ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ପ୍ରକଳ୍ପ ପାଇଁ ବୈତରଣୀକୁ ପୋତିଦେଲେ: ଚାଲିଛି ବେଧଡ଼କ୍‌ ବାଲିଲୁଟ୍‌

ଯାଜପୁରସଦର: ପବିତ୍ର ବୈତରଣୀ ଏବେ ଅସହାୟ। ବୈତରଣୀ ନଦୀଶଯ୍ୟାକୁ ବାଲି ମାଫିଆ ଖିନ୍‌ଭିନ୍‌ କରି ଲୁଟି ଚାଲିଥିବା ବେଳେ ଯାଜପୁରରେ ବିକାଶ ନାମରେ ନଦୀକୁ ପୋତି ପ୍ରକଳ୍ପ ତିଆରି ହେଉଛି। ଫଳରେ, ଏହା ଅନେକ ସ୍ଥାନରେ ଶୁଖିଯାଇ ଚାରଣ ଭୂଇଁ ପାଲଟିଯାଇଛି। ନଦୀଶଯ୍ୟାରେ ଯାଯାବରମାନେ ତମ୍ବୁ…
ଅଧିକ ଖବର ଦେଖନ୍ତୁ...

ନରେଶଙ୍କ ଘର ବାହୁଡ଼ା

ଯାଜପୁର: ପ୍ରାୟ ଦୁଇମାସ ପୂର୍ବରୁ ବିଜେଡି ଛାଡ଼ି ବିଜେପିକୁ ଯାଇଥିବା ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ରସଲୁପୁର ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ନରେଶ ମହାନ୍ତି(ବୁଲୁ)ଙ୍କ ଘର ବାହୁଡ଼ା ହୋଇଛି। ଆଜି ସେ ଭୁବନେଶ୍ବରସ୍ଥିତ ଶଙ୍ଖଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

କାଞ୍ଜିଆ ବଜାରରୁ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି

ଚଣ୍ଡିଖୋଲ: ବଡ଼ଚଣା ଥାନା ଦେଉଳକୁର ଗ୍ରାମର କାଞ୍ଜିଆ ବଜାରରେ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ ଘରୁ ଓ ଦୋକାନରୁ ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର ଚୋରି କରିନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ କେସ ନମ୍ବର ୧୧୫/୨୪ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଇ ଭାଇ…
ଅଧିକ ଖବର ଦେଖନ୍ତୁ...

ଜଳବାୟୁ ପରିବର୍ତ୍ତନର ପ୍ରଭାବ! କୋରେଇରେ ଝାଡ଼ାବାନ୍ତି, ୫୦ରୁ ଅଧିକ ଆକ୍ରାନ୍ତ

ବ୍ୟାସନଗର: ଯାଜପୁର ଜିଲ୍ଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁଁ ବହୁଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ୍ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ରାଧାନଗର, ଉଦୟପାଟଣା, ଠାକୁର ପାଟଣା, ଗୁରୁସାହି, ଦାନଗଦି ବ୍ଳକ ରାଛିପୁର, ନେଳୀବାରି, ପୌରାଞ୍ଚଳ ମୁଣ୍ଡମାଳ, ଖଣ୍ଡାହତା,…
ଅଧିକ ଖବର ଦେଖନ୍ତୁ...

ନିଶ୍ଚିହ୍ନ ହୋଇଗଲା ବାଘୁଆ ପାହାଡ଼: ବାଘ ରହୁଥିବାରୁ ନାଁ ଦେଇଥିଲେ ବାଘୁଆ

ପରମାନନ୍ଦ ସାହୁ କବାଟବନ୍ଧ: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଅଞ୍ଜିରା ପଞ୍ଚାୟତ ଅନ୍ତର୍ଗତ ଶହେ ଏକରରୁ ଊର୍ଦ୍ଧ୍ବ ପରିମିତ ଅଞ୍ଚଳରେ ରହିଛି ବାଘୁଆ ପାହାଡ଼। ଦିନେ ଏହି ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଚହଟୁଥିଲା। ସୁନ୍ଦର ସବୁଜିମା ସାଙ୍ଗକୁ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳ ଥିଲା।…
ଅଧିକ ଖବର ଦେଖନ୍ତୁ...

