ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଫେରାର ବେଳେ ଅଭିଯୁକ୍ତ ଓକିଲ ଗିରଫ

ଦେବଗଡ଼ : ରେଙ୍ଗାଳୀ ନଦୀ ବନ୍ଧ ଯୋଜନାରେ ଜୈନକ ବିସ୍ଥାପିତଙ୍କ କ୍ଷତିପୂରଣ ଅର୍ଥ ହଡ଼ପ ଅଭିଯୋଗରେ ବାରକୋଟ ପୁଲିସ୍‌ ରବିବାର ବରିଷ୍ଠ ଓକିଲ ବିଜୟ ପ୍ରଧାନଙ୍କୁ ଗିରଫ କରିଛି। ସେ ଫେରାର୍‌ ହୋଇ ଯାଉଥିବା ବେଳେ ପୁଲିସ୍‌ ତାଙ୍କୁ ଗୋଡ଼ାଇ ଗୋଡ଼ାଇ କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ବେଲମୁଣ୍ଡା ଗାଁ…
ଅଧିକ ଖବର ଦେଖନ୍ତୁ...

କଂସର ହାଇସ୍କୁଲ ଛାତ୍ରୀନିବାସ ସିସିଏଙ୍କୁ ନିର୍ଯାତନା ଅଭିଯୋଗ

ଦେବଗଡ଼: ତିଲେଇବଣୀ ବ୍ଲକ କଂସର ସ୍ଥିତ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନସ୍ଥ ସରକାରୀ ସ୍କୁଲ୍‌ ଛାତ୍ରୀ ନିବାସର ସିସିଏ (କୁକ୍‌-କମ୍‌-ଆଟେଣ୍ଡାଣ୍ଟ୍‌) ସୁବାସିନୀ ନାଏକଙ୍କୁ ଆସିଷ୍ଟାଣ୍ଟ ସୁପରିନ୍‌ଟେଣ୍ଡେଣ୍ଟ ନନ୍ଦିତା ସାହୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଜାତି ଗୋତ୍ର ଉଚ୍ଚାରଣ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ଶ୍ରମିକ ସଂଘ ପକ୍ଷରୁ ଦାବିପତ୍ର

ଦେବଗଡ: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ହଟାଇବା ଏବଂ ସେମାନଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲା ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପୌରାଂଚଳର ନୀଳବେଣି ସାହିର ପ୍ରାୟତଃ ଲୋକ ଶ୍ରମିକ ଶ୍ରେଣୀର ଲୋକ ଏବଂ ମିସ୍ତ୍ରି କାମ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଫୋନ ଚୋର ଦଳ ପର୍ଦାଫାସ୍‌:ମହିଳାଙ୍କ ସମେତ ୫ ଗିରଫ

ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ପୁଲିସ୍‌ ମୋବାଇଲ ଫୋନ୍‌ ଚୋର ରାକେଟ୍‌ର ପର୍ଦାଫାଶ କରିବାରେ ସଫଳ ହୋଇଛି। ଚୋରଣୀ ସୁରଭି ବାଗ ଓରଫ ମହାନନ୍ଦ ଓରଫ ବାଉରୀ ସମେତ ମାନେଶ୍ୱରର ପ୍ରତାପ ତାଣ୍ଡିଆ, ସଦା ମହାନନ୍ଦ, ପ୍ରକାଶ ତାଣ୍ଡିଆ, ରାଜେନ୍ଦ୍ର ହାତୀ ପ୍ରମୁଖଙ୍କୁ ଗିରଫ କରିଛି। ସେମାନଙ୍କଠାରୁ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ସ୍କୁଲରେ ଟୀକାନେଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଦେବଗଡ଼: ସ୍କୁଲରେ ଟୀକାନେଇ ବୁଧବାର ୧୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ଅନ୍ତର୍ଗତ ଖଜୁରୀଖମନ ୟୁଜିଏମ୍‌ଇ ସ୍କୁଲରେ ୨୨ଜଣ ଛାତ୍ରଛାତ୍ରୀଙ୍କୁ ଟୀକା ଦିଆଯାଇଥିଲା। ଟୀକାଦାନର କିଛି ଘଣ୍ଟା ପରେ ୧୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

