ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

୨୪ ଘଣ୍ଟାରେ ୪ ଦୁର୍ଘଟଣା: ୪ ମୃତ, ୨ ଗୁରୁତର

ସୋରଡ଼ା/ପାଟପୁର/ଆସିକା/ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲାରେ ଗତକାଲି ରାତିରୁ ଆଜି ସନ୍ଧ୍ୟା ସନ୍ଧ୍ୟାସୁଦ୍ଧା ୪ଟି ସଡ଼କ ଦୁର୍ଘଟଣା ୪ ଜଣଙ୍କ ଜୀବନ ନେଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସୋରଡ଼ା ଥାନା ସୋରଡ଼ା-ବଡ଼ଗଡ଼ ରାସ୍ତା ଖାରିଗୁଡ଼ା ଛକରେ ଆଜି ମଧ୍ୟାହ୍ନରେ ୧୦୨ ଆମ୍ବୁଲାନ୍ସ୍ ଧକ୍କାରେ…
ଅଧିକ ଖବର ଦେଖନ୍ତୁ...

ସୁରତରେ ଓଡ଼ିଆ ନାବାଳିକାକୁ ହତ୍ୟା ଘଟଣା: ହତ୍ୟାକାରୀକୁ ଫାଶୀଦଣ୍ଡ ଦାବି 

ବ୍ରହ୍ମପୁର : ସୁରତରେ ଗଞ୍ଜାମ ଜିଲ୍ଲାର ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। ସୁରତ ପୁଲିସ ହତ୍ୟାକାରୀ ମୁକେଶ ପ୍ରଜାପିତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୁକେଶ ବର୍ତ୍ତମାନ ଜେଲ୍‌ରେ ଅଛି। ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି…
ଅଧିକ ଖବର ଦେଖନ୍ତୁ...

ଲଣ୍ଡା ପାହାଡ଼ ହେଲା ସବୁଜ ସୁନ୍ଦର

ବ୍ରହ୍ମପୁର : ଗିରିସୋଲା ନିକଟରେ ଥିବା ଏକ ଲଣ୍ଡା ପାହାଡ଼ରେ ମଞ୍ଜି ଓ ସିଡ୍‌ବଲ୍‌ ବିଞ୍ଚିବା ଫଳରେ ବିଭିନ୍ନ କିସମର ଫଳ ଗଛ ବଢ଼ିଛି। ଏହି ଲଣ୍ଡାପାହାଡ଼ ସବୁଜ ସୁନ୍ଦର ପାଲଟିଛି। ପରିବେଶ ସୁରକ୍ଷା ପାଇଁ ୧୫ବର୍ଷ ଧରି ଅଣ୍ଟା ଭିଡ଼ିଥିବା ଜଣେ ଅଧ୍ୟାପକଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି।…
ଅଧିକ ଖବର ଦେଖନ୍ତୁ...

‘ଜିରୋ ନାଇଟ୍’ ସଉକ! ଟଙ୍କା ନଦେବାରୁ ପତ୍ନୀକୁ ହତ୍ୟା

ଗଞ୍ଜାମ : ନୂଆବର୍ଷ ପୂର୍ବରାତିରେ ଜଣେ ମଦ୍ୟମ ସ୍ବାମୀର ‘ଜିରୋନାଇଟ୍‌’ ସଉକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଜିରୋନାଇଟ୍‌’କୁ ଯିବା ଏବଂ ଭୋଜିଭାତ ପାଇଁ ଟଙ୍କା ନଦେବାରୁ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତଥାପି, ‘ଜିରୋନାଇଟ୍‌’ ନିଶା ମୁଣ୍ଡରୁ ଉତୁରିନଥିଲା…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗରରେ ଜିଲ୍ଲାସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ

ଭଞ୍ଜନଗର: ଭଞ୍ଜନଗର-ଫୁଲବାଣୀ ରାସ୍ତାରେ ଥିବା ଚକରା ବିଷୋୟୀ ଛକ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ବିପ୍ଳବୀ ବୀର ଚକରା ବିଷୋୟୀ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ ସର୍ମ୍ପକ ବିଭାଗ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଚକରା ବିଷୋୟୀ କଲଚରାଲ୍‌…
ଅଧିକ ଖବର ଦେଖନ୍ତୁ...

