ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଟ୍ରିବ୍ୟୁନାଲ୍ ଟିମ୍‌ ପରିଦର୍ଶନର ସମୟସାରଣୀ

ସମ୍ବଲପୁର/ଝାରସୁଗୁଡା: ୧୯ ତାରିଖ ସନ୍ଧ୍ୟା ୭ଟାରେ  ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ। ୨୦ ତାରିଖ ସକାଳ ସାଢ଼େ ୮ଟାରେ  ଅଶୋକ ନିବାସରେ ବୃତ୍ତଚିତ୍ର ଉପସ୍ଥାପନ, ଡ୍ୟାମ୍‌ ଓ ହୀରାକୁଦ ଜଳଭଣ୍ଡାର ପରିଦର୍ଶନ କରିବେ। ସକାଳ ୯:୧୫ରେ ବାମ ସ୍ପିଲ୍‌ ୱେ, ଗେଟ୍‌ ଅପରେସନ୍‌, ବୁର୍ଲା ପାୱାର…
ଅଧିକ ଖବର ଦେଖନ୍ତୁ...

ପହଞ୍ଚିଲେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଟିମ୍

ଝାରସୁଗୁଡ଼ା/ସମ୍ବଲପୁର: ଝାରସୁଗୁଡ଼ାରେ ପହଞ୍ଚିଲେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସଦସ୍ୟ। ଶୁକ୍ରବାର ସନ୍ଧ୍ୟାରେ ଏହି ଟିମ୍‌ ଝାରସୁଗୁଡ଼ା ବିମାନବନ୍ଦର‌ରେ ଅବତରଣ କରିବା ପରେ ସମ୍ବଲପୁର ଆସି ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ। ଏହାପରେ ବୁର୍ଲା ଯାଇ ଅଶୋକ ନିବାସରେ ରାତ୍ର ରହଣି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଆଉ ଏକ ଅଂଶୁଘାତ ମୃତ୍ୟୁ !

ଝାରସୁଗୁଡ଼ା: ଗତ କିଛିଦିନ ହେବ ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରି ଉପରେ ରହୁଥିବା ବେଳେ ସନ୍ଦିଗ୍ଧ ଅଂଶୁଘାତର ଏକାଧିକ ମାମଲା ସାମ୍ନାକୁ ଆସିଲାଣି। ତେବେ ଶୁକ୍ରବାର ସନ୍ଧ୍ୟାରେ ପୁଣି ସଦର ଥାନା ଅନ୍ତର୍ଗତ ବକ୍ସି ଛକରେ ରହୁଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ…
ଅଧିକ ଖବର ଦେଖନ୍ତୁ...

୨ ବାଇକ ଧକ୍କାରେ ୩ ମୃତ, ମହିଳା ଗୁରୁତର

ଝାରସୁଗୁଡା: ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସନ୍ଧ୍ୟାରେ ଏକ ୨ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଲଇକେରା ଥାନା ନାଚେନଡିହିର ଅଜୁ ରୋହୀଦାସ(୧୯),…
ଅଧିକ ଖବର ଦେଖନ୍ତୁ...

ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଝାରସୁଗୁଡ଼ା : ଗୁରୁବାର ଦିନ ସଦର ଥାନା ଅନ୍ତର୍ଗତ ଏକାତାଲିର ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ପରଦେଶୀ ଧରୁଆ(୫୬)। ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା କ୍ୟାନସର କେୟାର ସେଣ୍ଟର ବାଟ ଫିଟିଲା

ଭୁବନେଶ୍ବର : ଝାରସୁଗୁଡ଼ାରେ ଏକ କ୍ୟାନସର କେୟାର ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ବାଟ ଫିଟିଛି। ବିଶାଖାପାଟଣାସ୍ଥିତ ଭାଇଜାଗ ହସ୍ପିଟାଲ ଏଣ୍ଡ କ୍ୟାନସର ରିସର୍ଚ ସେଣ୍ଟର(ଭିଏଚ୍‌ସିଆରସି) ପରିଚାଳନା କରିବା ପାଇଁ ଟେଣ୍ଡର ହାତେଇଛି। ରାଜ୍ୟ ସରକାର ୨ ଆବେଦନକାରୀ ସଂସ୍ଥା ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ବିକ୍ରି ହେଉଛି ନକଲି ବାଇକ୍‌ ପାର୍ଟସ ଓ ପ୍ୟୁରିଫାୟର

ଝାରସୁଗୁଡ଼ା: ଲୋଗୋ ଅସଲି, ଜିନିଷ ନକଲି। ସର୍ଫ, ତେଲ ପରେ ଏବେ ବାଇକ୍‌ ପାର୍ଟସ ଓ ପ୍ୟୁରିଫାୟର ବି ନକଲି। ଝାରସୁଗୁଡ଼ା ସହରରେ ଏଭଳି ନକଲି ବାଇକ୍‌ ପାର୍ଟସ ଓ ପ୍ୟୁରିଫାୟର ବିକ୍ରି ହେଉଥିବା ସୂଚନା ପାଇ ବୁଧବାର ସଦର ଏସ୍‌ଡିପିଓ ନିର୍ମଳ ମହାପାତ୍ରଙ୍କ ନେତୃତ୍ବରେ ଟାଉନ୍‌ ଥାନା ଏବଂ ସଦର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଲଜ୍ଜା: ଗର୍ଭବତୀ ହେଲେ ବଡ଼ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ନାବାଳିକା

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ଲଜ୍ଜା। ଜଣେ ନାବାଳିକା (୧୪)ଙ୍କୁ ତାଙ୍କ ବଡ଼ଭାଇ ବାରମ୍ବାର ଦୁଷ୍କର୍ମ କରିଥିବା ଓ ସେ ଏବେ ଗର୍ଭବତୀ ଥିବା ଘଟଣା ସାମ୍ନାକୁ ଆସିଛି। ଲଖନପୁର ଥାନାଞ୍ଚଳରେ ଘଟିଥିବା ଏହି ଘଟଣା ଆଜି ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଅଭିଯୋଗ ହେବାରେ ପୁଲିସ ଏକ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ରାଜନୀତି: ମନ୍ତ୍ରୀପଦ ଫେରିପାଇବା ଚର୍ଚ୍ଚାରେ ସାରଦା

ରାଉରକେଲା: ବାଚସ୍ପତି ଓ ଦୁଇ ଦୁଇ ଜଣ ମନ୍ତ୍ରୀଙ୍କ ଇସ୍ତଫା ଦେଇଛନ୍ତି। ଅର୍ଥାତ୍ ରାଜ୍ୟରେ ଯେ କୌଣସି ମୁହୂର୍ତରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ। କେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ସାମିଲ କରିବେ, ସେ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଜାରି ରହିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଉପନିର୍ବାଚନରେ ପରାଜୟ ପ୍ରସଙ୍ଗ: ଚିରଞ୍ଜୀବ ଓ ମୋକିମ୍‌ଙ୍କ ମୁଣ୍ଡରେ ଅଠା ବୋଳିଲା ଜିଲ୍ଲା କଂଗ୍ରେସ

ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜିଲ୍ଲା କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଦୋଷ ଝାଡ଼ିଛି। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅର୍ଥାତ୍‌ ୭ ତାରିଖରେ ଭୁବନେଶ୍ୱରରେ ଦଳୀୟ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଦେଇଥିବା ମନ୍ତବ୍ୟ…
ଅଧିକ ଖବର ଦେଖନ୍ତୁ...