ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ନିଖୋଜର ୩ ଦିନ ପରେ ଶବ ଉଦ୍ଧାର

ତରଭା: ତରଭା ଥାନା ପଣ୍ଡକିମାଲ ଗାଁର ଗଣ୍‌ସ ବିଶି(୫୦)ଙ୍କ ମୃତ ଦେହ ବୁଧବାର ବୁଦେଲମୁଣ୍ଡା ଗାଁର ବିସରମୁହାଣ ନାଳରୁ ଉଦ୍ଧାର ହୋଇଛି। ସେ ଗତ ୪ ତାରିଖରୁ ସେ ନିଖୋଜ ଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଗଣ୍‌ସ ନିଜ ଗାଁର ରାଧେଶ୍ୟାମ ସାହୁଙ୍କ ଟ୍ରାକ୍ଟର ଓ ଧାନ…
ଅଧିକ ଖବର ଦେଖନ୍ତୁ...

ମଦ ବିରୋଧୀ ରାଲି

ବେଲପାହାଡ଼: ବେଲପାହାଡ଼ ପୌରାଂଚଳରେ ମଦ ବିରୋଧୀ ଅଭିଯାନରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ଗୁମାଡ଼େରା ମାଉସୀ ମା’ ମନ୍ଦିରରୁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ବେଲପାହାଡ଼ ଶାଖା ପକ୍ଷରୁ ଏହି ରାଲିରେ ବହୁ ମହିଳା ସାମିଲ ହୋଇଥିଲେ। ପରେ ସାଧାରଣ ସଭାରେ…
ଅଧିକ ଖବର ଦେଖନ୍ତୁ...

ଉଦଯାପିତ ହେଲା ୨୩ ତମ ରାଜ୍ୟସ୍ତରୀୟ ଯୁବ ଉତ୍ସବ

ଦେବଗଡ: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ୪ ଦିନ ଧରି ଚାଲିଥିବା ୨୩ ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ତରାଚଂଳ ରାଜସ୍ୱ କମିସନର ଡି.ଭି ସ୍ୱାମୀ ମୁଖ୍ୟଅତିଥି…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ ପୁଲିସର ସଫଳତା: ୧୯ଟି ବାଇକ ଜବତ, ୬ ଗିରଫ

ଦେବଗଡ: ପୁଲିସକୁ ଏକ ବଡ ସଫଳତା ମିଳିଛି । ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ୧୯ ଟି ବାଇକ ଜବତ କରିବା ସହିତ ୬ ଜଣକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ଦେବଗଡ଼ ଥାନାରେ ଆୟୋଜିତ ସମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ଫେସବୁକରେ ବିଧାୟକଙ୍କ ଫେକ ଆକାଉଣ୍ଟ

ଦେବଗଡ: ଯୁବ ପିଢି ସୋସିଆଲ ମିଡିଆରେ ଗ୍ରହଣ କରିବା ସହ ସହଜରେ ବିଭିନ୍ନ ବିଷୟରେ ଜାଣିପାରୁଛନ୍ତି। ହେଲେ, ଜିଲ୍ଲାରେ ବର୍ତ୍ତମାନ ଫେସକୁବରେ ଘୂରି ବୁଲୁଛି ଫେକ ଆକାଉଣ୍ଟ। ଏଥିରୁ ବାଦ ପଡିନାହାନ୍ତି ଦେବଗଡ ବିଧାୟକ ନିତେଶ ଗଙ୍ଗଦେବ। ତାଙ୍କ ନାଁରେ କିଏ ଜଣେ ଫେକ ଆକାଉଣ୍ଟ ଖୋଲି ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରେ ରାଜ୍ୟ ଯୁବ ମହୋତ୍ସବ

ଦେବଗଡ଼: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରେ ମଙ୍ଗଳବାର ଆରମ୍ଭ ହୋଇଛି ୨୩ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡ଼ା ଓ…
ଅଧିକ ଖବର ଦେଖନ୍ତୁ...

