ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ମାଟି ଅତଡ଼ା ଧସି ଚାଷୀ ମୃତ

ରିଆମାଳ : ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢ଼େଇମରା ଗାଁରେ ଶୁକ୍ରବାର ମାଟି ଅତଡ଼ା ଧସି ଚାଷୀ ଖାଦିଆନ ଟପ୍ନୋଙ୍କ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନାନୁସାରେ ଖାଦିଆନ ଅତି ଗରିବ ହୋଇଥିବା ବେଳେ ଚାଷବାସ କରି ପରିବାର ଗୁଜରାଣ ମେଣ୍ଟାଉଥିଲେ। ତେବେ ଶୁକ୍ରବାର ସକାଳ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ମଣ୍ଡପରେ ଚାଲିଛି ରଜାମୁଣ୍ଡା ପ୍ରାଥମିକ ସ୍କୁଲ

ଦେବଗଡ଼: ସରକାର ସ୍କୁଲମାନଙ୍କର ଉନ୍ନତି ଓ ଛାତ୍ରଛାତ୍ରୀଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ମିଳିବ ସେଥି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଚାଲିଛନ୍ତ। ମାତ୍ର ଏବେ ବି ଏମିତି ଅନେକ ସ୍କୁଲ୍‌ ଅଛି ଯାହାର ନିଜସ୍ୱ ଗୃହ ନ ଥିବାରୁ କେଉଁଠି ଗଛ ତଳେ ତ କେଉଁଠି ଭଡ଼ା ଘରେ, ପୁଣି କେଉଁଠି ସାମୂହିକ…
ଅଧିକ ଖବର ଦେଖନ୍ତୁ...

୧୦ କେଜି ଗଞ୍ଜେଇ ଜବତ୨ ଗିରଫ

ତରଭା: ଗଞ୍ଜେଇ ଚୋରା ଚାଲାଣ କରୁଥିବା ୨ ଜଣ ଯୁବକଙ୍କୁ ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ ଗିରଫ କରିଥିବା ସେମାନଙ୍କଠାରୁ ୧୦ କେଜି ଗଞ୍ଜେଇ ଓ ଏକ ବାଇକ୍‌ ଜବତ କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କନ୍ଧମାଳ ଜିଲ୍ଲା ଗୁଚ୍ଛପଡ଼ା ଥାନା ଅନ୍ତର୍ଗତ ଲୁଇସିଂ…
ଅଧିକ ଖବର ଦେଖନ୍ତୁ...

ସଂଜ୍ଞାହୀନ ଯୁବତୀ ଉଦ୍ଧାର, ଚିକିତ୍ସାରେ ଅର୍ଥାଭାବ ବାଧକ

ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ବରପାଲି ସାହିରେ ଜଣେ ଅସହାୟା ଯୁବତୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ସ୍ଥାନୀୟ କିଛି ଯୁବକ ଓ ସ୍ୱେଚ୍ଛାସେବୀ ସଂଗଠନର ମହିଳାମାନେ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ନାଁ ସମ୍ବାରୀ ନାୟକ ଏବଂ ସେ ଅତ୍ୟନ୍ତ ଗରିବ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କାଲକାଠ ଗାଁରେ ହାତୀ ଉପଦ୍ରବ, ୪ ଘର ଭାଙ୍ଗିଲେ:ଗ୍ରାମବାସୀ ଆତଙ୍କିତ, ଖୋଲା ଆକାଶ ତଳେ ବିପନ୍ନ

ଦେବଗଡ଼: ଦେବଗଡ଼ ଜିଲ୍ଲାର ଖୁଣ୍ଟିଆପାଲି, ବାସୁଦେବପୁର ଓ ସୁଗୁଡ଼ା ଅଞ୍ଚଳରେ ବୁଧୁବାର ରାତି ହାତୀ ପଲ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଖଳାରେ ଥିବା ଧାନଗୁଡିକ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଏହା ସହିତ ଚାଷୀମାନେ କରିଥିବା ସୂର୍ଯ୍ୟମୁଖୀ, ସୋରିଷ ଓ ତରଭୁଜ ଫସଲ ବି ଦଳି ମକଚି ନଷ୍ଟ କରି…
ଅଧିକ ଖବର ଦେଖନ୍ତୁ...

