍ଚିଥିଲା ବେଳେ ଗଣ୍ଡରେ କେତେ ପାଣି ଅଛି ଓ ଛତିଶଗଡ଼ରେ ବ୍ୟାରେଜ୍…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଘଡ଼ିଆଳ ପ୍ରଜନନରେ ବିଭ୍ରାଟ: ସାତକୋଶିଆ: ସମୟ ଗଡ଼ିଲା, ଏଯାବତ୍ ଛୁଆ ବାହାରିଲେ ନାହିଁ
ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ): କୋଭିଡ୍ ବେଳାରେ ସାରା ବିଶ୍ବ ଯେତେବେଳେ ଲକ୍ ଡାଉନ୍, ସଟ୍ଡାଉନ୍ ଦେଇ ଗତି କରୁଥିଲା, ସେତେବେଳେ ସାତକୋଶିଆ ଗଣ୍ଡରୁ ଆସିଥିଲା ଖୁସି ଖବର। ଦୀର୍ଘ ୪୦ବର୍ଷର ବ୍ୟବଧାନରେ ସାତକୋଶିଆର ପ୍ରକୃତି କୋଳରେ ଅଣ୍ଡାରୁ ଛୁଆ ଫୁଟାଇଥିଲେ ବିଲୁପ୍ତପ୍ରାୟ ଘଡ଼ିଆଳ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୨୪ରେ ଟିକରପଡ଼ା ଆସୁଛନ୍ତି ୫୦ ଜଣିଆ ଟିମ୍, ସାତକୋଶିଆ ଗଣ୍ଡ ପରଖିବେ
ବନ୍ତଳା : ମହାନଦୀ ଜଳ ବିବାଦ ଲାଗି ଗଠିତ ଟ୍ରିବ୍ୟୁନାଲ୍ ସାତକୋଶିଆ ଗଣ୍ଡ ପରଖିବେ।
ସୁପ୍ରିମ୍କୋର୍ଟର ବିଚାରପତିଙ୍କ ସମେତ ଛତିଶଗଡ଼ର ପଦାଧିକାରୀଙ୍କୁ ମିଶାଇ ପ୍ରାୟ ୫୦ଜଣ ପଦାଧିକାରୀ ଆସନ୍ତା ୨୪ତାରିଖ ଦିନ ସ୍ଥାନୀୟ ଅଞ୍ଚଳ ବୁଲି ଦେଖିବେ। ଛତିଶଗଡ଼ ସରକାର ମହାନଦୀ ଉପରେ ବ୍ୟାରେଜ୍…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବାଜିରାଉତ ଛାତ୍ରାବାସ ଦେଶର ଶ୍ରଦ୍ଧାର କେନ୍ଦ୍ର: ଧର୍ମେନ୍ଦ୍ର
ଅନୁଗୁଳ : ବାଜିରାଉତ ଛାତ୍ରାବାସ ହେଉଛି, ରାଷ୍ଟ୍ରର ଏକ ଶ୍ରଦ୍ଧାର କେନ୍ଦ୍ର। ବିଶେଷଭାବରେ ଆମ ଓଡ଼ିଆଙ୍କର ପାଇଁ ମୂଲ୍ୟବୋଧଯୁକ୍ତ ରାଜନୀତି ଓ ସମର୍ପିତ ରାଜନୀତିର ପ୍ରତ୍ୟକ୍ଷ ମନ୍ଦିର। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଶିଷ୍ଟ ସ୍ୱାଧୀନତା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
‘ମହାନଦୀ ସତ୍ୟାଗ୍ରହରେ ଚାଷୀ, ମତ୍ସ୍ୟଜୀବୀ ଓ ମହିଳା ସାମିଲ
ଇବ୍ଥର୍ମାଲ : ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀ ବିନା ଓଡ଼ିଶାର କଳ୍ପନା କରାଯାଇ ପାରିବ ନାହିଁ। ତେଣୁ ମହାନଦୀ ଟ୍ରିବ୍ୟୁନାଲ ଗସ୍ତ କାଳରେ ଜନସାଧାରଣଙ୍କୁ ଭେଟି ମହାନଦୀର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଅଣମୌସୁମି ଋତୁରେ ମହାନଦୀରେ ପୂର୍ବବତ୍ ଜଳ ପ୍ରବାହ ପାଇଁ ଏକ ଅନ୍ତରୀଣ ରାୟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଉପର ଚିକ୍କଣ, ଭିତରେ ଘୁଣ; ‘ଏ-୧’ରେ ସରକାରୀ ସ୍କୁଲ୍କୁ ଟପିଲେ ବେସରକାରୀ
ଅନୁଗୁଳ : ଅନୁଗୁଳ ଜିଲ୍ଲାର ୫-ଟି ଯୋଜନାରେ ସରକାରୀ ସ୍କୁଲ୍ଗୁଡ଼ିକର ରୂପ ବଦଳି ଯାଇଛି। ନୂଆ ବିଲ୍ଡିଂ ତିଆରି ହୋଇଛି। ନୂଆ ରଙ୍ଗ, ସ୍ମାର୍ଟ କ୍ଲାସ୍ ରୁମ୍ ସାଙ୍ଗକୁ ପିଲାଙ୍କ ପାଇଁ ସରକାର ସ୍ମାର୍ଟ ବ୍ଲାକ୍ବୋର୍ଡ ବି ଯୋଗାଇଛନ୍ତି। କେବଳ ସେତିକି ନୁହେଁ, ସ୍କୁଲ୍କୁ ଏଲ୍ଇଡି ଟିଭି,…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କାନ୍ଦୁଛି ପରିବାର, ଝୁରୁଛି ବିଦ୍ୟାଳୟ: ୯୦% ରହିଲା, ହେଲେ ସ୍ବାତୀ ନାହାନ୍ତି
ଅନୁଗୁଳ : ମାଟ୍ରିକ୍ ପରୀକ୍ଷାରେ ନିଜ ସଫଳତା ଦେଖିବାକୁ ରହିଲେନି। ଟାର୍ଗେଟ୍ ରଖିଥିଲେ, ଏଥର ମାଟ୍ରିକ୍ ପରୀକ୍ଷାରେ ୯୦ପ୍ରତିଶତ ମାର୍କ ନିହାତି ହାସଲ କରିବେ। ସେହି ଅନୁସାରେ ନିଷ୍ଠାର ସହିତ ପରିଶ୍ରମ ବି କରିଥିଲେ। ପରିଶ୍ରମ ଅନୁସାରେ, ସ୍ବପ୍ନ ତାଙ୍କର ଆଜି ସାକାର ହୋଇଛି। ହେଲେ,…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସରକାରୀ କାର୍ଯ୍ୟକ୍ରମରେ ରାଜନୈତିକ ବିବାଦ: ବିଜେପି ନେତା କହିବାବେଳେ ଉଠିଗଲେ ମନ୍ତ୍ରୀ, ସାଂସଦ
କାମାକ୍ଷାନଗର : ବହୁ ପ୍ରତୀକ୍ଷିତ ଅନୁଗୁଳ-ସୁକିନ୍ଦା ରେଳଲାଇନ୍ର ଲୋକାର୍ପଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ କରିଛନ୍ତି। ଏହି ଅବସରରେ କାମାକ୍ଷାନଗର ରେଳଷ୍ଟେସନ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ମାଇକ୍ ଛଡ଼ାଇ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...