ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

କାଲି ଜାଗା ଦିଅନ୍ତୁ, ପଅରଦିନ ବରଗଡ଼-ନୂଆପଡ଼ା (ଭାୟା ପଦ୍ମପୁର) ରେଳଲାଇନ୍‌ କାମ ଆରମ୍ଭ ହେବ: ଅଶ୍ବିନୀ ବୈଷ୍ଣବ

ବରଗଡ଼: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, କାଲି ଜାଗା ଦିଅନ୍ତୁ ପଅରଦିନ କାମ ଆରମ୍ଭ ହେବ। ବରଗଡ଼ରୁ ପଦ୍ମପୁର ଭାୟା ପଦ୍ମପୁର ରେଳଲାଇନ୍‌ ପ୍ରସଙ୍ଗକୁ ନେଇ ଏକଥା କହିଛନ୍ତି ଅଶ୍ବିନୀ ବୈଷ୍ଣବ। ପଦ୍ମପୁର…
ଅଧିକ ଖବର ଦେଖନ୍ତୁ...

ପାଇକମାଳରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବରଗଡ଼: ପଦ୍ମପୁର ଉପନିର୍ବାଚନ ଲାଗି ପାଇକମାଳରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ପ୍ରଚାରକୁ ଓହ୍ଲାଇଛନ୍ତି। ସଭାସ୍ଥଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ନକଲି ସମ୍ବଲପୁରୀ ବସ୍ତ୍ର ପ୍ରସଙ୍ଗ

ବରଗଡ଼ : ସମ୍ବଲପୁରୀ ଶାଢ଼ିର ନକଲି ପ୍ରିଣ୍ଟ କରି କଳାବଜାରୀ ଘଟଣା ବହୁ ପୁରୁଣା। ଏନେଇ ଶନିବାର ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବ‌ିଜେପି ବିଧାୟକ ମୁକେଶ ମହାଲିଂଗ। ୨୦୧୭ ମସିହା ଜୁଲାଇ ୨୧ ତାରିଖ ନକଲି ସମ୍ବଲପୁରୀ ଶାଢ଼ି ବାହାର ରାଜ୍ୟରେ ପ୍ରସ୍ତୁତ ହେବା ନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଏବେ ମୁହାଁମୁହିଁ ଲଢ଼େଇ: ଜମିବ ପଦ୍ମପୁର ପ୍ରଚାର; ଆଜି ଯିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ, ତୋମାର୍‌

ବରଗଡ଼ : ପ୍ରାର୍ଥୀ ନାମ ଘୋଷଣା ହେବା ପରଠୁ ପଦ୍ମପୁର ନିର୍ବାଚନମଣ୍ଡଳୀରେ ପ୍ରଚାର ଆରମ୍ଭ ହୋଇଥିଲା। କ୍ରମଶଃ ଏଥିରେ ବେଗ ଧରିଛି। ଇତିମଧ୍ୟରେ ବିଜେଡି, ବିଜେପି ଏବଂ କଂଗ୍ରେସ ନିର୍ବାଚନମଣ୍ଡଳୀର ସମସ୍ତ ଜୋନ୍‌ରେ ଅତିକମ୍‌ରେ ଥରେ ଲେଖାଏଁ ନିର୍ବାଚନୀ ସଭା ସାରିଲେଣି। ଘର ଘର ବୁଲି ବି…
ଅଧିକ ଖବର ଦେଖନ୍ତୁ...

ଝାରବନ୍ଧରେ ବିଜେପିର ବରିଷ୍ଠ ନେତାଙ୍କ ପ୍ରଚାର 

ଝାରବନ୍ଧ: ପଦ୍ମପୁର ଉପ ନିର୍ବାଚନର ପ୍ରଚାର ରେ ଆସିଥିବା କେନ୍ଦ୍ରର ବିଜେପି ଉପାଧ୍ୟାକ୍ଷ ବୈଜୟନ୍ତ ପଣ୍ଡା ଓ ଡା. ସମ୍ବିତ ପାତ୍ର ବିଜେଡି ସରକାରକୁ ଶାସନକାଳର ହିସାବ ମାଗିଛନ୍ତି। ଚାଷୀଙ୍କୁ ୩୩ ପ୍ରତିଶତ ଜମିରେ ଜଳସେଚନ ପ୍ରତିଶ୍ରୁତି, ବୀମା ରାଶି ପ୍ରଦାନରେ ରୋକ୍‌, ଡାକ୍ତର ଅଭାବ ଆଦି…
ଅଧିକ ଖବର ଦେଖନ୍ତୁ...

