ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

କାନ୍ଦୁଛି ପରିବାର, ଝୁରୁଛି ବିଦ୍ୟାଳୟ: ୯୦% ରହିଲା, ହେଲେ ସ୍ବାତୀ ନାହାନ୍ତି

ଅନୁଗୁଳ : ମ‌ାଟ୍ରିକ୍‌ ପରୀକ୍ଷାରେ ନିଜ ସଫଳତା ଦେଖିବାକୁ ରହିଲେନି। ଟାର୍ଗେଟ୍‌ ରଖିଥିଲେ, ଏଥର ମାଟ୍ରିକ୍‌ ପରୀକ୍ଷାରେ ୯୦ପ୍ରତିଶତ ମାର୍କ ନିହାତି ହାସଲ କରିବେ। ସେହି ଅନୁସାରେ ନିଷ୍ଠାର ସହିତ ପରିଶ୍ରମ ବି କରିଥିଲେ। ପରିଶ୍ରମ ଅନୁସାରେ, ସ୍ବପ୍ନ ତାଙ୍କର ଆଜି ସାକାର ହୋଇଛି। ହେଲେ,…
ଅଧିକ ଖବର ଦେଖନ୍ତୁ...

ସରକା‌ରୀ କାର୍ଯ୍ୟକ୍ରମରେ ରାଜନୈତିକ ବିବାଦ: ବିଜେପି ନେତା କହିବାବେଳେ ଉଠିଗଲେ ମନ୍ତ୍ରୀ, ସାଂସଦ

କାମାକ୍ଷାନଗର : ବହୁ ପ୍ରତୀକ୍ଷିତ ଅନୁଗୁଳ-ସୁକିନ୍ଦା ରେଳଲାଇନ୍‌ର ଲୋକାର୍ପଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ କରିଛନ୍ତି। ଏହି ଅବସରରେ କାମାକ୍ଷାନଗର ରେଳଷ୍ଟେସନ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ମାଇକ୍ ଛଡ଼ାଇ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରିମଣ୍ଡଳରେ ଅନୁଗୁଳ ପ୍ରତିନିଧିତ୍ବ ଦୁର୍ବଳ: ୩୦ ବର୍ଷରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ, ଦଶନ୍ଧି ହେଲା ମନ୍ତ୍ରୀ…

ଅନୁଗୁଳ: ରାଜ୍ୟ ରାଜନୀତିରେ ଅନୁଗୁଳ ସବୁବେଳେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରି ଆସିଛି। ଏଠାରୁ ବାହାରିଥିବା ଏକାଧିକ ନେତା ରାଜନୀତିରେ ନିଜ ଛାପ ଛାଡ଼ି ଯାଇଛନ୍ତି। ହେଲେ ଜିଲ୍ଲା ଗଠନକୁ ୩୦ ବର୍ଷ ପୁରିଥିଲେ ମଧ୍ୟ ରାଜ୍ୟ କ୍ୟାବିନେଟ୍‌‌ରେ ଅନୁଗୁଳର ପ୍ରତିନିଧିତ୍ବ ଅତି ଦୁର୍ବଳ।…
ଅଧିକ ଖବର ଦେଖନ୍ତୁ...

ଫୋନ ଇନ ପ୍ଲିଜ: କଂଗ୍ରେସକୁ ବାଦ୍‌ ଦେଇ ତୃତୀୟ ସାମ୍ମୁଖ୍ୟ ଅସମ୍ଭବ

କର୍ଣ୍ଣାଟକରେ କଂଗ୍ରେସର ବିଜୟ ଦଳର ପୁରୁଣା ଗୌରବକୁ ଫେରାଇ ଆଣିଛି। ଆସନ୍ତା ୨୦୨୪ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ଏହାର ଶ୍ରେୟ ନିହାତି ଭାବେ ରାହୁଲଙ୍କୁ ଦେବାକୁ ପଡ଼ିବ। ତାଙ୍କର ଭାରତ ଯୋଡ଼ୋ ଅଭିଯାନ ଦେଶବାସୀଙ୍କୁ ପ୍ରଭାବିତ କରିଛି। ସେ ହିଁ ଦେଶର ପ୍ରକୃତ…
ଅଧିକ ଖବର ଦେଖନ୍ତୁ...

