ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ରାତି ପାହିଲେ ରଥଯାତ୍ରା: ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ; ଶାନ୍ତିଶୃଙ୍ଖଳାକୁ ଗୁରୁତ୍ବ

କେନ୍ଦ୍ରାପଡ଼ା: ରାତି ପାହିଲେ ରଥଯାତ୍ରା। କେନ୍ଦ୍ରାପଡ଼ାବାସୀଙ୍କ ଆରାଧ୍ୟ‌ ଦେବତା ପ୍ରଭୁ ବଳଦେବଜିଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ଗଡ଼ିବ। ରଥଦାଣ୍ଡରେ ଭକ୍ତ-ଭଗବାନ ଏକାକାର ହେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏ ନେଇ ପ୍ରଶାସନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ନାବାଳକ ଗୋତିଶ୍ରମିକ ମାମଲା: ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ସମନ

ଯାଜପୁର/କେନ୍ଦ୍ରାପଡ଼ା: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ଏକ ଆଦିବାସୀ ନାବାଳକ(୯ବର୍ଷ)କୁ ଗୋତିଶ୍ରମିକ ଭାବେ ବିକ୍ରି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ନେଇ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚଆରସି) ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଆଜି ସମନ…
ଅଧିକ ଖବର ଦେଖନ୍ତୁ...

ପାଗ ଭିଡ଼ିଲେଣି ଚାଷୀ, ଖୋ‌ଜିଲେ ମିଳୁନି ‘ସାରଳା’, ‘ଧଳା ସ୍ବର୍ଣ୍ଣ’

କେନ୍ଦ୍ରାପଡ଼ା: ଜୁନ୍ ସରିବାକୁ ବସିଲାଣି। କିନ୍ତୁ ଚାଷୀଙ୍କୁ ଏଯାଏ ମିଳିଲାନି ମନ ପସନ୍ଦର ବିହନ । ଯେଉଁ ବିହନ ଗୋଦାମରେ ମହଜୁଦ୍ ଅଛି, ତାକୁ ନେବାକୁ ମଂଗୁନାହାନ୍ତି ସାଧାରଣ ଚାଷୀ  ଏପରିକି ବିହନ ଉତ୍ପାଦନକାରୀ ଚାଷୀଙ୍କୁ ବି ଗୋଦାମରୁ ବିହନ ମିଳୁନାହିଁ। ଆଜି ଶତାଧିକ ଚାଷୀ ରାଜ୍ୟ ବିହନ…
ଅଧିକ ଖବର ଦେଖନ୍ତୁ...

ବିତିଗଲା ୧୨ ବର୍ଷ, ଅଧାପଡ଼ିଛି କୁଣ୍ଡାଖିଆ ପୋଲ

ଆଳି: ଆଳି ବ୍ଲକ କଳଦିଆ-ଗଭାଡିଆ ନିକଟରେ କୁଣ୍ଡାଖିଆ ଯୋରରେ ୧୨ ବର୍ଷ ତଳେ ନିର୍ମିତ ହେଉଥିବା ଏକ ପୋଲ ଅଦ୍ୟାବଧି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ସଂପୃକ୍ତ ଅଞ୍ଚଳର ପର୍ଯ୍ୟାପ୍ତ ଚାଷଜମିକୁ ଜଳସେଚନ ସହିତ ସ୍ଥାନୀୟ ଲୋକଙ୍କ ଗମନାଗମନ ପାଇଁ ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ବଗଗହନକୁ ଫେରିବେ ପକ୍ଷୀ!

ରାଜନଗର : ଦେଶୀୟ ପକ୍ଷୀଙ୍କ ତୀର୍ଥସ୍ଥଳୀ ବଗଗହନରେ ପୁଣି ଶୁଭିଲାଣି କିଚିରି ମିଚିରି ଶବ୍ଦ। ପୁଣି ବଗଗହନ ଅଞ୍ଚଳ ଉପରେ ହଜାର ହଜାର ପକ୍ଷୀଙ୍କ କାକଳି ଶୁଣିବାକୁ ମିଳିଲାଣି। ଦୀର୍ଘ ୬ ବର୍ଷ ହେଲା ବଗଗହନକୁ ମୁହଁ ମୋଡ଼ି ଅନ୍ୟ ସ୍ଥାନରେ ବସା ବାନ୍ଧୁଥିବା ଦେଶୀୟ ପକ୍ଷୀ ଏ ବର୍ଷ ପୁଣି ବଗଗହନକୁ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ପ୍ରସଙ୍ଗ, ୭୮ ଲକ୍ଷ ଟଙ୍କାର ଡ୍ରେନ୍‌ କାମ କେବେ ସରିବ? ପୁଣି ବୁଡ଼ିବ କଲେଜ ରାସ୍ତା, ଆନ୍ଦୋଳନ ଚେତାବନୀ ଦେଲେ…

