ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଗାଡ଼ି ଧକ୍କାରେ ନବମ ଶ୍ରେଣୀ ଛାତ୍ର ମୃତ, ସ୍କୁଲ୍‌ ଯିବା ବେଳେ ଚାଲିଗଲା ଜୀବନ

ଆଳି: ଆଜି ସକାଳ ସାଢେ ନଅଟା ବେଳେ କଟକ-ଚାନ୍ଦବାଲି ରାସ୍ତାର ବିଲିକଣା ଉଠାଜଳସେଚନ ଅଫିସ ନିକଟସ୍ଥ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥି‌‌‌ରେ ଆଳି ଥାନା କଅଁରପୁର ଗ୍ରାମ ନିବାସୀ ଯୁଗଳ ବେହେରାଙ୍କ ପୁଅ ଜିତେଶଙ୍କ ମୃତ୍ୟୁ ଘଟିଛି। ଜିତେଶ ପତ୍ରପୁର ସାମନ୍ତସିଂହାର କେଳୁଚରଣ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ଫୋକସ: ବେଳ ଥାଉଥାଉ ଶୁଣିଲାନି ପ୍ରଶାସନ, ନାଲିଫିତା ତଳେ ମାଷ୍ଟର୍‌ପ୍ଲାନ୍‌, ବୁଡ଼ିବ ସହର

ପଟ୍ଟାମୁଣ୍ଡାଇ: ଜଳ ନିଷ୍କାସନ ସମସ୍ୟା ପଟ୍ଟାମୁଣ୍ଡାଇ ସହରର ମୁଖ୍ୟ ସମସ୍ୟା ଭାବେ ଦୀର୍ଘ ବର୍ଷ ହେବ ରହି ଆସିଛି। ପୌରାଞ୍ଚଳ ପ୍ରତିଷ୍ଠାକୁ ୩୫ ବର୍ଷ ବିତିବା ପରେ ବି ପ୍ରଶାସନ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ବିଫଳ ହୋଇଛି। ପଟ୍ଟାମୁଣ୍ଡାଇ ସହରରେ ସ୍ଥାୟୀ ଜଳ ନିଷ୍କାସନ ପାଇଁ…
ଅଧିକ ଖବର ଦେଖନ୍ତୁ...

ହରିଶ୍ଚନ୍ଦ୍ର ସହାୟତା ହଡ଼ପ ଘଟଣା: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ରାଜନଗର : ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହଡ଼ପ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍‌ କୁରୁଣ୍ଟି ପଞ୍ଚାୟତରେ ୧୧ ଜଣ ଲୋକଙ୍କୁ ବଞ୍ଚି ଥାଉଥାଉ ମାରି ଦିଆଯିବା ଘଟଣାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଗଭୀର ସମୁଦ୍ରରେ ବୁଡ଼ିଗଲା ଟ୍ରଲର୍‌: ମୃତ୍ୟୁ ସହ ୨୦ ଘଣ୍ଟାର ଲଢ଼େଇ

ରାଜନଗର : ଗଭୀର ସମୁଦ୍ର ଭିତରେ ବୁଡ଼ିଗଲା ମାଛଧରା ଟ୍ରଲର୍‌। ଏହି ଟ୍ରଲ୍‌ର ଭିତରେ ଥିବା ୧୩ଜଣ ମତ୍ସ୍ୟଜୀବୀ ମୃତ୍ୟୁ ସହ ୨୦ ଘଣ୍ଟା ଧରି ଲଢ଼େଇ କରିଥିଲେ। ସେମାନଙ୍କୁ ୧୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜଣେ ଏବେ ବି ନିଖୋଜ ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାଜନଗର: ସମୁଦ୍ରରୁ ଉଦ୍ଧାର ହେଲେ ୧୨ ଜଣ ମ‌ତ୍ସ୍ୟଜୀବୀ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ତାଳଚୁଆ ଅଂଚଳରେ ଗତ ୧୫ ତାରିଖରେ ଉପାସନ-୧ ନାମକ ଟ୍ରଲରରେ ୧୩ ଜଣ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଗତକାଲିଠାରୁ ଟ୍ରଲର ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଫଳରେ ଆଜି ଟ୍ରଲରକୁ ଖୋଜିବା ଆରମ୍ଭ କରାଯାଇଥିଲା। ଟ୍ରଲରଟି ଅଧା…
ଅଧିକ ଖବର ଦେଖନ୍ତୁ...

ହରିଶ୍ଚନ୍ଦ୍ର ରାଶି ଲୁଟ୍‌ ଘଟଣା: ୧୪ ଦିନ ଭିତରେ ବାପା, ପୁଅଙ୍କୁ ମାରିଦେଲେ!