ମହେନ୍ଦ୍ର, ରାଜକୁମାରକୁ ମିଳିଲା ଡିଜିଟାଲ୍ ପରିଚୟ

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରେ ବନ୍ଧା ହୋଇଥିବା ଦୁଇ କୁମ୍‌କୀ ହାତୀ ମହେନ୍ଦ୍ର, ରାଜକୁମାରକୁ ମିଳିଛି ଡିଜିଟାଲ୍ ପରିଚୟ। ଡେରାଡୁନ୍‌ସ୍ଥିତ ଭାରତୀୟ ବନ୍ୟଜୀବ ସଂସ୍ଥାନ(ୱାଇଲ୍‌ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଡବ୍ଲୁଆଇଆଇ) ସାରା ଭାରତ ବର୍ଷରେ ପୋଷା ହୋଇଥିବା ହାତୀଙ୍କର…
ଅଧିକ ଖବର ଦେଖନ୍ତୁ...

ହାତୀବଂଶର ହେବ ଡିଏନ୍‌ଏ ପ୍ରୋଫାଇଲିଂ

ଅନୁଗୁଳ : ସାତକୋଶିଆର ହାତୀ ଦାନ୍ତ ନେପାଳରେ ବିକ୍ରି ହେଲେ ବି ଧରାପଡ଼ିବ ଅପରାଧ। କେଉଁ ଗୋଠର ହାତୀ କେଉଁଠି ଥିଲା, ତାର କୁଳ, ବଂଶ କଣ? ବୟସ, ଲିଙ୍ଗ ଆଦି ସବୁ କିଛି ଜଣାପଡ଼ିଯିବ। ସେଥିପାଇଁ ସାତକୋଶିଆ ଅଭୟାରଣ୍ୟରେ ପ୍ରତି ହାତୀଙ୍କର ଡିଏନ୍‌ଏ ପ୍ରୋଫାଇଲିଂ କାମ ଆରମ୍ଭ ହୋଇଛି। କେବଳ…
ଅଧିକ ଖବର ଦେଖନ୍ତୁ...

ବାହା ହେଲେ ପାଲଲହଡ଼ା ବିଧାୟକ

ଅନୁଗୁଳ : ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବିବାହ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସହରର ଏକ ହୋଟେଲରେ ସେ ବଣିଆବାହାଳ ବାସିନ୍ଦା ଅଭିଲିସାଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ବହୁ ଜନପ୍ରତିନିଧି, ରାଜନେତା ଯୋଗ ଦେଇଥିଲେ। ଆସନ୍ତା ରବିବାର ତାଙ୍କ…
ଅଧିକ ଖବର ଦେଖନ୍ତୁ...

ମହୁଲ ପୋଚ ଖାଇ ନିଶାରେ ଗଡ଼ିଲା ଦନ୍ତା

ବନ୍ତଳା : ଅନୁଗୁଳ ବ୍ଲକ୍‌ ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ନିକଟରେ ଶୁକ୍ରବାର ସକାଳୁ ମହୁଲପୋଚ ଖାଇ ଏକ ଦନ୍ତାହାତୀ ନିଶାସକ୍ତ ଅବସ୍ଥାରେ ଗଡ଼ିଥିଲା। ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ଓ ଶଙ୍ଖପୁର ଗ୍ରାମ ସୀମାରେ ଥିବା ଜଙ୍ଗଲ ଭିତରେ ଚୋରାରେ ମହୁଲି ମଦ ତିଆରି କରାଯାଉଛି। ଏହି…
ଅଧିକ ଖବର ଦେଖନ୍ତୁ...

ପଟ୍ଟା ପାଇଁ ଲାଞ୍ଚ, ମହିଳା କିରାଣିଙ୍କୁ ୩ ବର୍ଷ ଜେଲ୍‌

ଅନୁଗୁଳ : ଜମି ପଟ୍ଟା କରାଇଦେବା ପାଇଁ ଲାଞ୍ଚ ନେଇ ଧରାପଡ଼ିଥିବା ଜଣେ ମହିଳା କିରାଣିଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଏହା ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଭିଜିଲାନ୍ସ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି କିରାଣି ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେବା ମାମଲାରେ ଅନୁଗୁଳ ତହସିଲ ଅଫିସର ପୂର୍ବତନ କନିଷ୍ଠ କିରାଣିଙ୍କୁ ୩ ବର୍ଷ ଜେଲ୍

ଭୁବନେଶ୍ବର: ଲାଞ୍ଚ ନେବା ମାମଲାରେ ଅନୁଗୁଳ ତହସିଲ ଅଫିସର ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ବାଳଙ୍କୁ ୩ ବର୍ଷ ପାଇଁ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା ଆଦାୟ ଲାଗି ନିର୍ଦେଶ ଦିଆଯାଇଛି। ଦୁଇଟି ଜମିପଟ୍ଟା ମ୍ୟୁଟେସନ୍ ମାମଲାରେ ଫାଇଲ ପ୍ରକ୍ରିୟାକରଣ ପାଇଁ…
ଅଧିକ ଖବର ଦେଖନ୍ତୁ...