ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ମୁଖ୍ୟମନ୍ତ୍ରୀ ନୂଆ ଜିଲ୍ଲା ବିଜ୍ଞପ୍ତି ଦେଖାନ୍ତୁ: ଧର୍ମେନ୍ଦ୍ର

ବରଗଡ଼ : ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଦ୍ମପୁର ଗସ୍ତ ବେଳେ ନୂଆ ଜିଲ୍ଲାର ବିଜ୍ଞପ୍ତି ଦେଖାଇବେକି? ଯଦି ଆନ୍ତରିକତା ରହିଛି ତା’ହେଲେ ମୁଖ୍ୟମନ୍ତ୍ରୀ ଏସଂପର୍କିତ ବିଜ୍ଞପ୍ତି ସାଥୀରେ ନେଇ ଆସନ୍ତୁ ଓ ପଦ୍ମପୁରବାସୀଙ୍କୁ ଦେଖାନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତର…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶିଲେ ସଂଜୟ ଭୋଇ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଗୁରୁବାର ଦିନ ଏଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ବିଜେପିରେ ଯୋଗଦାନ କରିଛନ୍ତି। ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପଠାରେଏହି ମିଶ୍ରଣ ପର୍ବ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ସଭାରେ ସୁରେଶ ବଖାଣିଲେ ସିଂହ ଉପାଖ୍ୟାନ, ଭିଡିଓ ଜାରିକରି ସୁଶାନ୍ତ ସିଂହ କହିଥିଲେ ଏମିତି କଥା

ଭୁବନେଶ୍ବର: ବରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ମଧ୍ୟରେ ବ୍ୟକ୍ତିଗତ ଆକ୍ଷେପ ଦେଖିବାକୁ ମିଳିଛି। ଏହି ଘଟଣା ଏବେ କେବଳ ବରଗଡ଼ରେ ନୁହେଁ, ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଖାଲି ହାତରେ ନୁହେଁ, ଏହା ଧରି ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଆସନ୍ତୁ : ଧର୍ମେନ୍ଦ୍ର

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁରରେ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଚାର ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା କଥା ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପଦ୍ମପୁର ଝାରବନ୍ଧରେ ଜନସଭାକୁ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ

ବରଗଡ଼: ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ। ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଞ୍ଜୟ ଭୋଇ ହାତ ଛାଡ଼ି ପଦ୍ମ ଧରିଛନ୍ତି। ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ…
ଅଧିକ ଖବର ଦେଖନ୍ତୁ...

ମାଣ୍ତୋସିଲରେ ବିଜେଡିର ବିଶାଳ ସମାବେଶ

ପାଇକମାଳ : ଉପନିର୍ବାଚନ ଲଢ଼େଇରେ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଗୋଟିଏପଟେ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରଚାର ଜୋରଦାର କରିଥିବା ବେଳେ ବିଜେଡି ମଧ୍ୟ ଭୋଟ ବ୍ୟାଙ୍କ ସୁରକ୍ଷିତ ଲାଗି ରଣନୀତି ଚଳାଇଛି ଓ ଶକ୍ତି ପ୍ରଦର୍ଶନ ଜାରି ରଖିଛି।…
ଅଧିକ ଖବର ଦେଖନ୍ତୁ...

ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର: ମହିଳାକାର୍ଡ ଖେଳିଲେ, ନବୀନଙ୍କୁ ଟାର୍ଗେଟ

ବରଗଡ଼/ପଦ୍ମପୁର/ପାଇକମାଳ : କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜସ୍ବ ଯୋଜନା ନେଇ କେବଳ ଅପଚେଷ୍ଟା କରୁଛନ୍ତି। ଓଡ଼ିଶା ସରକାର କିଛି ନୂଆ ଯୋଜନା ପ୍ରଣୟନ କରି ନିଜ ସୃଜନଶୀଳତା ଦେଖାଇବା ବଦଳରେ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି। ବାସ୍ତବରେ ରାଜ୍ୟ ସରକାର ଥକିଗଲେଣି। ଏଣୁ ଏବେ ମାଛ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୨ରେ ପଦ୍ମପୁରରେ ପ୍ରଚାର କରିବେ ନବୀନ, ଏହି ୩ଟି ସ୍ଥାନରେ ହେବ ନିର୍ବାଚନୀ ସଭା

ଭୁବନେଶ୍ବର/ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିବେ। ଏହି ଗୋଟିଏ ଦିନରେ ସେ ନିର୍ବାଚନମଣ୍ଡଳୀର ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରଠାରେ ନିର୍ବାଚନୀ ସଭା କରିବେ। ଭୁବନେଶ୍ବରରୁ ହେଲିକପ୍ଟରରୁ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ଜମି ଓ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଆ ସାହିତ୍ୟର ଯଶସ୍ବୀ ସାଧକ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି। ଏହାସହିତ ଏହି ଭବନ…
ଅଧିକ ଖବର ଦେଖନ୍ତୁ...

ମହିଳା ଗୋଷ୍ଠୀକୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ଦେବା ଘୋଷଣା ମାଛ ତେଲରେ ମାଛ ଭାଜିବା ଭଳି : ଧର୍ମେନ୍ଦ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ଵିତୀୟ ଦିନରେ ବୁଧବାର ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...