୧୩ ସୂତ୍ରୀ ନିର୍ବାଚନ ପ୍ରତିଶ୍ରୁତି ଜାରି କଲା କଂଗ୍ରେସ    

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ୧୩ ସୂତ୍ରୀ ନିର୍ବାଚନ ପ୍ରତିଶ୍ରୁତି ଜାରି କରିଛି। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା ସହିତ ବୀମା ରାଶି ପ୍ରଦାନ ପାଇଁ ପ୍ରଚେଷ୍ଟା, ଅଙ୍ଗ ନଦୀରେ ବ୍ୟାରେଜ, ବରଗଡ଼ ନୂଆପଡ଼ା ରେଳ ଲାଇନ ଭାୟା…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ନକଲି ସମ୍ବଲପୁରୀ ବସ୍ତ୍ର ପ୍ରସଙ୍ଗ

ବରଗଡ଼: ସମ୍ବଲପୁରୀ ଶାଢ଼ିର ନକଲି ପ୍ରିଣ୍ଟ କରି କଳାବଜାରୀ ଘଟଣା ବହୁ ପୁରୁଣା। ଏନେଇ ଶନିବାର ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବ‌ିଜେପି ବିଧାୟକ ମୁକେଶ ମହାଲିଂଗ। ୨୦୧୭ ମସିହା ଜୁଲାଇ ୨୧ ତାରିଖ ନକଲି ସମ୍ବଲପୁରୀ ଶାଢ଼ି ବାହାର ରାଜ୍ୟରେ ପ୍ରସ୍ତୁତ ହେବା ନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

‘ବ୍ଲକ ନାହିଁ ତ ଭୋଟ୍‌ ନାହିଁ’ ଦାବିରେ ଲଖମରା ବନ୍ଦ   

ପଦ୍ମପୁର: ପଦ୍ମପୁର ଉପଖଣ୍ତ ଲଖମରାକୁ ନୂତନ ବ୍ଲକ୍‌ର ମାନ୍ୟତା ଦାବିରେ ବନ୍ଦ ଡାକରା ଦିଆଯାଇଥିଲା। ପାଇକମାଳ ବ୍ଲକ୍‌ ଅଧୀନରେ ଥିବା ଲଖମରାର ତହସିଲ କାର୍ଯ୍ୟାଳୟ ପଦ୍ମପୁର, ଥାନା ଝାରବନ୍ଧ ବ୍ଲକ୍‌ର ଜଗଦଲପୁର ପରି ବିଚିତ୍ର ଭୌଗଳିକ ସ୍ଥିତିରେ ରହିଛି। ତେଣୁ ଲଖମରା, ଚର୍ଦାପାଲି, ସରେଇକେଲା,…
ଅଧିକ ଖବର ଦେଖନ୍ତୁ...

ପ୍ରଚାରକୁ ଓହ୍ଲାଇଲେ ନିରଞ୍ଜନ ପଟ୍ଟନାୟକ

ଝାରବନ୍ଧ: ପଦ୍ମପୁର ଉପନିର୍ବାଚନମଣ୍ଡଳୀ‌େର କଂଗ୍ରେସ ନିଜ ଦକ୍ଷ ନେତାଙ୍କୁ ପ୍ରଚାରକୁ ଓହ୍ଲାଇଛି। ଦଳର ହେଭିୱେଟ ନେତାମାନେ ପ୍ରଚାରର ମଙ୍ଗ ଧରିଛନ୍ତି। ଝାରବନ୍ଧଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ନିଶାନି ମନ୍ଦିର ପାଖରେ ଲାଗିଲା ମାଓ ପୋଷ୍ଟର

ବରଗଡ଼: ବରଗଡ଼ ଜିଲ୍ଲା ନିଶାନି ମନ୍ଦିର ମାଗୁମାଲରେ ପାଖରେ ପୋଷ୍ଟର ଲାଗିଥିବା ସୂଚନା ମିଳିଛି। ପାଇକମାଳରୁ ପଦ୍ମପୁର ଯିବା ରାସ୍ତାର ମାଗୁରମାଲ ଛକ ଆଗକୁ ଥିବା ନିଶାନି ମନ୍ଦିର ପାଖରେ ଏବଂ ବିଜୁ ଏକ୍ସପ୍ରେସ ୱେ କଡ଼ରେ କିଛି ସମୟ ଆଗରୁ ଏକ ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିଛି। ଆଗକୁ…
ଅଧିକ ଖବର ଦେଖନ୍ତୁ...