ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଭଡ଼ାଘରେ ନକଲି ମଦ ଫ୍ୟାକ୍ଟ୍ରି; ଗ୍ରୋସେରି ଭ୍ୟାନ୍‌ରେ ଚାଲାଣ, ୧୫ ଲକ୍ଷର ସାମଗ୍ରୀ ଜବତ, ୩ ଗିରଫ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଲିଥିବା ନକଲି ମଦ କାରବାର ଉପରେ ନଜର ରଖିଛି ଅବକାରୀ ବିଭାଗ। ଆଜି ପୁଣିଥରେ ବ୍ରହ୍ମପୁର ଅବକାରୀ ବିଭାଗ ବିପୁଳ ପରିମାଣ ନକଲି ବିଦେଶୀ ଓ ଦେଶୀ ମଦ ଜବତ କରିଛି। ବ୍ରହ୍ମପୁର ସହର ପ୍ରବେଶ ପଥ ଅଞ୍ଚଳର ଏକ କଲୋନିରେ ଗୋଟିଏ ଘର ଭଡ଼ାରେ ନେଇ ଚାଲିଥିଲା ବିଶାଳ…
ଅଧିକ ଖବର ଦେଖନ୍ତୁ...

ସେ ପାରିରେ ଶେଷ ସମୟର ବନ୍ଧୁ ଉମାଚରଣ; ଜୀବନକାଳରେ କରିଛନ୍ତି ୧୬୬ ଶବଦାହ

ପ୍ରତାପୁର : ଆଉ ନାହାନ୍ତି ଶେଷ ସମୟର ବନ୍ଧୁ ଉମାଚରଣ ସାହୁ (୬୨)। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତ କଲ୍ୟାଣପୁର ଗ୍ରାମର ବାସିନ୍ଦା ତଥା ଜୀବନକାଳରେ ୧୬୬ଟି ଶବ ସଂସ୍କାର କରି ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ଉମାଚରଣଙ୍କ ଆଜି ସକାଳ ୮ଟାରେ ପରଲୋକ ଘଟିଛି। ଗତ…
ଅଧିକ ଖବର ଦେଖନ୍ତୁ...

ଟଙ୍କିକିଆ ଚାଉଳ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୨ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ଟଙ୍କିକିଆ ଚାଉଳ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଏମ୍. ରାମାରାଓ(୪୫)। ତାଙ୍କ ଭାଇ ଏମ. କ୍ରିଷ୍ଣା ରାଇ ଓ ସମ୍ପର୍କୀୟ ଏମ. ଲାଛେୟ ଗୁରୁତର ଥିବା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଉପକୂଳରେ ଶ୍ରୀଲଙ୍କା ଅତିଥି: ସମୁଦ୍ରରେ ଚାଲିଛି ସଙ୍ଗମ, ମାର୍ଚ୍ଚରେ ଅଣ୍ଡାଦାନ

ବ୍ରହ୍ମପୁର : ଓଡ଼ିଶା ଉପକୂଳରେ ଆସି ପହଞ୍ଚି ସାରିଛନ୍ତି ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ। ସୁଦୂର ଶ୍ରୀଲଙ୍କା ଉପକୂଳରୁ ଆସିଥିବା ଏହି ଅତିଥି ସାମୁଦ୍ରିକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏବେ ଋଷିକୁଲ୍ୟା ନଦୀ ମୁହାଣ ନୀଳ ସମୁଦ୍ର ଭିତରେ…
ଅଧିକ ଖବର ଦେଖନ୍ତୁ...

ନିଆରା ମଣିଷ ବାଲାଜୀ: ବିଦେଶୀ, ପୁରାତନ ମୁଦ୍ରା ସଂଗ୍ରହ ସହ ସୁକ୍ଷ୍ମ ଚିତ୍ରକଳାରେ ମାହିର୍

ଭଞ୍ଜନଗର : ପେସାରେ ଜଣେ ବ୍ୟବସାୟୀ। କିନ୍ତୁ ତାଙ୍କ ରୁଚି ହେଉଛି ନିଆରା। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଦେଶବିଦେଶର ପୁରାତନ ମୁଦ୍ରା ଓ ନୋଟ୍ ସଂଗ୍ରହ ସହ ନିଜ ଘରକୁ ଏକ ସଂଗ୍ରହାଳୟରେ ପରିଣତ କରିଛନ୍ତି। କେ‌ବଳ ଏତିକି ନୁହେଁ, ଚିତ୍ତାକର୍ଷକ ସୁକ୍ଷ୍ମ ଚିତ୍ରକଳାରେ ବି ସେ ବେଶ୍ ଭଲ…
ଅଧିକ ଖବର ଦେଖନ୍ତୁ...

