ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ବରରୁ ଝାରସୁଗୁଡ଼ା ଅଭିମୁଖେ ଆସୁଥିବାର ସୂଚନା ହସ୍ତଗତ ହୋଇଛି। ଏହି ଟିମ୍ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ଝାରସୁଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ମେହେଣା ପରିବାରର ଠକେଇ, ପୁଲିସ୍ ଖୋଳତାଡ଼ ଜାରି

ଲଇକେରା: ଲଇକେରା ଗ୍ରାମର ମେହେଣା ପରିବାର ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ କରି ଇ ଚମ୍ପଟ ମାରିଥିବା ବେଳେ ପୁଲିସ ଏହା ଉପରେ ତଦନ୍ତ ଜାରି ରଖିଛି। ଏହି ଖବର ଲୋକଲୋଚନକୁ ଆସିବା ପରେ ଶତାଧିକ ମହିଳା ଏକଜୁଟ ହୋଇ ଥାନାରେ ମେହେଣା ପରିବାର ନାମରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ସତ୍ୟାସତ୍ୟ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଟ୍ରିବ୍ୟୁନାଲଙ୍କ ଝାରସୁଗୁଡ଼ା ଗସ୍ତ: ଓପିଜିସି ଇନ୍‌ଟେକ୍‌ ୱେଲ୍‌ ବୁଲି ଦେଖିଲେ

ଝାରସୁଗୁଡ଼ା : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନର ତୃତୀୟଦିନରେ ଟିମ୍‌ର ସଦସ୍ୟମାନେ ସୋମବାର ଦିନ ଝାରସୁଗୁଡ଼ାର ଓପିଜିସି (ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ) ବୁଲି ଦେଖିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍‌ ପ୍ରାୟ ସାଢ଼େ ୧୦ଟା ବେଳେ ଜଷ୍ଟିସ୍‌ ଏଏମ୍‌…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସୀମାରୁ ଅଳ୍ପଦୂରରେ କେଲୋ ନଦୀରେ ଛତିଶଗଡ଼ କରିସାରିଲାଣି ଆଉ ୨ ପ୍ରକଳ୍ପ

ଝାରସୁଗୁଡ଼ା : ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବିବାଦ ଲାଗିରହିଛି। ଏହାରି ମଧ୍ୟରେ ଛତିଶଗଡ଼ରୁ ବାହାରି ଓଡ଼ିଶା ଦେଇ ପ୍ରବାହିତ ହୋଇଥିବା କେଲୋ ନଦୀରେ ଡ୍ୟାମ୍‌ ତିଆରି କରି ଜଳପ୍ରବାହ ରୋକିଥିବା ନେଇ ଓଡ଼ିଶା ସରକାର ବିଭିନ୍ନ ସମୟରେ ପ୍ରତିବାଦ କରିଛନ୍ତି। ଇତିମଧ୍ୟରେ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବିଷ ପିଇଦେଲେ ଯୁବକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ସିଂହାରପୁରର ବଳରାମ ରୋହିଦାସ ରବିବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏ ସଂକ୍ରାନ୍ତରେ ଲଖନପୁର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା‌ ବେଳେ ଶବ ଜବତ କରି ବ୍ୟବ‌ଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ବଳରାମ ଏକ ଜଳଖିଆ…
ଅଧିକ ଖବର ଦେଖନ୍ତୁ...

ବିଶ୍ବାସରେ ବିଷ ଦେଇ ନେଇ ପଳେଇଲେ ୫୦ ଲକ୍ଷ ଟଙ୍କା

ଲଇକେରା: ଲଇକେରା ଅଞ୍ଚଳରେ ଏକ ପରିବାର ମହିଳାଙ୍କୁ ନେଇ ଗୋଷ୍ଠୀ ଗଠନ କରୁଥିଲେ। ସେମାନଙ୍କ ନାମରେ ବିଭିନ୍ନ ମାଇକ୍ରୋ ଫାଇନାନ୍ସରୁ ଋଣ ଆଣି ନିଜେ ନେଉଥିଲେ। କିସ୍ତି ବି ଶୁଝୁଥିଲେ। ପରେ ୫୦ ଲକ୍ଷରୁ ଅଧିକ ଟଙ୍କା ଧରି ଏହି ପରିବାର ଫେରାର୍‌ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମଥର ଠାବହେଲା ‘ଫର୍ଷ୍ଟେନଙ୍କ ଡାଳିସାପ’

ଇବ ଥର୍ମାଲ :  ଫର୍ଷ୍ଟେନଙ୍କ ଡାଳିସାପ କେବଳ ଗଛରେ ବାସକରେ। ଏହି ସାପ ଯଦିଓ ଓଡ଼ିଶାରେ କିଛି ଜିଲ୍ଲାରେ ଠାବ କରାଯାଇଥିଲା, ତେବେ ଝାରସୁଗୁଡ଼ା ଜିଲ୍ଲାରେ ଏହାକୁ କେହି କେବେ ଦେଖିନଥିଲେ। ଓଡ଼ିଶାରେ ମାତ୍ର ୧୦ଟି ଜିଲ୍ଲାରୁ ଏହି ସାପ ଆଗରୁ ରେକର୍ଡ କରାଯାଇଥିବା ବେଳେ ପ୍ରଥମ କରି ଝାରସୁଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍ ଦେଖିବାକୁ ମନା କରିବାରୁ ଯୁବତୀଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା: ସବୁବେଳେ ମୋବାଇଲ୍‌ ଦେଖିବାକୁ ମନା କରିବାରୁ ଗାମୁଛାରେ ଫାଶୀ ଦେଇ ଝୁଲିପଡ଼ିଲେ ଯୁବତୀ। ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଥାନା ବୃନ୍ଦାମାଲ ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକହେଲେ ଗ୍ରାମର ଦୀପା ମାଝୀ(୧୮)। ସୂଚନା ପାଇ ବଡ଼ମାଳ ପୁଲିସ୍‌ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ: ଆଜିଠୁ କ୍ଷେତ୍ର ପରିଦର୍ଶନ

ଝାରସୁଗୁଡ଼ା / ସମ୍ବଲପୁର / ନୂଆଦିଲ୍ଲୀ : ଝାରସୁଗୁଡ଼ାରେ ପହଞ୍ଚିଲେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ସଦସ୍ୟ। ଶୁକ୍ରବାର ସନ୍ଧ୍ୟାରେ ଏହି ଟିମ୍ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ ପରେ ବୁର୍ଲା ଯାଇ ଅଶୋକ ନିବାସରେ ରାତ୍ର ରହଣି କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ଶନିବାରରୁ ଏହି ଟିମ୍…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ​ଯୌତୁକ ନିର୍ଯାତନା ଅଭିଯୋଗ

ବ୍ରଜରାଜନଗର: ବରଗଡ଼ ଜିଲ୍ଲା ଅନ୍ତର୍ଗତ ବାର୍ଟରେମାରେ ବିବାହ କରିଥିବା ବ୍ରଜରାଜନଗର ଅଞ୍ଚଳର ଦୀପାଞ୍ଜଳି ବାଗଙ୍କୁ ସ୍ୱାମୀ ମିତ୍ରଭାନୁ ବାଗ ଯୌତୁକ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରି ଦେଇଥିବା ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...