ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ପଦ୍ମପୁରରେ ୩ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ ୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟାରୁ ସଶସ୍ତ୍ର ସିଆରପିଏଫ୍ ଯବାନଙ୍କ ଉପସ୍ଥିତିରେ ଏହି ଟିମ୍ ଏହି ଚଢ଼ାଉ କରୁଛି। ଯେଉଁମାନଙ୍କ ଘରେ ଏହି ଚଢ଼ାଉ ଚାଲିଛି,…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଉପନିର୍ବାଚନ: ୨ ମନ୍ତ୍ରୀଙ୍କୁ ପ୍ରସନ୍ନଙ୍କ ପାଲଟା ପ୍ରଶ୍ନ

ବରଗଡ଼/ପଦ୍ମପୁର : ଫସଲ ବୀମା ଓ ବରଗଡ଼-ନୂଆପଡ଼ା ରେଳପଥ ଉପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ପରେ ପାଲଟା ଜବାବ ଦେଇଛି ବିଜେଡି। ଉଭୟ ପ୍ରସଂଗରେ ଦଳର ପକ୍ଷ ରଖି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ନରେନ୍ଦ୍ର ସିଂ ତୋମାର ସତ୍ୟର…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଉପନିର୍ବାଚନ: ତେଜିଲା ରେଳ ଓ ବୀମା ରାଜନୀତି

ବରଗଡ଼/ପାଇକମାଳ/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ରବିବାର ପ୍ରଚାରକୁ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ‌କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ‌ତୋମାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସିଧା ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ (ଭାୟା…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଉପନିର୍ବାଚନ: ତେଜିଲା ରେଳ ଓ ବୀମା ରାଜନୀତି

ବରଗଡ଼/ପାଇକମାଳ/ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ରବିବାର ପ୍ରଚାରକୁ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ‌କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ‌ତୋମାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସିଧା ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ (ଭାୟା…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟା

ବରଗଡ଼: ସାହିତ୍ୟିକ ସ୍ରଷ୍ଟାଙ୍କୁ ସମ୍ବେଦନଶୀଳ ହେଲା ପରେ ହିଁ ଜନସାହିତ୍ୟ ପରେ ଗଣସାହିତ୍ୟରେ ପରିଣତ ହୋଇଥାଏ। ତେଣୁ ସମ୍ବେଦନଶୀଳତାକୁ ଆଧାର କରି ଲେଖକ ଏବଂ କବିଙ୍କୁ କଲମ ଚଲାଇବାକୁ ହେବ ବୋଲି ବରଗଡ଼ ପୁସ୍ତକ ମେଳାର  ଅଷ୍ଟମ ସନ୍ଧ୍ୟାରେ ଅଧ୍ୟାପକ ଡ. ଅଶୋକ ମହାପାତ୍ରଙ୍କ ସଭାପତିତ୍ବରେ…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଉପ ନିର୍ବାଚନ: ‘ଜୟନାରାୟଣଙ୍କୁ ପ୍ରଚାରରୁ ବାଦ୍‌ ଦିଅ’

ପଦ୍ମପୁର: ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର ଗତକାଲି ଏକ ନିର୍ବାଚନୀ ସଭାରେ ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ତାଙ୍କୁ ନିର୍ବାଚନ ପ୍ରଚାରରୁ ବାଦ୍ ଦେବା ପାଇଁ  ଆଜି ବିଜେଡି ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଠାରେ ଲିଖିତ ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଗୋଡ଼ଭଗାରେ ଅନୁପ ଜଲୋଟା

ବରଗଡ଼: ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟା ବରଗଡ଼ ଜିଲ୍ଲା ଗୋଡ଼ଭଗା ଗସ୍ତ କରିଛନ୍ତି। ତାଙ୍କ ଶିଷ୍ୟ ଏଲ୍‌. ନିତେଶ କୁମାରଙ୍କ ଦ୍ବାରା ପ୍ରସ୍ତୁତ ଭଜନ ଆଲବମ ‘ଭଜନ ପରମ୍ପରା’ ଲୋକାର୍ପଣ ଅବସରରେ ମୁମ୍ବାଇଠାରେ ସେ ଶ୍ରୀ ଜଲୋଟାଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରମନ୍ତ୍ରୀ ଦ୍ବୟ ଖାଇବା ବେଳେ ଗୁଇନ୍ଦାଗିରି!

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ମଧ୍ୟରେ ରାଜନୈତିକ ତିକ୍ତତା ଚରମସୀମାରେ ପହଂଚିଛି। ରବିବାର ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ନରେନ୍ଦ୍ର ସିଂ ତୋମାରଙ୍କ ଗସ୍ତକୁ ନେଇ ନିର୍ବାଚନମଣ୍ଡଳୀ ସରଗରମ ରହିଥିଲା। ତେବେ ମନ୍ତ୍ରୀଦ୍ବୟଙ୍କ ସହ ସାଂସଦ ଏବଂ…
ଅଧିକ ଖବର ଦେଖନ୍ତୁ...

ରାଜ୍ଯ ସରକାରଙ୍କ ଭୁଲ ପାଇଁ ଚାଷୀ ଫସଲ ବୀମା ଅର୍ଥ ପାଇନାହାନ୍ତି: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର

ବରଗଡ଼: ରାଜ୍ଯ ସରକାରଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସମାଲୋଚନା କରିଛନ୍ତି। ପଦ୍ମପୁର ଉପନିର୍ବାଚନ ଲାଗି ପାଇକମାଳରେ ଆୟୋଜିତ ନିର୍ବାଚନୀ ସଭାରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି, ଫସଲ ବୀମା ଅର୍ଥ କେନ୍ଦ୍ର ସରକାର ରିଲିଜ କରିସାରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କାଲି ଜାଗା ଦିଅନ୍ତୁ, ପଅରଦିନ ବରଗଡ଼-ନୂଆପଡ଼ା (ଭାୟା ପଦ୍ମପୁର) ରେଳଲାଇନ୍‌ କାମ ଆରମ୍ଭ ହେବ: ଅଶ୍ବିନୀ ବୈଷ୍ଣବ

ବରଗଡ଼: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, କାଲି ଜାଗା ଦିଅନ୍ତୁ ପଅରଦିନ କାମ ଆରମ୍ଭ ହେବ। ବରଗଡ଼ରୁ ପଦ୍ମପୁର ଭାୟା ପଦ୍ମପୁର ରେଳଲାଇନ୍‌ ପ୍ରସଙ୍ଗକୁ ନେଇ ଏକଥା କହିଛନ୍ତି ଅଶ୍ବିନୀ ବୈଷ୍ଣବ। ପଦ୍ମପୁର…
ଅଧିକ ଖବର ଦେଖନ୍ତୁ...