ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଦେବୀନଦୀ ଗିଳିଦେଲା ଅଧକୋଟି ଟଙ୍କାର ପଥର!

ଗାରୋଇ: ନାଉଗାଁ ବ୍ଲକ୍‌ କୋରୁଅ ପଞ୍ଚାୟତର ଗାରୋଇ ମାଛଗାଁ ରାସ୍ତାରେ ବାଉଁଶଜୋର ସ୍ଲୁଇସ୍‌ ଗେଟ୍ ଦେଇ ପ୍ରବାହିତ ହୋଇଥାଏ ବ୍ଲକର ୭୦ଭାଗ ଚାଲଜମିର ଉଦ୍‌ବୃତ୍ତ ଜଳ। ଏହି ଉଦ୍‌ବୃତ୍ତ ଜଳ ଦାଉରୁ ନଦୀପଠା ସହ ଗାରୋଇ ମାଛଗାଁ ରାସ୍ତାକୁ ସୁରକ୍ଷା ଦେବା ପାଇଁ ୨୦୧୯ ମସିହାରେ ଜଗତସିଂହପୁର…
ଅଧିକ ଖବର ଦେଖନ୍ତୁ...

ଆଷାଢ଼ ହେଲା: ମିଳିଲାନି ଧାନ ବିହନ, କୃଷି ବିଭାଗରେ ଅଚଳାବସ୍ଥା କର୍ମଚାରୀ ଅଭାବ, ଚାଷୀ ପାଇ ପାରୁନି ସୂଚନା

ମାର୍ଶାଘାଇ: ଜ୍ୟେଷ୍ଠ ଯାଇ ଆଷାଢ ହେଲା। ଆଉ କିଛିଦିନ ପରେ ଧାନ ରୁଆବେଉଷଣ। ପାଣିପାଗର ପରିବର୍ତନ ସାଙ୍ଗକୁ ସ୍ବଳ୍ପବୃଷ୍ଟିପାତ ଫଳରେ ଆଜିସୁଦ୍ଧା ଜମିକୁ ଲଙ୍ଗଳ ଯାଇନି। ଅକ୍ଷିମୁଠି ଅନୁକୂଳ ପରେ ଖାଲୁଆ ଜମି ସହିତ ସଅଳ ଅମଳକ୍ଷମ ବିଅଳୀ ଧାନ ବୁଣା କାର୍ଯ୍ୟ ହୋଇଥାଏ। ଏହା ଭିତରେ ଦେଢମାସରୁ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଅସଦାଚରଣ; ଏବିଇଓ ଗିରଫ, ଆଦର୍ଶ ଶିକ୍ଷକ ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ

ରାଜନଗର : ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ଶ୍ରେଣୀଗୃହ ଭିତ‌ରେ ଅସଦାଚରଣ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ରାଜନଗର ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ (ଏବିଇଓ) ସୁବାସ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ରାଜନଗର ଥାନାରେ ନାବାଳିକା ଛାତ୍ରୀଙ୍କ ମା’…
ଅଧିକ ଖବର ଦେଖନ୍ତୁ...

ପୁଣି ଲୁଟେରା ଆତଙ୍କ, ଗୁଲ୍‌ନଗରରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ ପଣ୍ତ

କେନ୍ଦ୍ରାପଡ଼ା: ଗତ କିଛି ଦିନର ନିରବତା ପରେ ପୁଣି ଲୁଟେରାଙ୍କ ଆତଙ୍କ ଆରମ୍ଭ ହୋଇଛି। ଏଥର ଏଟିଏମ୍‌ ମେସିନ୍‌କୁ ଟାର୍ଗେଟ୍‌ କରିଛନ୍ତି। ବୁଧବାର ରାତି ପ୍ରାୟ ସାଢେ଼ ୨ଟା ବେଳେ ୫ରୁ ଅଧିକ ଦୁର୍ବୃତ୍ତ ଗୁଲନଗରଠାରେ ଥିବା ଏସ୍‌ବିଆଇ ଏଟିଏମ୍‌ ମେସିନ୍‌ ତାଡ଼ି ଟଙ୍କା ଲୁଟ୍‌ ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

ଶୋଇଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

ଗରଦପୁର : ପାଟକୁରା ଥାନା ଅନ୍ତର୍ଗତ ତେଣ୍ତାକୁଡ଼ା ମୁସଲିମ ବସ୍ତିରେ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ବେଳେ ସ୍ତ୍ରୀକୁ କୁରାଢୀରେ ହାଣି ହତ୍ୟା କରିଛି ସ୍ବାମୀ। ପାଟକୁରା ପୁଲିସ ଅଭିଯୁକ୍ତ ସ୍ବାମୀ ମନାନକୁ ପାଟକୁରା ଥାନାରେ ଅଟକ ରଖିଛି। ରକ୍ତଲଗା କୁରାଢୀ ଘର ଭିତରୁ ଜବତ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀର କୁରାଢ଼ି ଚୋଟରେ ସ୍ତ୍ରୀର ମୃତ୍ୟୁ: ସ୍ୱାମୀ ଥାନାରେ ଅଟକ

ଗରଦପୁର: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ମୁସଲିମ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀର କୁରାଢ଼ି ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ତେଣ୍ଡାକୁଡ଼ା ଇଦଗା ପଛପଟ ସେକ୍ ମହଲାର ମନାନ ଅଲୀ (୫୦) ଗତକାଲି ବିଳମ୍ବିତ ରାତିରେ (ରାତି ପ୍ରାୟ ୧.୩୦ ରୁ ୨ ଟା…
ଅଧିକ ଖବର ଦେଖନ୍ତୁ...

