ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ବର୍ତ୍ତମାନର ସରକାର ଭବିଷ୍ୟତ କଥା ଚିନ୍ତା କରୁଛି: ପ୍ରଧାନମନ୍ତ୍ରୀ

ଯାଜପୁର/ଚଣ୍ଡିଖୋଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ୨୦ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଆଜିର ପ୍ରକଳ୍ପଗୁଡ଼ିକ ଯୋଗୁଁ ଓଡ଼ିଶାରେ ନୂଆ ରୋଜଗାର ସୃଷ୍ଟି ହେବ। ଦେଶରେ ଏବେ ଏମିତି ସରକାର ଚାଲିଛି, ଯିଏ…
ଅଧିକ ଖବର ଦେଖନ୍ତୁ...

ମୋଦୀ ଦେଲେ ଗ୍ୟାରେଣ୍ଟି: ପରିବାରବାଦ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍‌

ଯାଜପୁର/ଚଣ୍ଡିଖୋଲ: ଯାଜପୁରର ଚଣ୍ଡିଖୋଲଠାରେ ପରିବାରବାଦ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଶାଣିତ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସିଧା ସିଧା କହିଛନ୍ତି ଯେ ମୋ ପାଇଁ ରାଷ୍ଟ୍ର ହେଉଛି ପରିବାର। କିନ୍ତୁ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ବିଜେଡି-ବିଜେପି ସମ୍ପର୍କ ଅବୁଝା ରହିଲା: ବିଜେପି ଫୋକସ୍‌ରେ ଲୋକସଭା

ଯାଜପୁର/ଚଣ୍ଡିଖୋଲ/ଭୁବନେଶ୍ବର: ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ’ଣ କହିବେ, ତାହା ଉପରେ ଆଜି ସାରା ରାଜ୍ୟର ନଜର ଥିଲା। ବିଜେପି କାର୍ଯ୍ୟକର୍ତ୍ତା ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ। ସେମାନେ ଆଶା କରିଥିଲେ, ମୋଦୀଙ୍କ ବକ୍ତବ୍ୟକୁ ଧରି ନିର୍ବାଚନମଣ୍ଡଳୀରେ ସରକାରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବିକଶିତ ଭାରତର ଦ୍ବାର ହେଉ: ନରେନ୍ଦ୍ର ମୋଦୀ

ଭୁ‌ବନେଶ୍ବର/ଚଣ୍ଡିଖୋଲ: ଓଡ଼ିଶାର ସଂକଳ୍ପ କ’ଣ ତାହା ଏହି ଭିଡ଼ରୁ ଜଣାପଡୁଛି। ଏହି ସଂକଳ୍ପରୁ ଜଣାପଡୁଛି ଅବ୍‌କି ବାର୍‌ ୪୦୦ ପାର୍‌।’ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର/ଚଣ୍ଡିଖୋଲ: ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରତ୍ବ ଦେଉଛନ୍ତି। ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏହା କହିଛନ୍ତି। ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସରକାର ଯେଉଁ ପ୍ରକଳ୍ପ ପାଇଁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଚଣ୍ଡିଖୋଲ ଅଭିମୁଖେ ଯାତ୍ରା କଲେ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ  ଅପରାହ୍ନ ୨ଟା ୪୦ରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପ୍ରକଳ୍ପ ପାଇଁ ବୈତରଣୀକୁ ପୋତିଦେଲେ: ଚାଲିଛି ବେଧଡ଼କ୍‌ ବାଲିଲୁଟ୍‌

ଯାଜପୁରସଦର: ପବିତ୍ର ବୈତରଣୀ ଏବେ ଅସହାୟ। ବୈତରଣୀ ନଦୀଶଯ୍ୟାକୁ ବାଲି ମାଫିଆ ଖିନ୍‌ଭିନ୍‌ କରି ଲୁଟି ଚାଲିଥିବା ବେଳେ ଯାଜପୁରରେ ବିକାଶ ନାମରେ ନଦୀକୁ ପୋତି ପ୍ରକଳ୍ପ ତିଆରି ହେଉଛି। ଫଳରେ, ଏହା ଅନେକ ସ୍ଥାନରେ ଶୁଖିଯାଇ ଚାରଣ ଭୂଇଁ ପାଲଟିଯାଇଛି। ନଦୀଶଯ୍ୟାରେ ଯାଯାବରମାନେ ତମ୍ବୁ…
ଅଧିକ ଖବର ଦେଖନ୍ତୁ...

ନରେଶଙ୍କ ଘର ବାହୁଡ଼ା

ଯାଜପୁର: ପ୍ରାୟ ଦୁଇମାସ ପୂର୍ବରୁ ବିଜେଡି ଛାଡ଼ି ବିଜେପିକୁ ଯାଇଥିବା ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ରସଲୁପୁର ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ନରେଶ ମହାନ୍ତି(ବୁଲୁ)ଙ୍କ ଘର ବାହୁଡ଼ା ହୋଇଛି। ଆଜି ସେ ଭୁବନେଶ୍ବରସ୍ଥିତ ଶଙ୍ଖଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

କାଞ୍ଜିଆ ବଜାରରୁ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି

ଚଣ୍ଡିଖୋଲ: ବଡ଼ଚଣା ଥାନା ଦେଉଳକୁର ଗ୍ରାମର କାଞ୍ଜିଆ ବଜାରରେ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ ଘରୁ ଓ ଦୋକାନରୁ ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର ଚୋରି କରିନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ କେସ ନମ୍ବର ୧୧୫/୨୪ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଇ ଭାଇ…
ଅଧିକ ଖବର ଦେଖନ୍ତୁ...

ଜଳବାୟୁ ପରିବର୍ତ୍ତନର ପ୍ରଭାବ! କୋରେଇରେ ଝାଡ଼ାବାନ୍ତି, ୫୦ରୁ ଅଧିକ ଆକ୍ରାନ୍ତ

ବ୍ୟାସନଗର: ଯାଜପୁର ଜିଲ୍ଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁଁ ବହୁଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ୍ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ରାଧାନଗର, ଉଦୟପାଟଣା, ଠାକୁର ପାଟଣା, ଗୁରୁସାହି, ଦାନଗଦି ବ୍ଳକ ରାଛିପୁର, ନେଳୀବାରି, ପୌରାଞ୍ଚଳ ମୁଣ୍ଡମାଳ, ଖଣ୍ଡାହତା,…
ଅଧିକ ଖବର ଦେଖନ୍ତୁ...