ହାତୀ ଉପଦ୍ରବ: ଦଳିଦେଲେ ଫସଲ, ଭାଙ୍ଗିଦେଲେ ଘର

ଦେବଗଡ: ତିଲେଇବଣୀ ବ୍ଲକ ଖୁଣ୍ଟିଆପାଲି, ବାସୁଦେବପୁର ଓ ସୁଗୁଡା ଅଂଚଳରେ ବୁଧୁବାର ରାତି ହାତୀ ପଲ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଖଳାରେ ଥିବା ଧାନଗୁଡିକ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି। ଦେବଗଡ଼ ରେଂଜ ଖୁଣ୍ଟିଆପାଲି ଗ୍ରାମରେ ବୁଧୁବାର ରାତିରେ ହାତୀ ପଲ ପଶି ଅଶୋକ ଶତପଥୀଙ୍କ ଧାନ,…
ଅଧିକ ଖବର ଦେଖନ୍ତୁ...

ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନ ପ୍ରସ୍ତୁତି

ଦେବଗଡ଼: ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମିଳନୀ କକ୍ଷରେ ବୁଧବାର ଜିଲ୍ଲାସ୍ତରୀୟ ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନ ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଡିଏମ୍‌ଓ ଡା. ସୁଶୀଳ କର, ଏଡିଏମ୍‌ଓ (ଏଫ୍‌ଡବ୍ଲୁ) ଡା. ଜଗନ୍ନାଥ ପହି, ଏଡିଏମ୍‌ଓ (ପିଏଚ୍‌) ଡା. ଜୟନ୍ତ…
ଅଧିକ ଖବର ଦେଖନ୍ତୁ...

ସାନଡଙ୍ଗାଘାଟ ଗ୍ରାମରେ ଜଳସଙ୍କଟ

ଦେବଗଡ: ଖରା ଦିନର ଜଳ ସଂକଟ ଆହୁରି କିଛି ମାସ ରହିଥିବା ସମୟରେ ଏବେଠୁ ଗ୍ରାମାଞ୍ଚଳର ଜଳ ସଂକଟ ଦେଖିବାକୁ ମିଳୁଛି। ନଳକୂପରୁ ଲାଲ ପାଣି ବାହାରୁଛି। ତାହା ବ୍ୟବହାର ଉପଯୋଗୀ ନଥିବାରୁ ଗ୍ରାମବାସୀ ୧ କିମି ଦୂର ଗୋହୀରା ନାଳରୁ ପାଣି ଆଣି ଚଳୁଛନ୍ତି। ଏହା ବ୍ୟତୀତ ଗ୍ରାମରେ ଥିବା କୂଅ ଗୁଡିକ…
ଅଧିକ ଖବର ଦେଖନ୍ତୁ...

ଜନଜାତି ଅଧିକାର ସମାବେଶ

ଦେବଗଡ଼: ବନବାସୀ କଲ୍ୟାଣ ଅଶ୍ରମ, ଓଡ଼ିଶା ଦେବଗଡ଼ ଶାଖା ପକ୍ଷରୁ ଶୁକ୍ରବାର ଜନଜାତି ଅଧିକାର ସମାବେଶ ଅନୁଷ୍ଠିତ ହୋଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କୁ ପ୍ରଦାନ କରାଯାଇଛି। ଆଶ୍ରମର ରାଜ୍ୟ ସଂଗଠନ ମନ୍ତ୍ରୀ ବିଶ୍ୱାମିତ୍ର ମହାନ୍ତି, ଦେବଗଡ଼…
ଅଧିକ ଖବର ଦେଖନ୍ତୁ...

ଗୋରୁ କ୍ରେତାଙ୍କଠାରୁ ଟଙ୍କା ଲୁଟ୍‌ ଓ ଗାଡ଼ି ଭଙ୍ଗାରୁଜା ଅଭିଯୋଗରେ ୬ ଗିରଫ

ଡୁଙ୍ଗୁରିପାଲି: ବୁଧବାର ବିଳମ୍ବ ରାତିରେ କେତେକ ଯୁବକ ସ୍ଥାନୀୟ ରେଲେଓ୍ଵ ଫାଟକ ନିକଟରେ ୩ଟି ମିନି ଟ୍ରକରେ ଯାଉଥିବା ୩୬ଟି ଗୋରୁଙ୍କୁ ଓହ୍ଲାଇ ଦେଇ ମିନି ଟ୍ରକ ଗୁଡ଼ିକୁ ଭଙ୍ଗାରୁଜା କରିବା ଏବଂ ଟଙ୍କା ଲୁଟି ନେବା ଅଭିଯୋଗରେ ଡୁଙ୍ଗୁରିପାଲି ପୁଲିସ ୬ଜଣ ଯୁବକଙ୍କୁ ଗିରଫ କରିଛି। ଗୁରୁବାର…
ଅଧିକ ଖବର ଦେଖନ୍ତୁ...