ପାଣି ବିକ୍ରି ପାଇଁ ବୈତରଣୀରେ ବ୍ୟକ୍ତିଗତ ଜେଟି, ଏକ ମିନିଟ୍‌ ପାଣିର ଦାମ ୫୦ ଟଙ୍କା

ରାଜନଗର: ସିଆର୍‌ଜେଡ ଆଇନକୁ ଦଳି ମକଚି ନଦୀ ଭିତରେ ନିର୍ମାଣ କରାଯାଇଛି ବେଆଇନ ଜେଟି। ଟ୍ରଲର ଓ ବୋଟ୍‌ ଗୁଡ଼ିକୁ ପିଇବା ପାଣି ବିକ୍ରି ପାଇଁ ଏହି ଜେଟି ନିର୍ମାଣ ହୋଇଛି। ୨ଶହ ମିଟର ଦୂରରେ ବୋରିଂ କରାଯାଇ ମୁଖ୍ୟରାସ୍ତା ତଳେ ପାଣି ପାଇପ୍‌ ବିଛାଇ ନଦୀ ଭିତରକୁ ନିଆଯାଇଛି। ଯେଉଁ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ଗୋଡ଼ାଇ କାମୁଡ଼ୁଛନ୍ତି ମାଙ୍କଡ଼, ତାତିଲେ ଲୋକ, ରାସ୍ତା‌ରେ ବସିଲେ

ଚାନ୍ଦୋଳ: ଡେରାବିଶ ବ୍ଲକ୍‌ର କେତେକ ପଞ୍ଚାୟତରେ ଏବେ ମାଙ୍କଡ଼ଙ୍କୁ ନେଇ ଲୋକେ ଅତିଷ୍ଠ। ଏହି ମାଙ୍କଡ଼ ପଲ ଖାଲି ବିଲବାଡ଼ିରେ ପଶି ଫସଲ ନଷ୍ଟ କରୁନାହାନ୍ତି, ବରଂ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି। କଟକ–ଚାନ୍ଦବାଲି ରାଜରାସ୍ତାର ଚଣ୍ତୀବଜାରଠାରେ ଆଜି ପୂର୍ବାହ୍ନରେ ଏକ ମାଙ୍କଡ଼ ଜଣେ…
ଅଧିକ ଖବର ଦେଖନ୍ତୁ...

ଡ୍ରେନେଜ ବିଭାଗରେ ଦୁର୍ନୀତିକୁ ମିଳୁଛି ସ୍ବୀକୃତି! ବେଲପାଳରେ ନିର୍ମାଣ ହେଲା ନିମ୍ନମାନର ପାଇଲ୍‌ ଫୁଟ୍‌ ବ୍ରିଜ୍‌

କେନ୍ଦ୍ରାପଡା/ରାଜନଗ: କେନ୍ଦ୍ରାପଡା ଡ୍ରେନେଜ ଡିଭିଜନରେ କେଳେଙ୍କାରୀ ସବୁ ସୀମା ଟପିଛି। ଯେଉଁଠି ହାତ ମାରିଲେ, ସେଠି ଦୁର୍ନୀତିର ମାଳ ମାଳ ଫର୍ଦ୍ଦ ସାମ୍ନାକୁ ଆସୁଛି। ରାଜନଗର ବ୍ଲକର ଘଡିଆମାଳ ପଂଚାୟତର ଦାରୁଓରାଠାରେ ନିମ୍ନମାନର ପାଇଲ ଫୁଟ ବ୍ରିଜ ନିର୍ମାଣ ସଂପର୍କରେ ‘ସମ୍ବାଦ’ରେ ଖବର…
ଅଧିକ ଖବର ଦେଖନ୍ତୁ...

ଟ୍ରଲର୍‌ ବୁଡ଼ି ଘଟଣା, ନିଖୋଜ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି

ରାଜନଗର: ଗଭୀର ସମୁଦ୍ରରେ ୧୭ ତାରିଖ ଦିନ ‘ଉପାସନା–୧’ ନାମକ ଟ୍ରଲର ବୁଡ଼ି ଯାଇଥିଲା। ଏଥିରେ ଥିବା ୧୩ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୨ଜଣ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି। ଘଟଣାକୁ ୬୦ ଘଂଟା ବିତି ଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ। ନିଖୋଜ…
ଅଧିକ ଖବର ଦେଖନ୍ତୁ...