‌ଗୋଆରେ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା

ବେଗୁନିଆପଡ଼ା : ସେନାବାହିନୀରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନ ଗୋଆରେ ଆତ୍ମହତ୍ୟା କରିଛନ୍ତି। ମୃତକଜଣକ ହେଲେ, ‌ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧୀନ ସୌରାଛଚିନା ପଞ୍ଚାୟତ ତୁମ୍ବୁଡ଼ା ଗ୍ରାମର ଗଣେଶ ରାଉତ (୨୭)। ଗୋଆର ଏକ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ‌ଦେହ ମିଳିଛି। ଅକ୍ଷୟ ରାଉତ…
ଅଧିକ ଖବର ଦେଖନ୍ତୁ...

ବିବାଦ ସମାଧାନ ପାଇଁ ଡାକି ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର : ହିଞ୍ଜିଳିକାଟୁ ଥାନା ଇଲାକାର ଜଣେ ସ୍ବାମୀ ପରିତ୍ୟକ୍ତ ମହିଳା (୨୭)ଙ୍କୁ କୌଣସି ଏକ ବିବାଦର ସମାଧାନ ପାଇଁ ପୁରୁଷୋତ୍ତମପୁର ଥାନା ଅଧୀନ ଏକ ଗ୍ରାମକୁ ଡାକି ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ କେସ୍ ନମ୍ବର ୮୦୨/୨୨ ଅନୁସାରେ ମାମଲା ରୁଜୁ ସହ ଅଭିଯୁକ୍ତ ଇ.ଚେନ୍ନେୟା…
ଅଧିକ ଖବର ଦେଖନ୍ତୁ...

ହିଞ୍ଜିଳିରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ମାଧ୍ୟମରେ ହିଞ୍ଜିଳିକାଟୁ ପୌରପରିଷଦରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିସନ୍‌’ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୬୨ କୋଟି ୨୯ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲାରେ ମୃଦୁ ଭୂମିକମ୍ପ

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲାର ତପ୍ତପାଣି, ଟି. ଗୋବିନ୍ଦପୁର, ପୋଡାମାରୀ, ଧରମପୁର, କଂସାମାରୀ, ସିଙ୍ଗିପୁର, ପାଟପୁର ସମେତ ବିଭିନ୍ନ ସ୍ଥାନରେ ସକାଳ ୧୦ଟା୫ ସମୟରୁ  ପ୍ରାୟ ୫୦ ସେକେଣ୍ଡ ଧରି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ତପ୍ତପାଣି ଓ ଆଖାପାଖ ଗ୍ରାମର ଲୋକମାନେ ଭୟଭୀତ ହୋଇ ଘର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲାରେ ଅଛନ୍ତି ୭୩୫୮ କୃଷ୍ଣସାର ମୃଗ

ଭଞ୍ଜନଗର: ‘‘ଯହିଁ ନାହିଁ କୃଷ୍ଣସାର ତହିଁ ନାହିଁ ଧର୍ମାଚାର’’ ପ୍ରାଚୀନ ବୈଦିକ ଯୁଗରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଭିନ୍ନ ବେଦ ଉପନିଷଦ, ଧର୍ମଗ୍ରନ୍ଥ ତଥା କବି ସମ୍ରାଟ ଉପ‌େନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ ମଧ୍ୟ କୃଷ୍ଣସାର ମୃଗ ସଂର୍ପକରେ ବର୍ଣ୍ଣନା ରହିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନରେ…
ଅଧିକ ଖବର ଦେଖନ୍ତୁ...