ଭଲରେ କଟିଲା ପ୍ରଥମ ଦିନ, ଧୁମଧାମରେ ପାଳିଲେ ନୂତନ ବର୍ଷ

ଭଞ୍ଜନଗର: ନାଚଗୀତ ଓ ଭୋଜିଭାତର ଆସର, ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଭିତରେ ଇ˚ରାଜୀ ନବବର୍ଷ ୨୦୨୩କୁ ସମସ୍ତେ ସ୍ବାଗତ ଜଣାଇଛନ୍ତି। ନୂଆବର୍ଷର ପ୍ରଥମ ଦିନକୁ ନିଆରା ଭାବେ ପାଳନ କରିବାର ମଉକାକୁ ହାତଛଡା କରି ନାହାନ୍ତି ଲୋମାନେ। ଗତକାଲି ବିଳମ୍ବିତ ରାତିରେ କେକ୍ କାଟିବା ସହ ବାଣ ଫୁଟାଇ…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନ ଓ ମିଲର୍‌ଙ୍କ ଚକ୍ରବ୍ୟୂହରେ ଫସିଛି ଚାଷୀ

ପାତ୍ରପୁର : ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ ଋତୁରେ ଧାନକିଣାକୁ ନେଇ ବିଭିନ୍ନ ସ୍ଥାନରୁ ବ୍ୟାପକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। କେଉଁଠି ମଣ୍ଡି ଖୋଲିନି ତ, ଆଉ କେଉଁଠି ଚାଷୀ ଏଯାଏ ଟୋକନ୍ ପାଇନାହାନ୍ତି। କିଛି ସ୍ଥାନରେ ମଣ୍ଡି ଖୋଲିଥିଲେ ମଧ୍ୟ, ଧାନ ରଖିବା ଲାଗି ପର୍ଯ୍ୟାପ୍ତ ସ୍ଥାନର…
ଅଧିକ ଖବର ଦେଖନ୍ତୁ...

୭୦ ପୁଲିସ ଅଧିକାରୀଙ୍କ ପୋଷାକରେ କଳାଦାଗ

ବ୍ରହ୍ମପୁର: ଗଞ୍ଜାମ ପୁଲିସ ଜିଲ୍ଲାରେ ୨୦୧୯ରୁ ୨୦୨୨, ଏହି ୪ ବର୍ଷ ମଧ୍ୟରେ ଏଭଳି ୭୦ଜଣ ଅଧିକାରୀ ଓ ପୁଲିସ କର୍ମଚାରୀ ଖାକି ପୋଷାକରେ କଳାଦାଗ ଲାଗିଛି । ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧ରେ ସକାଳ ୮ରୁ ଖୋଲିବ ଭଞ୍ଜନଗର ଶିଶୁ ଉଦ୍ୟାନ

ଭଞ୍ଜନଗର: ଭଞ୍ଜନଗର ଶୀତ ଦିନରେ ପର୍ଯ୍ୟଟକ ମାନଙ୍କ ପ୍ରମୁଖ ଆର୍କଷଣର କେନ୍ଦ୍ର ପାଲଟିଛି ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ। ଆବାଳବୃଦ୍ଧବନିତାଙ୍କୁ ଆମୋଦ ପ୍ରମୋଦର ଖୋରାକ ଯୋଗାଇ ପାରୁଛି ଏହି ଉଦ୍ୟାନ। ରାଜ୍ୟରେ ଥିବା ପ୍ରମୁଖ ଶିଶୁ ଉଦ୍ୟାନ ମାନଙ୍କ ମଧ୍ୟରେ ଏହି ପାର୍କର ସ୍ଥାନ ବହୁ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିବିପନ୍ନଙ୍କୁ ବିପଦର ବନ୍ଧୁ ପକ୍ଷରୁ ସହାୟତା ପ୍ରଦାନ

ଭଞ୍ଜନଗର: ଭଞ୍ଜନଗର ବ୍ଳକ ଡୁମାକୁମ୍ପା ପଞ୍ଚାୟତର ଡ଼ହ ନିକଟରେ ଥିବା ନେଳିଝୋଳ ଗ୍ରାମର ସଞ୍ଚୟ ନାୟକଙ୍କ ଘର କୌଣସି କାରଣରୁ ଘର ନିଆଁରେ ପୋଡି ନଷ୍ଟ ହୋଇଯାଇଥିଲା। ବିଳମ୍ବିତ ରାତିରେ ନିଆଁ ଲାଗିଥିବାରୁ ସମସ୍ତ ଆସବାପତ୍ର ନିଆଁରେ ଜଳି ପୋଡି ଯାଇଥିଲା। ପରିବାରଟି ଅତ୍ୟନ୍ତ ଗରୀବ ଶ୍ରେଣୀର…
ଅଧିକ ଖବର ଦେଖନ୍ତୁ...