ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଝାରସୁଗୁଡା ଓ ସମ୍ବଲପୁରରେ ୪୫ ଡିଗ୍ରି ଟପିଲା ପାରଦ

ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ପାଇଁ ରାଜ୍ୟର ପଶ୍ଚିମ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ପାଇଁ ହିଟ୍‌ ୱେଭ୍‌ଜନିତ ୟେଲୋ ୱାର୍ଣ୍ଣିଂ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀ ନିବାସ ବୁକିଂ ନାଁରେ ସାଇବର ଠକେଇ

ଝାରସୁଗୁଡ଼ା : ପୁରୀର ଏକ ଯାତ୍ରୀ ନିବାସ ବୁକିଂ ନାଁରେ ଝାରସୁଗୁଡ଼ାର ଆଇନଜୀବୀ ବିକାଶ ପଣ୍ଡାଙ୍କଠାରୁ ସାଇବର ଲୁଟେରା ୨୫୨୦ ଟଙ୍କା ଠକି ନେଇଥିବା ବେଳେ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କ ଆକାଉଣ୍ଟରେ ଥିବା ଅବଶିଷ୍ଟ ଟଙ୍କା କଟିବାରୁ ବର୍ତ୍ତି ଯାଇଥିଲା। ଏ ସଂକ୍ରାନ୍ତରେ ସେ ସଦର ଥାନାରେ ଲିଖିତ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଭେଟିଲେ ଦିଲ୍ଲୀପ ତିର୍କିି

ଝାରସୁଗୁଡ଼ା : ଭାରତୀୟ ହକି ସଂଘର ସଭାପତି ଡ. ଦିଲ୍ଲୀପ ତିର୍କି ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କୁ ଭେଟି ଜିଲ୍ଲାରେ ହକିର ପ୍ରଚାର ପ୍ରସାର ନେଇ ଆଲୋଚନା କରିଥିଲେ। ଝାରସୁଗୁଡ଼ାରେ ଏକ ଆଷ୍ଟ୍ରୋ ଟର୍ଫ ହକି ପଡ଼ିଆ ନିର୍ମାଣ ହେଲେ ଏଠାରୁ ଅଧିକରୁ ଅଧିକ ଖେଳାଳି ରାଜ୍ୟସ୍ତରରେ…
ଅଧିକ ଖବର ଦେଖନ୍ତୁ...

ପିଇଓ ପ୍ରଧାନ କିଶାନ ନିଲମ୍ବିତ

କୋଲାବିରା : କୋଲାବିରା ବ୍ଲକ୍‌ରେ କାର୍ଯ୍ୟରତ ପ୍ରଧାନ କିଶାନଙ୍କୁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେ ପୋଖରାସାହ୍ଲେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବେଳେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ତଞ୍ଚକତା କରି ଟଙ୍କା ଆତ୍ମସାତ କରିଥିବା…
ଅଧିକ ଖବର ଦେଖନ୍ତୁ...

ବ୍ଲାଉଜ୍ କିଣିବା ବାହାନାରେ ଯାଇ ଦୋକାନୀଙ୍କ ଆଇଫୋନ୍ ଚୋରି

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ଶନିମନ୍ଦିର ରୋଡ୍‌ରେ ଜଣେ ମହିଳାଙ୍କର ଏକ ବୁଟିକ୍‌ ରହିଛି। ଗତକାଲି ୨ ଜଣ ଝିଅ ତାଙ୍କ ଦୋକାନକୁ ଆସି ବ୍ଲାଉଜ୍‌ ଓ ସ୍କର୍ଟ ଦେଖାଇବାକୁ କହିଥିଲେ। ୧୫ ମିନିଟ୍‌ ଧରି ସେମାନେ ଜିନିଷ ଦେଖିବା ପରେ ଚତୁରତାର ସହ ମହିଳାଙ୍କ ଆଇଫୋନ୍‌ ନେଇ ଘଟଣାସ୍ଥଳରୁ…
ଅଧିକ ଖବର ଦେଖନ୍ତୁ...

ସନ୍ଦେହରେ ମୃତ୍ୟୁ: ବସ୍ତାରୁ ମିଳିଲା ମହିଳାଙ୍କ ଗଳିତ ଶବ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ସଦର ଥାନା ଅନ୍ତର୍ଗତ ଏକାତାଲି ବୁଡ଼ିବନ୍ଧ ନିକଟରୁ ମଙ୍ଗଳବାର ଏକ ବସ୍ତାରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା-ଗଡ଼ପୋଷ ଲାଇନ୍‌ର ବାଲୀଜୁରି ନିକଟରେ ମଙ୍ଗଳବାର ସକାଳୁ କୌଣସି ଟ୍ରେନ୍‌ ଧକ୍କାରେ ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି ଅନୁମାନ କରାଯାଉଛି। ସୂଚନା ପାଇ ଝାରସୁଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଇଟାରେ ଛେଚି ପ୍ରାଣାନ୍ତକ ଆକ୍ରମଣ

ଝାରସୁଗୁଡ଼ା: ବଡ଼ମାଳ ଥାନା ମଲଦା ଗ୍ରାମର ପୁରୁଷୋତ୍ତମ ସେଟ୍‌ ଦିନ ପ୍ରାୟ ସାଢ଼େ ୩ଟା ବେଳେ ଏସ୍‌ଏମ୍‌ସି ସମ୍ମୁଖରେ ଥିବା ଏକ ହୋଟେଲକୁ ଖାଦ୍ୟ କିଣିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଥିବା ଜଣେ ବ୍ୟକ୍ତି ଅତର୍କିତ ଭାବେ ତାଙ୍କ ମୋବାଇଲ୍‌କୁ ଶ୍ରୀ ସେଟ୍‌ ଚୋରି କରି ନେଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ବସ୍ତା ଭିତରୁ ମୃତଦେହ ଉଦ୍ଧାର, ପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ

ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ଏକାତାଲି ଗ୍ରାମର ଆରଆଇ ଅଫିସ ପଛପାର୍ଶ୍ଵରେ ପୁରୁଣା ପୋଖରୀ ନିକଟରୁ ବସ୍ତା ଭିତରେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣେ ନାବାଳିକା ହୋଇଥିବା ଆଶଙ୍କା କରାଯାଉଛି। ସୂଚନା ପାଇ ସଦର ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରୁ ପଡ଼ି ଯାତ୍ରୀ ମୃତ

ଝାରସୁଗୁଡ଼ା: ବ୍ରଜରାଜନଗର-ଝାରସୁଗୁଡ଼ା ରେଳ ଲାଇନ୍‌ର ଇବ୍‌ ବ୍ରିଜ ନିକଟରେ ରବିବାର ଭୋର୍‌ରୁ କୌଣସି ଏକ ଟ୍ରେନ୍‌ରୁ ପଡ଼ି ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ପ୍ରାୟ ୫୫ ବର୍ଷ ‌ହୋଇଥିବା ଅନୁମାନ କରାଯାଉଛି। ତାଙ୍କ ନିକଟରୁ ଏକ ରେଳ ଟିକଟ ମିଳିଛି, ଯେଉଁଥିରୁ ‌ମୃତକ ବମ୍ବେରୁ…
ଅଧିକ ଖବର ଦେଖନ୍ତୁ...