ରାଜକନିକା: ପ୍ରତିବର୍ଷ ବର୍ଷା ଦିନେ ରାଜକନିକା ଏସଏନ୍‌ କଲେଜ ରାସ୍ତା ଉବୁଟୁବୁ ହୋଇପଡ଼‌େ। କଲେଜ ପରିସରରେ ପାଣି ଜମେ। ବଜାରରେ ବ‌ର୍ଷା ପାଣି ଲହଡ଼ି ଭାଙ୍ଗେ। ଲୋକଙ୍କ ଘରେ ପଶେ। ମାସମାସ ଧରି ଛାତ୍ରଛାତ୍ରୀ, ସାଧାରଣ ଲୋକେ ଯନ୍ତ୍ରଣା ଭୋଗନ୍ତି। ସମସ୍ୟାର ପ୍ରତିକାର ପାଇଁ ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଦେବୀନଦୀ ଗିଳିଦେଲା ଅଧକୋଟି ଟଙ୍କାର ପଥର!

ଗାରୋଇ: ନାଉଗାଁ ବ୍ଲକ୍‌ କୋରୁଅ ପଞ୍ଚାୟତର ଗାରୋଇ ମାଛଗାଁ ରାସ୍ତାରେ ବାଉଁଶଜୋର ସ୍ଲୁଇସ୍‌ ଗେଟ୍ ଦେଇ ପ୍ରବାହିତ ହୋଇଥାଏ ବ୍ଲକର ୭୦ଭାଗ ଚାଲଜମିର ଉଦ୍‌ବୃତ୍ତ ଜଳ। ଏହି ଉଦ୍‌ବୃତ୍ତ ଜଳ ଦାଉରୁ ନଦୀପଠା ସହ ଗାରୋଇ ମାଛଗାଁ ରାସ୍ତାକୁ ସୁରକ୍ଷା ଦେବା ପାଇଁ ୨୦୧୯ ମସିହାରେ ଜଗତସିଂହପୁର…
ଅଧିକ ଖବର ଦେଖନ୍ତୁ...

ଆଷାଢ଼ ହେଲା: ମିଳିଲାନି ଧାନ ବିହନ, କୃଷି ବିଭାଗରେ ଅଚଳାବସ୍ଥା କର୍ମଚାରୀ ଅଭାବ, ଚାଷୀ ପାଇ ପାରୁନି ସୂଚନା

ମାର୍ଶାଘାଇ: ଜ୍ୟେଷ୍ଠ ଯାଇ ଆଷାଢ ହେଲା। ଆଉ କିଛିଦିନ ପରେ ଧାନ ରୁଆବେଉଷଣ। ପାଣିପାଗର ପରିବର୍ତନ ସାଙ୍ଗକୁ ସ୍ବଳ୍ପବୃଷ୍ଟିପାତ ଫଳରେ ଆଜିସୁଦ୍ଧା ଜମିକୁ ଲଙ୍ଗଳ ଯାଇନି। ଅକ୍ଷିମୁଠି ଅନୁକୂଳ ପରେ ଖାଲୁଆ ଜମି ସହିତ ସଅଳ ଅମଳକ୍ଷମ ବିଅଳୀ ଧାନ ବୁଣା କାର୍ଯ୍ୟ ହୋଇଥାଏ। ଏହା ଭିତରେ ଦେଢମାସରୁ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଅସଦାଚରଣ; ଏବିଇଓ ଗିରଫ, ଆଦର୍ଶ ଶିକ୍ଷକ ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ

ରାଜନଗର : ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ଶ୍ରେଣୀଗୃହ ଭିତ‌ରେ ଅସଦାଚରଣ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ରାଜନଗର ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ (ଏବିଇଓ) ସୁବାସ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ରାଜନଗର ଥାନାରେ ନାବାଳିକା ଛାତ୍ରୀଙ୍କ ମା’…
ଅଧିକ ଖବର ଦେଖନ୍ତୁ...

ପୁଣି ଲୁଟେରା ଆତଙ୍କ, ଗୁଲ୍‌ନଗରରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ ପଣ୍ତ

କେନ୍ଦ୍ରାପଡ଼ା: ଗତ କିଛି ଦିନର ନିରବତା ପରେ ପୁଣି ଲୁଟେରାଙ୍କ ଆତଙ୍କ ଆରମ୍ଭ ହୋଇଛି। ଏଥର ଏଟିଏମ୍‌ ମେସିନ୍‌କୁ ଟାର୍ଗେଟ୍‌ କରିଛନ୍ତି। ବୁଧବାର ରାତି ପ୍ରାୟ ସାଢେ଼ ୨ଟା ବେଳେ ୫ରୁ ଅଧିକ ଦୁର୍ବୃତ୍ତ ଗୁଲନଗରଠାରେ ଥିବା ଏସ୍‌ବିଆଇ ଏଟିଏମ୍‌ ମେସିନ୍‌ ତାଡ଼ି ଟଙ୍କା ଲୁଟ୍‌ ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...