ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ଆୟକର ବନାମ ଜିଏସ୍‌ଟି: ପଦ୍ମପୁରରେ ଚଢ଼ଉ ତାତି

ବରଗଡ଼/ପଦ୍ମପୁର/ପାଇକମାଳ : ଉପନିର୍ବାଚନକୁ ନେଇ ପଦ୍ମପୁର ପଡ଼ୁଛି ଉଠୁଛି। ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି, ରାଜନୀତି ତାତି ସେତିକି ବଢ଼ିବାରେ ଲାଗିଛି। ବିଜେଡି ଓ ବିଜେପି ପରସ୍ପରକୁ ମାତ୍ ଦେବା ଲାଗି କଳ, କୌଶଳ ପ୍ରୟୋଗ କରୁଛନ୍ତି। ଠିକ୍ ଏମିତି ସମୟରେ ଆଜି କେନ୍ଦ୍ର ଏବଂ…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ପ୍ରଚାରକୁ ଓହ୍ଲାଇବେ ଧର୍ମେନ୍ଦ୍ର

ବରଗଡ଼/ପଦ୍ମପୁର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିଠାରୁ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରକୁ ଓହ୍ଲାଇବେ। ୩ଦିନ ଧରି ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ରହିଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ଶ୍ରୀ ହରିଚନ୍ଦନ…
ଅଧିକ ଖବର ଦେଖନ୍ତୁ...

ବିଗୁଡୁଛି ପଦ୍ମପୁର ସ୍ଥିତି: ବିଜେପି ନେତାଙ୍କୁ ଅପହରଣ! ବିଳମ୍ବିତ ରାତିରେ ଉଦ୍ଧାର

ବରଗଡ଼/ଝାରବନ୍ଧ : ପଦ୍ମପୁର ଉପ ନିର୍ବାଚନକୁ କେନ୍ଦ୍ରକରି ଉତ୍ତପ୍ତ ହେଉଛି ରାଜନୀତି। ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେଡି-ବିଜେପିର ଛକାପଞ୍ଝା କ୍ରମଶଃ ମୁହାମୁହିଁ ସ୍ଥିତି ଆଡ଼କୁ ମୁହାଁଉଛି। ବିଜେଡି ସମର୍ଥକଙ୍କ ବିରୋଧରେ କେନ୍ଦ୍ରର ବିଜେପି ସରକାରଙ୍କ ନିୟନ୍ତ୍ରଣାଧୀନ ଆୟକର ବିଭାଗର ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ବରଗଡ଼: ପୁସ୍ତକ ମେଳାର ନବମ ସନ୍ଧ୍ୟା

ବରଗଡ଼ : ରସାଳ ଶବ୍ଦ ସଂଯୋଜନା ମାଧ୍ୟମରେ ସମାଜର ବିସଂଗତିକୁ ଉପସ୍ଥାପନା କରିବା ବ୍ୟଙ୍ଗ କବିର ଧର୍ମ। ଅତି ସରଳ ଭାବରେ କହିଲେ କୁତୁକୁତୁ କରି ଡିମିରିକୁ ରାମ୍ପୁଡ଼ି ଦେବା ହିଁ ବ୍ୟଙ୍ଗ ଅଟେ। ସମାଜ ଓ ଶାସନ ସଂସ୍କାର ବା ବ୍ୟକ୍ତିଗତ ଚରିତ୍ର ସଂସ୍କାର ହେଉଛି ବ୍ୟଙ୍ଗ କବିର ଧର୍ମ ବୋଲି ସୋମବାର…
ଅଧିକ ଖବର ଦେଖନ୍ତୁ...

ଚଢ଼ଉ ନେଇ ବିଜେପି-ବିଜେଡି ମୁହାଁମୁହିଁ

ବରଗଡ଼/ପଦ୍ମପୁର : ଆୟକର ଏବଂ ବାଣିଜ୍ୟକର ବିଭାଗର ଚଢ଼ଉ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଯଦି କୌଣସି ବ୍ୟକ୍ତି ଆଇନକୁ ଭାଙ୍ଗିଥିବେ, ବେଆଇନ ଭାବରେ କଳାଟଙ୍କା ରଖିଥିବା ପ୍ରମାଣ ଆୟକର ବିଭାଗ ପାଖରେ ଥିବ ତେବେ  ସେମାନେ ଚଢାଉ କରିଥିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ…
ଅଧିକ ଖବର ଦେଖନ୍ତୁ...

ଆଇଟି ଓ ଜିଏସ୍‌ଟି ଚଢ଼ଉ ବିରୋଧରେ ଆସନ୍ତାକାଲି ପଦ୍ମପୁର ୧୨ ଘଣ୍ଟିଆ ବନ୍ଦ, ଏହି ସ୍ଥାନ ରହିବ ଖୋଲା

ବରଗଡ଼: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସୋମବାର ଆୟକର ବିଭାଗ ଓ ଜିଏସ୍‌ଟିର ଚଢ଼ଉକୁ ବିରୋଧ କରି ବଣିକ ସଂଘ ନଭେମ୍ବର ୨୯ (ମଙ୍ଗଳବାର) ବନ୍ଦ ଡାକରା ଦେଇଛି। ବରଗଡ଼ ଜିଲ୍ଲା ପଦ୍ମପୁରରେ ଏହି ବନ୍ଦ ପାଳନ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ପଦ୍ମପୁର…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁରରେ ୩ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ ୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟାରୁ ସଶସ୍ତ୍ର ସିଆରପିଏଫ୍ ଯବାନଙ୍କ ଉପସ୍ଥିତିରେ ଏହି ଟିମ୍ ଏହି ଚଢ଼ାଉ କରୁଛି। ଯେଉଁମାନଙ୍କ ଘରେ ଏହି ଚଢ଼ାଉ ଚାଲିଛି,…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଉପନିର୍ବାଚନ: ୨ ମନ୍ତ୍ରୀଙ୍କୁ ପ୍ରସନ୍ନଙ୍କ ପାଲଟା ପ୍ରଶ୍ନ

ବରଗଡ଼/ପଦ୍ମପୁର : ଫସଲ ବୀମା ଓ ବରଗଡ଼-ନୂଆପଡ଼ା ରେଳପଥ ଉପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ପରେ ପାଲଟା ଜବାବ ଦେଇଛି ବିଜେଡି। ଉଭୟ ପ୍ରସଂଗରେ ଦଳର ପକ୍ଷ ରଖି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ନରେନ୍ଦ୍ର ସିଂ ତୋମାର ସତ୍ୟର…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଉପନିର୍ବାଚନ: ତେଜିଲା ରେଳ ଓ ବୀମା ରାଜନୀତି

ବରଗଡ଼/ପାଇକମାଳ/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ରବିବାର ପ୍ରଚାରକୁ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ‌କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ‌ତୋମାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସିଧା ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ (ଭାୟା…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଉପନିର୍ବାଚନ: ତେଜିଲା ରେଳ ଓ ବୀମା ରାଜନୀତି

ବରଗଡ଼/ପାଇକମାଳ/ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ରବିବାର ପ୍ରଚାରକୁ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ‌କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ‌ତୋମାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସିଧା ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ (ଭାୟା…
ଅଧିକ ଖବର ଦେଖନ୍ତୁ...