ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ସ୍ଥାନାନ୍ତରକୁ ଭୂତେଲ ଗ୍ରାମବାସୀଙ୍କ ବିରୋଧ

ଦେବଗଡ: ଜିଲ୍ଲାର ତିଲେଇବଣୀ ବ୍ଲକର ଭୂତେଲ ଗ୍ରାମର ସ୍ଥାନାନ୍ତରଣକୁ ବିରୋଧ କରି ବୁଧବାର ଗ୍ରାମବାସୀମନେ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ପାଠୀ ଏନେଇ ସରକାରଙ୍କ ନିୟମାନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ହଜିଯାଉଛି ଗ୍ରିଟିଙ୍ଗସ କାର୍ଡ

ଦେବଗଡ଼: କିଛି ବର୍ଷ ହେଲା ସୋସିଆଲ ମିଡିଆ କିମିଆ ଏମିତି କରିଛି ଯେ ବର୍ତ୍ତମାନ ଯୁବ ପିଢିଠାରୁ ଆରମ୍ଭ କରି ସମସ୍ତେ ଏହାକୁ ପ୍ରତ୍ୟେକ ସମୟରେ ପ୍ରତ୍ୟେକ ମୁହୂର୍ତ୍ତରେ ଆପଣେଇ ନେଇଛନ୍ତି। ସୋସିଆଲ ମିଡିଆର ବହୁଳ ପ୍ରଭାବରେ ସତେ ଯେମିତି ଏକ ପ୍ରକାର ହଜିଯାଇଛି ଗ୍ରିଟିଙ୍ଗସ କାର୍ଡର ଯୁଗ।…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଅଟକାଇ ଲୁଟ୍‌ ଘଟଣାରେ ୨ ଗିରଫ

ରିଆମାଳ: ଗତ ୧୩ ତାରିଖ ଦିନ ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କଟାସର ପିଟାସିକ ମଝିରେ ଥିବା କଲଭଟ ନିକଟରେ ଦୁଇଟି ଲୁହାପଥର ବୋଝେଇ ଟ୍ରକ୍‌କୁ ଅଟକାଇ ହୋଇଥିବା ଲୁଟ୍‌ ମାମଲାରେ ପୁଲିସ୍‌ ଗୁରୁବାର ୨ ଜଣଙ୍କୁ ଗିରଫ କରିବା ସହ ବାଇକ୍‌ ଜବତ କରିଛି। ସେମାନେ ହେଲେ ଝାରଡିହି ଗାଁର…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କ ଭିଡିଓ ଭାଇରାଲ ଘଟଣା : ୩ କଲେଜ ଛାତ୍ରଙ୍କ ସହ ୫ ଗିରଫ

ଦେବଗଡ଼ : ୨ ଜଣ କଲେଜ ଛାତ୍ରୀ ମାତାଲ ଅବସ୍ଥାରେ ଛାତ୍ରଙ୍କ ସହ ବୁଲିବା ଭିଡିଓ ସୋସିଆଲ୍‌ ଭାଇରାଲ୍‌ ହେବା ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩ ଜଣ କଲେଜ ଛାତ୍ର ଥିବା ଜଣାପଡ଼ିଛି। ଭିଡିଓ ଭାଇରାଲ୍‌ ସଂପର୍କରେ ଗୁରୁବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ…
ଅଧିକ ଖବର ଦେଖନ୍ତୁ...

ଶାଗୁଆନ ଓ ଶାଳ କାଠ ଜବତ:ଗାଡି ଜବତ, ୨ ଗିରଫ

ଦେବଗଡ: ଗୁରୁବାର ଜିଲ୍ଲାର ତିଲେଇବଣୀ ବ୍ଲକ କଂସର ଫରେଷ୍ଟ ସେକସନ ଚନ୍ଦ୍ରପୁର ଗ୍ରାମ ନିକଟରୁ ବନବିଭାଗ ପକ୍ଷରୁ ବେଆଇନ ଭାବେ ଯାଉଥିବା ଶାଗୁଆନ ଓ ଶାଳ କାଠ ସହ ଗାଡି ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଂଜୁର ହେବାରୁ…
ଅଧିକ ଖବର ଦେଖନ୍ତୁ...

