ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗ୍ରୀଟିନ୍‌ସ ସ୍ଥାନ ନେଇ ଗଲାଣି ସୋସିଆଲ ମିଡିଆ

ଭଞ୍ଜନଗର: ‘ଗୋଲାପ ଗଛରେ ବହୁତ କଣ୍ଟା ମନେ ପକାଉଥିବ ଘଣ୍ଟାକୁ ଘଣ୍ଟା’। ଏହିପରି କିଛି ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଉଥିଲେ ନିଜର ପ୍ରିୟଜନଙ୍କୁ କିଏ ବନ୍ଧୁତ୍ବ ପାଇଁ ତ କିଏ ପ୍ରେମଭରା ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ। ଶୁଭେଚ୍ଛା ଜଣାଇବା ସମସ୍ତଙ୍କ ପାଇଁ ନିଆରା ରହିଥିଲା ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ହଜିଗଲାଣି ବିଶ୍ବ ପ୍ରସିଦ୍ଧ ବମକୋଇ ପାଟ!

ପାତ୍ରପୁର,  (ନୀଳାଞ୍ଚଳ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବମକୋଇ ଗ୍ରାମର ହାତବୁଣା ପାଟ କେବଳ ଭାରତ ନୁହେଁ, ବିଦେଶରେ ବି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି। କିନ୍ତୁ ଦୁଃଖର କଥା ହେଉଛି, ସରକାରୀ ପ୍ରୋତ୍ସାହନର ଅଭାବ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ: ଜୟନ୍ତ ମହାପାତ୍ର ପାଇବେ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ…

ଗୋପାଳପୁର : ଆସନ୍ତା ୨ତାରିଖ ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ପ୍ରଖ୍ୟାତ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କୁ ‘ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ ପ୍ରଦାନ’ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିଭଳି, କନ୍ଧମାଳ…
ଅଧିକ ଖବର ଦେଖନ୍ତୁ...

ପୋଲରୁ ୧୫ଫୁଟ ତଳକୁ ଗାଡ଼ି ଖସିଲା; ୨ ଶିଶୁ, ଜଣେ ମହିଳା ଗୁରୁତର, ୭ ଆହତ

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚଟି ନିକଟରେ ଗୁରୁବାର ଦିନ ଏକ ଟାଟାସୁମୋ ଭାରସାମ୍ୟ ହରାଇ ପୋଲ ଉପରୁ ୧୫ ଫୁଟ ତଳ ନାଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଶିଶୁ ଓ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଜରଡ଼ା ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍‌ଯାପିତ

ଗୋପାଳପୁର: ତୁ ମେରୀ ଅଧୁରୀ ପ୍ୟାସ୍‌ ପ୍ୟାସ୍‌.., କେହେନେ କୋ’ ଜସ୍‌ନେ ବାହାରା ହେ.., ତୁ ଜୋ’ ମିଲା ହୋଗୟା ମେ’ କାବିଲ୍‌.., ଚାନ୍ଦ୍‌ ଛୁପା ବାଦଲ୍‌ ମେ.., ବିନ୍‌ ତେରେ ସନମ୍‌ ମର୍‌ ମିଟେଙ୍ଗେ ହେମ୍‌ ଭଳି ବିଭିନ୍ନ ମନମୋହକ ଗୀତ ଗାଇ ଦର୍ଶକଙ୍କ ମନୋରଂଜନ କରିଛନ୍ତି ବଲିଉଡ଼ର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଧାନ ଅଭାବୀ ବିକ୍ରି ସ୍ଥିତି, ମଣ୍ଡି ଖୋଲୁନି, ଚାଷୀଙ୍କୁ ଟୋକନ୍ ମିଳିନି

ବେଗୁନିଆପଡ଼ା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଗତ ୧୬ତାରିଖରେ ଧାନମଣ୍ଡି ଖୋଲିଛି। ୧୦ଦିନ ପରେ ମଧ୍ୟ ଜିଲ୍ଲାରେ ଧାନକ୍ରୟ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରି ନାହିଁ। ଅଧିକାଂଶ ବ୍ଲକ୍‌ରେ ଧାନକ୍ରୟ ବ୍ୟବସ୍ଥା ଆଣ୍ଠେଇ ପଡ଼ିଛି। ବେଗୁନିଆପଡ଼ା ବ୍ଲକ୍‌ରେ ଏ ଯାବତ୍‌ ଜଣେ ହେଲେ ଚାଷୀ ଧାନ ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଥମୁନି ହାତୀପଲ ଉପଦ୍ରବ, ଫାର୍ମହାଉସ୍‌ରେ ବ୍ୟାପକ ଭଙ୍ଗାରୁଜା

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କେନ୍ଦ୍ରୀ ବନାଞ୍ଚଳ କାଳିଆମ୍ବା ସଂରକ୍ଷିତ ଜଙ୍ଗଲର ଆଖପାଖ ଗ୍ରାମ ଗୁଡ଼ିକରେ ଗତ ୪ ଦିନ ହେଲା ୧୮ଟିକିଆ ହାତୀପଲଙ୍କ ଉପଦ୍ରବ ଥମିବା ନାଁ ନେଉନି। ଗତ ସୋମବାର ରାତିରେ ବାରଘରିଆ ଦେବୀପୀଠ ନିକଟରେ ହାତୀପଲ ଧାନଗଦା ନଷ୍ଟ କରିବା ସହ ବହୁ…
ଅଧିକ ଖବର ଦେଖନ୍ତୁ...

ହାତୀପଲ ଉପଦ୍ରବ ଜାରି, ଫାର୍ମହାଉସ୍ ଭଙ୍ଗାରୁଜା, ବ୍ୟାପକ କ୍ଷୟକ୍ଷତି

ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କେନ୍ଦ୍ରୀୟ ବନାଞ୍ଚଳର କାଳିଆମ୍ବା ସଂରକ୍ଷିତ ଜଙ୍ଗଲର ଆଖପାଖ ଗ୍ରାମ ଗୁଡିକରେ ଗତ ୪ ଦିନ ଧରି ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଉକ୍ତ ଇଲାକାରେ ୧୮ ଟିକିଆ ହାତୀପଲ ଧାନ ଗଦା ନଷ୍ଟ କରିବା ସହ ଗତକାଲି ବାରଘରିଆ ଦେବୀଙ୍କ ନିକଟରେ ଥିବା ବହୁ ଧାନ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଚକ ତଳେ: ଜୀବନ…ମୃତ୍ୟୁ

ଭଗବାନଙ୍କୁ ବଞ୍ଚାଇଲେ ଭଗବାନ ନୀଳଗିରି/ଔପଦା: ରଖେ ହରି ମାରେ କିଏ? ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍‌ ନୟାପାଟଣା ଗାଁର ଭଗବାନ ସଙ୍କ କ୍ଷେତ୍ରରେ। ଟ୍ରକ୍‌ ଚଢ଼ିଯିବା ପରେ ଭଗବାନ୍ ଗାଡ଼ିତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ…
ଅଧିକ ଖବର ଦେଖନ୍ତୁ...

ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ.ସୁନୀଲକାନ୍ତ ବେହେରାଙ୍କ ଆଜି ତାଙ୍କ ବ୍ରହ୍ମପୁର ହିଲ୍‌ପାଟଣା ଗୋପବନ୍ଧୁନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ପ୍ରଫେସର ଡ. ବେହେରା…
ଅଧିକ ଖବର ଦେଖନ୍ତୁ...