ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ପଟ୍ଟାମୁଣ୍ଡାଇରେ କେନ୍ଦ୍ରମନ୍ତ୍ରୀଙ୍କ ଅଖିମୁଠି ଅନୁକୂଳ: ଆସିଲେନି ବୈଜୟନ୍ତ, ଦ‌ୂରେଇ ରହିଲେ ଅଲେଖ

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ : ଯେତେ ତାଳିପକା ଉଦ୍ୟମ କରି ବି ସଫଳ ହେଲେନି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ପଟ୍ଟାମୁଣ୍ଡାଇ ଗସ୍ତ କାର୍ଯ୍ୟକ୍ରମ ବେଳେ ଦଳୀୟ କନ୍ଦଳ ପଦାକୁ ଫୁଟି ବାହାରିଲା। ପଟ୍ଟାମୁଣ୍ଡାଇରେ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦଳର ନଗର ସଭାପତିଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

ଭତ୍ତା ପାଇଁ କରୁଣ ଦୃଶ୍ୟ: ଶିକାରେ ନଈ ପାର୍‌

ରାଜନଗର : ନବରଙ୍ଗପୁର ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ବାଣୁଆଗୁଡ଼ା ଗ୍ରାମର ସୂର୍ଯ୍ୟ ହରିଜନ (୭୨ବର୍ଷ) ‌ଚଉକି ଧରିଧରି ଭତ୍ତାପାଇଁ କୋଶେ ବାଟ ଯାଉଥିଲେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଠିକାପାଲି ଗ୍ରାମର ଧୋବା ନାଗ (୬୮)। ଭତ୍ତା ପାଇଁ ୨୫ କି‌ଲୋମିଟର ଯାଉଛନ୍ତି। କେବଳ ଏହି ଦୁଇଟି ଦୃଶ୍ୟ…
ଅଧିକ ଖବର ଦେଖନ୍ତୁ...

ଆଳି: ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ୍ ଉଦ୍ୟମ

ଆଳି: ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ ଉଦ୍ୟମ ହୋଇଛି। ଗୁଳିମାଡ଼ ଶବ୍ଦରେ ଲୋକେ ଘେରି ଯିବାରୁ ଗୁଳି ଫୁଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଏସିଏସଟି ସ୍କୁଲ ନିକଟରେ ଥିବା ସାରଳା ଜୁଏଲାରୀରୁ ସକାଳୁ ସକାଳୁ ଏଭଳି…
ଅଧିକ ଖବର ଦେଖନ୍ତୁ...

୯୫ର ରାଜ୍‌: ପ୍ରତିଦିନ ୨୦ କିମି ସାଇକେଲ ଚଲାଉଛନ୍ତି ଗୋପୀନାଥ

ଗରଦପୁର : ତାଙ୍କୁ ବୟସ ଏବେ ୯୮। କିନ୍ତୁ ଦିନକୁ ହାରାହାରି ୨୦ କିଲୋମିଟର ସାଇକଲ୍ ଚଳାଇବା ଭଳି ସେ କ୍ଷମତା ରଖନ୍ତି। ହସଖୁସିଆ ଚରିତ୍ରର ଯୁବ ସୁଲଭ, କର୍ମ ଚଞ୍ଚଳ ଗୋପୀନାଥ ମହାନ୍ତିଙ୍କ ପାଖରେ ବୟସ ସତେ ଯେମିତି ସଂପୂର୍ଣ୍ଣ ହାର ମାନି ଯାଇଛି। ସଂପୂର୍ଣ୍ଣ ସ୍ବାଭାବିକ ଜୀବନ ଜୀଉଁତିବା…
ଅଧିକ ଖବର ଦେଖନ୍ତୁ...

ପମ୍ପ ହାଉସରେ ଝୁଲାଇଲେ ତାଲା; ଗରା, ମାଠିଆ ଧରି ରାସ୍ତାରେ ମହିଳା

ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ କଳସପୁର ପଞ୍ଚାୟତ ୧ ନମ୍ବର ୱାର୍ଡ ଅନ୍ତର୍ଗତ ଆୟତପୁର ଜେନାସାହିର ୧୦୦ ପରିବାର ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି। ପିଇବା ପାଣି ପାଇଁ ସାରାଗାଁରେ ହାହାକାର ପଡ଼ିଛି। ଆୟତପୁର ପମ୍ପ୍‌ ହାଉସରୁ ଗତ ୬ ମାସ ହେଲା ଗାଁକୁ ପାଇପ୍ ପାଣି ଆସୁନି।…
ଅଧିକ ଖବର ଦେଖନ୍ତୁ...

