ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଦେବଗଡ଼: ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଜଣେ ମୃତ

ଦେବଗଡ଼: ଟାଉନ ଥାନା ଅନ୍ତର୍ଗତ ରୋଜାମୁଣ୍ଡାରେ ରବିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ନମ୍ବର ୪୯ କଡ଼ରେ ଥିବା ପାନ ଦୋକାନରୁ ଫେରୁଥିବା ବେଳେ ଏକ ଅଜଣା ଟ୍ରକ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଘଟଣାସ୍ଥଲରେ ହିଁ ରୋଜାମୁଣ୍ଡା ଗ୍ରାମର ସୁରେଶ ପାତ୍ରଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ସଦ୍ୟଜାତ ଶିଶୁ ପୁତ୍ର ଉଦ୍ଧାର

ଦେବଗଡ଼: ଦେବଗଡ଼ ଜିଲ୍ଲା ବେଲମରା ଗାଁ ନିକଟ ଜଙ୍ଗଲରୁ ଶୁକ୍ରୁବାର ଏକ ସଦ୍ୟଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ସୂଚନାନୁସାରେ ନିକଟସ୍ଥ ଜଙ୍ଗଲକୁ ଗାଁର ଗାଈ ଚରାଳୀ ଗାଈ ଚରାଇବାକୁ ଯାଇଥିବା ବେଳେ ଏକ ବୁଦା ମୂଳେ ଶିଶୁଟିକୁ ପଡ଼ିଥିବା ଦେଖିବାକୁ ପାଇ ଗାଁକୁ ଆସି କହିଥିଲେ। ଗ୍ରାମବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ବଳମ-ଟୁସୁଳା ରାସ୍ତା ହସ୍ତାନ୍ତର ବିବାଦ: ପ୍ରତିଶ୍ରୁତି ପରେ ଆମରଣ ଅନଶନ ପ୍ରତ୍ୟାହୃତ

ଦେବଗଡ: ଏନ.ଏଚ-୪୯ ବଳମଠାରୁ ଟୁସୁଳା ଭାୟା ଦନ୍ତାରିବାହାଳ-କଣ୍ଟାପାଲିର ୨୪ କିମି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଗୃହ ନିର୍ମାଣ ବିଭାଗକୁ ହସ୍ତାନ୍ତର କରିବା ପାଇଁ କେଡିଆର ଆଂଚଳିକ ଉନ୍ନୟନ କମିଟି ଚଳାଇଥିବା ଆରମଣ ଅନଶନ ପ୍ରତ୍ୟାହୃତ ହୋଇଛି। ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବ ଓ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଜଳ ଓ ପରିମଳ ମିସନ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଦେବଗଡ଼: ଏସ୍‌ଏଚ୍‌ଜିଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ତଥା ଓଡ଼ିଶା ଜୀବିକା ମିସନର ଗୋଷ୍ଠୀ ଓ ପଞ୍ଚାୟତସ୍ତରୀୟ କର୍ମୀଙ୍କ ସହାୟତାରେ ଦେବଗଡ଼ ସ୍ୱଚ୍ଛ ଭାରତ ମିସନରେ ବିଶେଷ ସଫଳତା ପାଇବା ସହ ରାଜ୍ୟର ପ୍ରଥମ ବାହ୍ୟ ମଳମୁକ୍ତ ଜିଲ୍ଲା ରୂପେ ସମ୍ମାନିତ ହୋଇପାରିଛି। ତେଣୁ ଉତ୍ତରାଞ୍ଚଳ ରାଜସ୍ୱ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ବିବାହିତ ଯୁବକଙ୍କ ପ୍ରେମ ପ୍ରତାରଣା

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନାଞ୍ଚଳର ଜନୈକା ଯୁବତୀଙ୍କୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଛେଣ୍ଡିପଦା ଗାଁର ଜନୈକ ବିବାହିତ ଯୁବକ ପ୍ରେମ କରି ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ଦିଆଯାଇ ନଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କାମ କରିବାକୁ ଯାଇ ୪ ନିଖୋଜ, ଚିନ୍ତାରେ ପରିବାର