ପୁଣି ଜେଲ ଗଲେ ପୂର୍ବ ବିଧାୟକ ସଂଜୀବ ପ୍ରଧାନ

ଦେବଗଡ଼ : ରେଙ୍ଗାଲୀ ନଦୀ ବନ୍ଧ ଯୋଜନା ବାସଚ୍ୟୁତଙ୍କ କ୍ଷତିପୂରଣ ଅର୍ଥ ହଡ଼ପ ଅଭିଯୋଗରେ ପୂର୍ବ ବିଧାୟକ ସଂଜୀବ ପ୍ରଧାନଙ୍କୁ ପୁଣି ଥରେ ଜେଲ୍‌ ଯିବାକୁ ପଡ଼ିଛି। ପୂର୍ବରୁ ଅକ୍ଟୋବର ୧୦ ତାରିଖ ଦିନ ଇଓଡବ୍ଲ ଦ୍ୱାର ଗିରଫ ହୋଇଥିଲେ। ଉକ୍ତ ମାମଲାରେ ଗତ ଶନିବାର ତାଙ୍କୁ ହାଇକୋର୍ଟରୁ ଜାମିନ…
ଅଧିକ ଖବର ଦେଖନ୍ତୁ...

ବ୍ୟାଟେରି ଚୋର ଗିରଫ

ବାମରା: ଏକ ଟ୍ରାକ୍ଟର ବ୍ୟାଟେରି ଚୋରି କରିବା ଅଭିଯୋଗରେ ଗୋବିନ୍ଦପୁର ଥାନା ପୁଲିସ୍‌ ଭଗପଡ଼ା ଗାଁର ଏକଲବ୍ୟ ମହାନନ୍ଦିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ୍‌ ସୂଚନାନୁସାରେ ଭଗପଡ଼ା ଗାଁର ପ୍ରଫୁଲ୍ଲ ଲୁହାଙ୍କ ଟ୍ରାକ୍ଟର ବ୍ୟାଟେରି ଚୋରି ହୋଇଯାଇଥିଲା। ଏ ନେଇ ସେ ଥାନାରେ ଏତଲା ଦେବା…
ଅଧିକ ଖବର ଦେଖନ୍ତୁ...

ବଦଳୁଛି ରାଜନୈତିକ ସମୀକରଣ

ରିଆମାଳ:ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଦେବଗଡ଼ ଜିଲ୍ଲାରେ ରାଜନୈତିକ ସମୀକରଣ ବଦଳୁଛି। ଗତ ସାଧାରଣ ନିର୍ବାଚନରେ ବିଜେପି, ବିଜେଡିଠାରୁ ୩୦ ହଜାରରୁ ଅଧିକ ଭୋଟରେ ଆଗୁଆ ରହି ବିଜୟୀ ହୋଇଥିଲା। ଦେବଗଡ଼ ଏକକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଧୀରେ…
ଅଧିକ ଖବର ଦେଖନ୍ତୁ...

ରେଙ୍ଗାଲି ନଦୀବନ୍ଧ ବିସ୍ଥାପିତଙ୍କ ଅର୍ଥ ହଡ଼ପ ମାମଲା : କ୍ରାଇମବ୍ରାଞ୍ଚ ସୁପାରିସ୍‌ରେ ମାମଲା

ଦେବଗଡ଼: ରେଙ୍ଗାଳୀ ନଦୀ ବନ୍ଧ ଯୋଜନା ବିସ୍ଥାପିତଙ୍କ କ୍ଷତିପୂରଣ ଅର୍ଥ ହଡ଼ପ ଅଭିଯୋଗ ଭିତ୍ତିରେ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଶାଖା ସୁପାରିଶକ୍ରମେ ଦେବଗଡ଼ ଜିଲ୍ଲା ପୁଲିସ୍‌ ମଙ୍ଗଳବାର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନ ଓ ଓକିଲ ବିଜୟ ପ୍ରଧାନଙ୍କ ସହ ନୋଟାରୀ ପ୍ରଦୀପ ଧଳ ଓ ପ୍ରସନ୍ନ…
ଅଧିକ ଖବର ଦେଖନ୍ତୁ...