୧୭ କଳାକାରଙ୍କ ମୃତ୍ୟୁ ପରେ ବି ଚେତା ପଶିନି:ଏବେ ବି ଅସୁରକ୍ଷିତ ଗଇଲୋ ଘାଟି

ଦେବଗଡ଼: ଗଇଲୋ ଘାଟିରେ ଗତ ୧୭.୪.୨୦୧୬ରେ ଘଟିଥିବା ଦୁର୍ଘଟଣାର ବିଭୀଷିକା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ। ସେ ଦିନ ଘାଟି ତଳକୁ ବସ୍‌ ଖସି ଲିଭି ଯାଇଥିଲା ୧୭ ଜଣ ଯାତ୍ରା କଳାକାରଙ୍କ ଜୀବନ ଦୀପ। ଉକ୍ତ କାଳ ରାତ୍ରିର ବିଭୀଷିକାକୁ ମନେ ପକାଇ ଆଜି ବି ଶିହରି ଉଠନ୍ତି ବର୍ତ୍ତି ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ରଜାମୁଣ୍ଡା ସାହିରେ ରାସ୍ତା ନିର୍ମାଣ ଦାବି

ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ଵାର୍ଡର ରଜାମୁଣ୍ଡା ସହିରେ ରାସ୍ତା ନିର୍ମାଣ ପାଇଁ ଦାବି କରି ସ୍ଥାନୀୟ ରାଜଶ୍ରୀ କ୍ଲବ୍‌ ଶୁକ୍ରବାର ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛି। ଅଭିଯୋଗ ଅନୁସାରେ ପୌର ପରିଷଦ ପକ୍ଷରୁ ୧୦ ବର୍ଷ ତଳେ ସାହିର ରାସ୍ତା…
ଅଧିକ ଖବର ଦେଖନ୍ତୁ...

ବାରକୋଟରେ ୨ ଘଣ୍ଟା ରାଜପଥ ଅବରୋଧ

ଦେବଗଡ଼: ରେଙ୍ଗାଲି ଡ୍ୟାମ୍‌ ବାସଚ୍ୟୁତ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟୋଚିତ କ୍ଷତିପୂରଣ ଓ ଥଇଥାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ରେଙ୍ଗାଲି ବାସଚ୍ୟୁତ ସୁରକ୍ଷା ସମିତି। ଶୁକ୍ରବାର ସମିତି ପକ୍ଷରୁ ବାରକୋଟର ବଣେଇଁ ଛକରେ ୪୯ ନମ୍ବର ଓ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ୩୭…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୮ରୁ ଧାନ ସଂଗ୍ରହ:୫ ଲକ୍ଷ କୁଇଣ୍ଟାଲ ଧାର୍ଯ୍ୟ

ଦେବଗଡ: ଗୁରବାର ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଦେବଗଡ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପୂୂର୍ଣ୍ଣଚନ୍ଦ୍ର ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ଡିଆରଡିଏ ପିଡି ଭିନସେଣ୍ଟ ପୁନମକାନ୍ତ ଏକ୍କା, ଉପଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

ଇଂଜିନରୁ ନିଆଁ ଲାଗି ଜଳିଗଲା ଟ୍ରକ:ବର୍ତ୍ତିଲେ ଖଲାସି ଓ ଚାଳକ

ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ଦେବଗଡ଼ ଥାନା ସମରଖାଇ ନିକଟରେ ବୁଧବାର ଏକ ଟ୍ରକ୍‌ ନିଆଁ ଲାଗି ଜଳିଯାଇଛି। ତେବେ ଏଥିରେ ଥିବା ଚାଳକ ଓ ଖଲାସି ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ଏକ ଲୁହା ପାଇପ୍‌ ବୋଝେଇ ଟ୍ରକ୍‌ କୋଲକାତାରୁ ମୁମ୍ବାଇ ଯାଉଥିବା ବେଳେ ସମରଖାଇ…
ଅଧିକ ଖବର ଦେଖନ୍ତୁ...