ଆରୁହା ପାହାଡ଼ରେ ଚଢ଼ଉ: ୧୦ ଗାଡ଼ି ଜବତ, ଖାଦାନ ଓ କ୍ରସର ମାଲିକ ଛୁ

ଧର୍ମଶାଳା: ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରେ ଆଜି ଚଢ଼ଉ କରାଯାଇ କଳାପଥର ଚାଲାଣରେ ବ୍ୟବହୃତ ୧୦ଟି ଗାଡ଼ିକୁ ଜବତ କରାଯାଇଛି। ଚଢ଼ଉ ପୂର୍ବରୁ ଖବର ପାଇ ଅଧିକାଂଶ ଖାଦାନ ଏବଂ ନିକଟରେ ଥିବା କ୍ରସରଗୁଡ଼ିକ ବନ୍ଦ ହୋଇଯାଇଥିଲା। ଏଭଳି ଚଢ଼ଉ ମାଫିଆଙ୍କ ଉପରେ କୌଣସି ଠୋସ୍‌ ପ୍ରଭାବ ପକାଇ…
ଅଧିକ ଖବର ଦେଖନ୍ତୁ...

ପୁତୁରାର ଠେଙ୍ଗାମାଡ଼ରେ ଦାଦାଙ୍କ ମୃତ୍ୟୁ

ଦଶରଥପୁର: ଜମିଜମା ବିବାଦକୁ କେନ୍ଦ୍ର କରି ପୁତୁରାର ଠେଙ୍ଗାମାଡ଼ରେ ଦାଦା ବାଲିପଦା ଗ୍ରାମର ସିଦ୍ଧେଶ୍ବର ସାହୁ (୭୫)ଙ୍କ ମୃତ୍ୟୁ ହୋଇଛି। ପୁଲିସ ଏ ଘଟଣାରେ ଅଭିଯୁକ୍ତ ପୁତୁରା ସେହି ଗ୍ରାମର ହରେକୃଷ୍ଣ ସାହୁ (୪୨) କୁ ଗିରଫ କରିଛି। ଉଭୟ ପରିବାର ମଧ୍ୟ ଜମିଜମା ଘଟଣାକୁ ନେଇ ବିବାଦ…
ଅଧିକ ଖବର ଦେଖନ୍ତୁ...

ବିରଜା ମନ୍ଦିରରେ ଧସେଇ ପଶିଲେ ବିଦେଶୀ: ବେଢ଼ା ଭିତରେ ବୁଲିଲେ

ଯାଜପୁରସଦର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ରହିଥିବା ବେଳେ ଆଜି ୩ଜଣ ବିଦେଶୀ ପର୍ଯ୍ୟଟକ ଧସେଇ ପଶିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରୁ ୩ ଜଣ ବିଦେଶୀ ନାଗରିକ (ଦୁଇ ମହିଳା ଓ ଜଣେ ଯୁବକ) ମନ୍ଦିରକୁ ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ହସ୍‌ପିଟାଲ ଯାଇଥିବା ବିଚାରାଧୀନ କଏଦୀ ଖାଇବା ସମୟରେ ହୋଟେଲ୍‌ରୁ ଫେରାର୍‌

ଯାଜପୁର: କୋରେଇ ବ୍ଲକ୍‌ ରଗଡ଼ିସ୍ଥିତ ଯାଜପୁରରୋଡ ଉପକାରାଗାରରୁ ଚିକିତ୍ସା ପାଇଁ ହସ୍‌ପିଟାଲ ଯାଇଥିବା ବିଚାରାଧୀନ କଏଦୀ ହୋଟେଲ୍‌ରେ ଖାଇବା ସମୟରେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି। ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ପୁଲିସ ଠାବ କରିପାରି ନାହିଁ। ପୁଲିସ ଆଗରୁ…
ଅଧିକ ଖବର ଦେଖନ୍ତୁ...

ପାଣିକୋଇଲି ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର, ୨୫ରୁ ଉର୍ଦ୍ଧ୍ବ ଆହତ

ଜଳେଶ୍ଵର: ପଶ୍ଚିମବଙ୍ଗ ସୀମାନ୍ତ ଖଡିକା ବଜାରରୁ ଜଳେଶ୍ଵରର ଓଲମରା ଦେଇ ଭୁବନେଶ୍ୱର ଯାଉଥିବା ଓଡି୦୧ଏଏମ୩୮୫୯ ନମ୍ବରର କ୍ଷୀରଚୋରା ନାମକ ଯାତ୍ରୀବାହୀ ବସ୍ ଜାତୀୟ ରାଜପଥର ପାଣିକୋଇଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବସ୍ ର ଚାଳକ ଓ କଣ୍ଡକ୍ଟରଙ୍କୁ ମିଶାଇ ୨୫ ଜଣ ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...