ରାଜନଗର : ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ସରକାରୀ ଅର୍ଥ ଲୁଟ୍‌ ଘଟଣାର ପେଡ଼ି ଖୋଲିବାରେ ଲାଗିଛି। ଜଣେ କି ଦୁଇଜଣ ନୁହେଁ, ଗୋଟିଏ ପଞ୍ଚାୟତରେ ମାସକ ମଧ୍ୟରେ ୧୧ଜଣ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ଉଠାଇ ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି…
ଅଧିକ ଖବର ଦେଖନ୍ତୁ...

ବିରଳ ‘ଜିଆଣ୍ଟ୍‌ ଗିଟାର୍‌’ ମାଛ ଜବତ, ନୋଟିସ୍‌ ଦେଇ ଛଡ଼ାଗଲା ଗାଡ଼ି

ରାଜନଗର: ସାର୍କ ଭଳି ଦେଖାଯାଉଥିବା ‘ଜିଆଣ୍ଟ୍‌ ଗିଟାର୍‌’ ମାଛ କଲିକତା ଚାଲାଣ ବେଳେ ବନବିଭାଗ ଜବତ କରିଛି। ଚାଲାଣ ହେଉଥିବା ଗାଡ଼ି ସହ ମାଛ ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଏହି ଜାତୀୟ ମାଛ ବିରଳ ପ୍ରଜାତିର। ହେଲେ, ଏହାକୁ ଧରିବାରେ କୌଣସି କଟକଣା ନ ଥିବାରୁ ନୋଟିସ ଦେଇ…
ଅଧିକ ଖବର ଦେଖନ୍ତୁ...

ଶିଳାନ୍ୟାସକୁ ୩ ବର୍ଷ, ଆଣ୍ଠେଇଛି କଚେରି ପୋଖରୀ ସୌନ୍ଦର୍ଯ୍ୟକରଣ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଅଧାରୁ ଅଧିକ ପ୍ରକଳ୍ପ ଆଣ୍ଠେଇଛି। କେଉଁଠି ପ୍ରକଳ୍ପ ଶିଳାନ୍ୟାସରେ ଅଟକିଛି ତ କେଉଁଠି କାମ ଅଧା ପଡ଼ିଛି। ପୌରାଚଂଳରେ  ବିକାଶ କେବଳ ଲୋକଦେଖାଣିଆ ହୋଇ ରହିଛି। କଚେରୀ ପୋଖରୀର ପୁନରୁଦ୍ଧାର ପ୍ରସଙ୍ଗ ଏହାର ଏକ ଉଦାହରଣ ମାତ୍ର। ୨୦୧୯ରେ…
ଅଧିକ ଖବର ଦେଖନ୍ତୁ...

ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ହଡ଼ପ: ବଞ୍ଚି ଥାଉଥାଉ ୧୧ ଜଣଙ୍କୁ ମାରିଦେଲେ

ରାଜନଗର,  (ସୂର୍ଯ୍ୟ ଲେଙ୍କା): ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହଡ଼ପ! ଏଥିପାଇଁ ଜୀବିତ ଲୋକଙ୍କୁ ମୃତ ଦର୍ଶାଇବାକୁ ପଛାଇ ନାହାନ୍ତି। ଅର୍ଥାତ୍‌ ବଞ୍ଚି ଥାଉଥାଉ ସେମାନଙ୍କୁ ମାରି ଦିଆଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଗୋଟିଏ ପଞ୍ଚାୟତର ୧୧ଜଣ ବଞ୍ଚିଥିବ‌ା ବେଳେ…
ଅଧିକ ଖବର ଦେଖନ୍ତୁ...

ଭିତରକନିକାରେ ପାଦ ଥାପିଲେଣି ଦେଶୀୟ ପକ୍ଷୀ, ମଠଆଡ଼ିଆରେ ଶୁଭୁଛି କଳରବ

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ କଳରବ ଶୁଭିଲାଣି। ମୌସୁମୀ ଆସିବାରେ ଯଦିଓ ବିଳମ୍ବ ହୋଇଛି, ଏହାସତ୍ତ୍ବେ ଭିତରକନିକାର ମଠଆଡ଼ିଆ, ଭିତରକନିକାପାଟିଆ ଓ ଲକ୍ଷ୍ମୀପ୍ରସାଦଡ଼ିଆରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଲେଣି। ଜୁନ୍ ମାସରୁ ଏହି ପକ୍ଷୀମାନଙ୍କର ଆଗମନ ହୋଇଥାଏ।…
ଅଧିକ ଖବର ଦେଖନ୍ତୁ...