ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ତଳୀ ଶିକ୍ଷୟିତ୍ରୀ ବୋଲି…

ଋାଜନଗର: ଶିକ୍ଷୟିତ୍ରୀ ଦରମା ପାଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍‌ କେରେଡ଼ାଗଡ଼ସ୍ଥିତ ଶ୍ରୀଜଗନ୍ନାଥ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟରୁ। ପାଠ କିନ୍ତୁ ପଢ଼ାଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ତଳୀ ଭଂଟି ଗ୍ରାମର ଶ୍ରୀରାମଚନ୍ଦ୍ର ନୋଡାଲ ହାଇସ୍କୁଲରେ। ଏହି କାରଣରୁ ଦୀର୍ଘ…
ଅଧିକ ଖବର ଦେଖନ୍ତୁ...

ଆଷାଢ଼ ସରିଲା; ଜମି ପଡ଼ିଆ

ମାର୍ଶାଘାଇ: ଆଷାଢ ସରିଲା। ତଥାପି ବିଲକୁ ଲଙ୍ଗଳ ଗଲାନି। ଗତ ଖରିଫ ଋତୁରେ ଏହି ସମୟରେ ରୁଆବେଉଷଣ ଚାଲିଥିବାବେଳେ ଚାଷୀ ତଳିଘେରା ପ୍ରସ୍ତୁତି କରୁଛି। ତଳି ପଡିବ ଆଉ ତଳି ରୁଆ ପାଇଁ ପାଖାପାଖି ମାସେ ସମୟ ଲାଗିବ। ସେତେବେଳକୁ ଶ୍ରାବଣ ମାସ ଶେଷ ହୋଇଥିବ। ଏଥିରେ ଖରିଫ ଧାନ ଚାଷ କିପରି ହେବ…
ଅଧିକ ଖବର ଦେଖନ୍ତୁ...

ତୁଟିଲା ଜାଗା ସମସ୍ୟା, ଆଜବେଷ୍ଟସ୍‌ ଘରେ କେତେ ଦିନ ଆଦର୍ଶ ଥାନା?

ପଟ୍ଟାମୁଣ୍ତାଇ: ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ନିର୍ମାଣ ପାଇଁ ଆହାର କେନ୍ଦ୍ର ନିକଟରେ ଜଳସଂପଦ ବିଭାଗ ଜାଗାକୁ ଥାନା ନାମରେ ପଟ୍ଟା ଦିଆଯାଇଛି। ଜାଗା ସମସ୍ୟା ତୁଟିଛି। ଏପଟେ ବ୍ୟୟ ଅଟକଳ ଅଧିକ ଦେଖାଇ ଗୃହ ନିର୍ମାଣ ପାଇଁ ଆସିଥିବା ୨ କୋଟି ଟଙ୍କା ଫେରାଇ ଦିଆଯାଇଛି। ଏଷ୍ଟିମେଟର ସଂଶୋଧନ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ବିକାଶ ପରିଷଦର ସାଧାରଣ ବୈଠକ: କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ମିଳିତ ପ୍ରୟାସ ଲୋଡ଼ା

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ ଓ ଶିଳ୍ପର ବିକାଶ ଆଶାନୁରୂପ ହୋଇ ନାହିଁ। ରାଜ୍ୟର ଅର୍ଥନୈତିକ ମାନଚିତ୍ରରେ ଏବେ ବି ଜିଲ୍ଲା ପଛୁଆ ହୋଇ ରହିଛି। ଜିଲ୍ଲାର ବିକାଶ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ ଜାଲ୍‌ ଦସ୍ତଖତରେ ନିଯୁକ୍ତିପତ୍ର: ପାଟକୁରା ଥାନାରେ ମାମଲା; ପୁଲିସର ଛାନଭିନ୍

ଗରଦପୁର : ୫-ଟି ସଚିବ ଭିକେ ପାଣ୍ତିଆନଙ୍କ ସ୍ବାକ୍ଷରରେ ଜାଲ୍‌ ନିଯୁକ୍ତିପତ୍ର ଦେଇ ଠକିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ଥାନାରେ ଏନେଇ ଅଭିଯୋଗ ହେବାପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ପାଟକୁରା ଥାନା ଅନ୍ତର୍ଗତ ତଳକୁସୁମା…
ଅଧିକ ଖବର ଦେଖନ୍ତୁ...

ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଲା!

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବ୍ଲକ ଅନ୍ତର୍ଗତ କେୟାରବାଙ୍କ ଗ୍ରାମର ଜଣେ ବ୍ୟକ୍ତି ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ କେୟାରବାଙ୍କ ଗ୍ରାମର ନାଗମଣି ମଳିକ(୬୫), ଟହଲା ମଳିକ ଓ ଦସୁଆ ମଳିକ ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ ଟା…
ଅଧିକ ଖବର ଦେଖନ୍ତୁ...

ଚାଆଁରାକୋଲ୍ଲା ବିଦ୍ୟାଳୟରେ ଅସଜଡା ଭିତ୍ତିଭୂମି, ଅନୁଦାନ ଅର୍ଥ କୁଆଡ଼େ ଗଲା?

ରାଜନଗର: ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କମ୍ପୋଜିଟ ଗ୍ରାଣ୍ଟ୍‌ ମାଧ୍ୟମରେ ବିଦ୍ୟାଳୟକୁ ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି। ଏହି ଅର୍ଥରେ ଅଗ୍ରାଧିକାର ଭିତ୍ତିରେ ସ୍ବଚ୍ଛତା ବଜାୟ ରଖିବା ସହ ବିଦ୍ୟୁତିକରଣ ଓ ବାଡବନ୍ଦୀ କରିବା ପାଇଁ କୁହାଯାଇଛି। ରାଜନଗର…
ଅଧିକ ଖବର ଦେଖନ୍ତୁ...

ତୁଳସୀକ୍ଷେତ୍ରରେ ଲାଗିଲା ଶ୍ରୀବଳଦେବଜୀଉଙ୍କ ରଥ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଶେଷ ହେଲା ବାହୁଡ଼ାଯାତ୍ରାରେ ରଥଟଣା। ଗୁଣ୍ଡିଚା ମନ୍ଦିରରୁ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କୁ ପହଣ୍ଡି କରି ରଥ ଉପରକୁ ବିଜେ କରାଯାଇଥିଲା। ପରଦିନ ବା ଗତକାଲି ଛେରାପହଁରା କରିବା ପରେ ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ବ୍ରହ୍ମ ତାଳଧ୍ୱଜ ରଥ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପାସ୍‌ କରିଛନ୍ତି ୨୩୦୩: କଲେଜରେ ସିଟ୍‌ ସଂଖ୍ୟା ୭୩୬

ରାଜନଗର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅଭୂତପୂର୍ବ ସଫଳତା ମିଳିଛି। ଛାତ୍ରଛାତ୍ରୀ ଯେଉଁ ହାରରେ ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ତାହା ଇତିହାସରେ ସର୍ବକାଳିନ ରେକର୍ଡ। ଅଧିକାଂଶ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଛନ୍ତି। ଯେତିକି ଛାତ୍ରଛାତ୍ରୀ ପାସ…
ଅଧିକ ଖବର ଦେଖନ୍ତୁ...

ଚିତ୍ରୋତ୍ପଳାରେ ଦୁଇ ନାବାଳକଙ୍କ ସଲିଳ ସମାଧି

ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ ମିଶର ଗ୍ରାମରେ ରବିବାର ଦିନ ଦୁଃଖଦ ଘଟଣା ଘଟିଛି। ଗାଧୋଉଥିବା ବେଳେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଏହି ଗ୍ରାମର ଦୁଇ ନାବାଳକଙ୍କ ପ୍ରାଣ ହରାଇଛନ୍ତି। ସେମାନେ ହେଲେ, ଆଶିଷ କୁମାର ମଲିକଙ୍କ ପୁଅ ଆର୍ୟ୍ୟାନ୍ ମଲିକ(୧୧) ଓ ତାଙ୍କ ଘରକୁ…
ଅଧିକ ଖବର ଦେଖନ୍ତୁ...