ଅଷ୍ଟମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି: ‘ଜାନକୀବାବୁ ସାହିତ୍ୟ, ସାମ୍ବାଦିକ ଓ ରାଜନୀତିର ତ୍ରିବେଣୀ ସଙ୍ଗମ ଥିଲେ’

କେନ୍ଦ୍ରାପଡ଼ା : ଜାନକୀବାବୁ ବହୁବିଧ ପ୍ରତିଭାର ଅଧିକାରୀ ଥିଲେ। ସାହିତ୍ୟ ଓ ସାମ୍ବାଦିକତାରେ ତାଙ୍କର ଯେଭଳି ବ୍ୟୁତ୍ପତ୍ତି ଥିଲା, ରାଜନୀତିରେ ମଧୢ ସେହିଭଳି ଦଖଲ ଥିଲା। ସାହିତ୍ୟ ଓ ରାଜନୀତି ଭିତରେ ଯେଉଁ ନିବିଡ଼ ସ˚ପର୍କ ରହିଛି, ତା’ର ମୂର୍ତ୍ତିମନ୍ତ୍ର ପ୍ରତୀକ ଥିଲେ ସେ। ଓଡ଼ିଆ ଭାଷାକୁ…
ଅଧିକ ଖବର ଦେଖନ୍ତୁ...

ଭିତରକନିକାରେ ୧୭୯ ବିରଳ ପ୍ରଜାତିର ‘ମ୍ୟାନ୍‌ଗ୍ରୁଭ୍‌ ପିଟା ପକ୍ଷୀ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ପ୍ରଥମଥର ପାଇଁ ବିରଳ ପ୍ରଜାତିର ‘ମ୍ୟାନଗ୍ରୁଭ୍‌ ପିଟା ପକ୍ଷୀଙ୍କ ଗଣନା କରାଯାଇଛି। ଗତ ୧୪ ତାରିଖ ଦିନ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଏହି ବିରଳ ପକ୍ଷୀଙ୍କୁ ଖୋଜି ଗଣନା କରାଯାଇଛି। ଗଣନା ସମୟରେ ଭିତରକନିକାରେ ମ୍ୟାନଗ୍ରୁଭ ପିଟା…
ଅଧିକ ଖବର ଦେଖନ୍ତୁ...

ଭିତରକନିକାରେ ପ୍ରଥମ ଥର ‘ମ୍ୟାନଗ୍ରୁଭ୍‌ ପିଟା ପକ୍ଷୀଙ୍କ ଗଣନା

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ପ୍ରଥମଥର ପାଇଁ ବିରଳ ପ୍ରଜାତିର ପକ୍ଷୀ ମ୍ୟାନଗ୍ରୁଭ୍‌ ପିଟାଙ୍କ ଗଣନା କରାଯାଇଛି। ଚଳିତ ମାସ ୧୪ ତାରିଖ ଦିନ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଏହି ବିରଳ ପକ୍ଷୀଙ୍କ ଗଣନା କରାଯାଇଛି। ରାଜନଗର ବନ ବିଭାଗ ପକ୍ଷରୁ ରାଜନଗର ରେଞ୍ଜରେ ୧୧ଟି…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଶତ୍ରୁତା, ଜମିବାଡ଼ି ବିବାଦ ନେଲା ଦୁଇ ମୁଣ୍ଡ

ଆଳି/ଚାନ୍ଦୋଳ : କେନ୍ଦ୍ରାପଡା ଜିଲ୍ଲା ଆଳି ଓ ଡେରାବିଶ ବ୍ଲକ୍‌ ଚାନ୍ଦୋଳରେ ଦୁଇଟି ହତ୍ୟାକାଣ୍ଡ ଘଟିଛି। ଆଳିରେ ରାଜନୈତିକ ଶତ୍ରୁତା ଓ ଚାନ୍ଦୋଳରେ ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ଜଣଙ୍କ ଜୀବନ ଯାଇଛି। ଉଭୟ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।…
ଅଧିକ ଖବର ଦେଖନ୍ତୁ...

ନୂଆ ଜିଲ୍ଲା ହସ୍ପିଟାଲ୍‌କୁ ଚାରି ମାସ ପୂରିନି: ଛାତରୁ ଖସିଲା ସିଲି˚; ଅଳ୍ପକେ ବ‌ର୍ତ୍ତିଲେ ଶିଶୁ

କେନ୍ଦ୍ରାପଡ଼ା: ଇଚ୍ଛାପୁର ଶ୍ୟାମଗୁଡ଼ିଆସ୍ଥିତ ନୂଆ କୋଠାକୁ ଜିଲ୍ଲା ହସ୍ପିଟାଲ୍‌ ସ୍ଥାନାନ୍ତର ହେବାକୁ ଚାରି ମାସ ପୂରିନି। କିନ୍ତୁ ପାଞ୍ଚ ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ ହସ୍ପିଟାଲ୍‌ ଛାତରୁ ସିଲି˚ ଖସିଲାଣି। ଗୁରୁବାର ସ˚ଧ୍ୟାରେ ଏଭଳି ଅଭାବନୀୟ ଘଟଣା ପୁଷ୍ଟିସାଧନ ଥଇଥାନ…
ଅଧିକ ଖବର ଦେଖନ୍ତୁ...