ଜମା ଟଙ୍କା ଫେରସ୍ତ ନ ପାଇବା ଯାଏ ସଂଗ୍ରାମ ଜାରି ରହିବ: ସୌମ୍ୟ

ଦେବଗଡ: ତ୍ରୁଟିଯୁକ୍ତ ଆଇନ ତଥା ପୃଷ୍ଠପୋଷକତା ହାସଲ ଦ୍ୱାରା ଠକ କମ୍ପାନି ଗୁଡ଼ିକ ଲୋକଙ୍କୁ ସ୍ୱଳ୍ପ ସମୟ ବ୍ୟବଧାନରେ ଅଧିକ ରାଶି ଦେବାର ପ୍ରତିଶ୍ରୁତି ଦେଇ ଜମା ଟଙ୍କା ନେଇ ଫେରାର୍‌ ମାରୁଛନ୍ତି। ଏପରି କ୍ଷେତ୍ରରେ ସରକାର ଜମାକାରୀଙ୍କ ସ୍ୱାର୍ଥ ପାଇଁ ଲଢୁଥିବା ମିଳିତ ମଂଚ ସହ ଆଲୋଚନା ନ କରି…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କ ନାଁରେ ଜାଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ

ଦେବଗଡ : ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବଙ୍କ ନାଁରେ ଫେକ୍‌ ଫେସବୁକ ଆକାଉଣ୍ଟ କରି କେହି ଜଣେ ବିଭିନ୍ନ ବ୍ୟକ୍ତିଙ୍କ ସହ ଚାର୍ଟିଂ କରିବା ସହ ଅର୍ଥ ମାଗୁଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଜାଣିବା ପରେ ଖୋଦ୍‌ ବିଧାୟକ ଦେବଗଡ଼ ଥାନାରେ ଏତଲା ଦେବା ସହ କେହି ତାଙ୍କୁ ବଦନାମ କରିବାକୁ ଏଭଳି…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ବିଧାୟକଙ୍କ ନାମରେ ନକଲି ଆଇଡି ଖୋଲି ଯୁବକ ଗିରଫ

ଦେବଗଡ଼: ବିଧାୟକ ନିତେଶ ଗଙ୍ଗଦେବଙ୍କ ନାମରେ ନକଲି ଆକାଉଣ୍ଟ ଖୋଲିବା ଘଟଣାରେ ସମ୍ବଲପୁର ଫାଟକ ଅଞ୍ଚଳର ଜଣେ ଯୁବକ ସୂରଜ ମଣ୍ଡଲକୁ ପୁଲିସ ଗିରଫ କରିଛି। ପୂର୍ବରୁ ଦେବଗଡ଼ ବିଧାୟକଙ୍କ ନାମରେ ନକଲି ଆଇଡି ପ୍ରସ୍ତୁତ କରି ସୂରଜ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଟଙ୍କା ମାଗିଥିଲା। ଏଥି ପାଇଁ ସେ…
ଅଧିକ ଖବର ଦେଖନ୍ତୁ...

ବାଳିକା ଉଦ୍ଧାର

ଦେବଗଡ଼: ଗତ ପ୍ରାୟ ୩ ମାସ ହେଲା ନିଖୋଜ ଥିବା ଜଣେ ନାବାଳିକାକୁ ଶୁକ୍ରବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଦେବଗଡ଼ ଥାନା ପୁଲିସ୍‌ ପ୍ରଭାଶୁଣୀ ନିକଟରୁ ଉଦ୍ଧାର କରିଛନ୍ତି। ତିଲେଇବଣୀ ବ୍ଲକ୍‌ ଅଂଚଳର ସଂପୃକ୍ତା ନାବାଳିକାକୁ କରିମ୍‌ ନାମକ ଜଣେ ବଙ୍ଗାଳୀ ମିସ୍ତ୍ରି ଅପହରଣ କରି ନେଇ…
ଅଧିକ ଖବର ଦେଖନ୍ତୁ...

ବିଏସଏନଏଲ ସେବା ବ୍ୟାହତ

ଦେବଗଡ: ଜିଲ୍ଲାରେ ବିଏସଏନଏଲ ସେବା ଗୁରୁବାର ସକାଳେ କିଛି ସମୟ ପାଇଁ ବ୍ୟାହତ ହୋଇଥିଲା। କିଛି ସମୟ ପରେ ସେବା ସ୍ୱଭାବିକ ହୋଇଥିଲା । ମୋବାଇଲରେ ଫୁଲ ନେଟଓ୍ଵାର୍କ ଥିବା ବେଳେ କଲ୍‌ ଆସୁଥିଲା। ଏହା ଠିକ ଭାବେ ଶୁଭୁ ନଥିବା ସହ ବିଭିନ୍ନ ସମୟରେ କଲ୍‌ କଲେ ମଧ୍ୟ କଲ୍‌ ଯାଉନଥିବାରୁ ଏନେଇ…
ଅଧିକ ଖବର ଦେଖନ୍ତୁ...