ଦେବଗଡ: ବଣିଆକିଲିଣ୍ଡା ପଂଚାୟତ ପୋଡାପଡା ଗ୍ରାମର ସୁରେଶ ମୁଣ୍ଡା(୫୫) ଗତ ୧୦ ତାରିଖରେ ତାମିଲନାଡୁର ମଦୁରାଇକୁ ଯାଇ ନିଖୋଜ ଥିବା ବେଳେ ଦେବଗଡ଼ ପୌରାଚଂଳରେ ଆଉ ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପତ୍ରାପାଲି ସାହି ଓ ନୀଳବେଣୀ ସାହିର ୧୦ ଜଣ ତାମିଲନାଡୁର ମଦୁରାଇକୁ କାମ କରିବା ପାଇଁ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଆଶ୍ରମ ସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

କୁଚିଣ୍ଡା: କୁଚିଣ୍ଡା ଥାନା ଅଂଚଳରେ ଥିବା ଏକ ଆଶ୍ରମ ସ୍କୁଲ୍‌ରେ ରହି ଦଶମ ଶ୍ରେଣୀରେ ପଡୁଥିବା ଜନୈକା ଦଳିତ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏ ନେଇ ଜଣାପଡ଼ିବା ପରେ ସ୍କୁଲ୍‌ ପକ୍ଷରୁ ମଙ୍ଗଳବାର ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ପରେ ପୁଲିସ୍‌ ଥାନା କେସ୍‌ ନଂ. ୨୪୪, ଆଇପିସିର ଧାରା…
ଅଧିକ ଖବର ଦେଖନ୍ତୁ...

ରଜାମୁଣ୍ଡା ଚୋରି ଘଟଣାରେ ୨ ଗିରଫ

ଦେବଗଡ଼: ଗତ ରବିବାର ବିଳମ୍ବିତ ରାତିରେ ଦେବଗଡ଼ ପୌରାଞ୍ଚଳ ରଜାମୁଣ୍ଡାର ପ୍ରଦୀପ ସାହୁଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ଦେବଗଡ଼ ପୁଲିସ୍‌ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରଘୁ କାରିଗର ଓ ରାକେଶ ସ୍ୱାଇଁ। ସେମାନଙ୍କଠାରୁ ପୁଲିସ୍‌ କାନଫୁଲ, ପାଉଁଜି, ଲେଡିଜ୍‌ ଓ୍ଵାଚ୍‌, ଦୁଇଟି…
ଅଧିକ ଖବର ଦେଖନ୍ତୁ...

ଫ୍ୟୁଜ୍‌ ବାନ୍ଧିବା ବେଳେ ଟ୍ରାନ୍ସଫର୍ମର ଉପରେ ପଡ଼ି ଯୁବକ ମୃତ

ପାଇକମାଲ: ପାଇକମାଲ ଥାନା ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ଭୁତମୁଣ୍ଡା ଗାଁରେ ଖୁଣ୍ଟରେ ଚଢ଼ି ଫ୍ୟୁଜ୍‌ ବାନ୍ଧିବା ବେଳେ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର୍‌ ଉପରେ ପଡ଼ିଯିବାରେ ବିଦ୍ୟୁତ୍‌ ଆଘାତରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ ଆଜି ଦିନ ପ୍ରାୟ ୧ଟା ବେଳେ…
ଅଧିକ ଖବର ଦେଖନ୍ତୁ...

ଶ୍ୱଶୁର ଘରେ ଜ୍ୱାଇଁକୁ ହତ୍ୟା ମାମଲା : ଶ୍ୱଶୁର, ଶଳା ସମେତ ୫ ଗିରଫ

ଦେବଗଡ଼ : ବୁଧବାର ଘରୋଇ କଳହକୁ କେନ୍ଦ୍ର କରି ଜିଲ୍ଲାର ଗୋବିନ୍ଦପୁର ଗାଁରେ ଶ୍ୱଶୁର ଘର ଲୋକ ଜ୍ୱାଇଁକୁ ପିଟି ପିଟି ହତ୍ୟା କରିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦେବଗଡ଼ ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଶ୍ୱଶୁର, ଶଳା, କକା ଶ୍ୱଶୁର ଓ ଅନ୍ୟ ୨ଜଣ ମୋଟ୍‌ ୫ ଜଣଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...