ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ତିନି ମହଲାରୁ ଡ଼େଇଁ ମାନସିକ ବିକାରଗ୍ରସ୍ତ ମହିଳା ଜୀବନ ହାରିଲେ

ଜୟପୁର: ତିନିମହଲା କୋଠା ଉପରୁ ଜଣେ ମହିଳା ଡେଇଁ ଜୀବନ ହାରିଛନ୍ତି। କୋରାପୁଟ ଜିଲ୍ଲା ଜୟପୁରରେ ଏଭଳି ଅଘଟଣ ଘଟିଛି। ମୃତ ମହିଳା ହେଲେ ହେମଲତା ବୈଦ (୪୬)। ସୂଚନା ଅନୁସାରେ ସ୍ଥାନୀୟ ରାଜନଗର ଛକରେ ରହୁଥିବା ସନ୍ଦୀପ ସଭାଦାରଙ୍କ ପତ୍ନୀ ହେମଲତା ବୈଦ ସୋମବାର ସକାଳ ସାଢ଼େ ୭ଟା ବେଳେ…
ଅଧିକ ଖବର ଦେଖନ୍ତୁ...

ଅବିଭକ୍ତ କୋରାପୁଟ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବେଶି ଭଲ ପାଆନ୍ତି: ୫-ଟି ଅଧ୍ୟକ୍ଷ

ଜୟପୁର: ‘‘ଆମ ଓଡିଶା, ନବୀନ ଓଡିଶା’’ କାର୍ଯ୍ୟକ୍ରମରେ ଶନିବାର ଅବିଭକ୍ତ କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାର ୧୧ଟି ବିଧାନସଭାର ଲୋକଙ୍କୁ ନେଇ ଜୟପୁର ଠାରେ ପୃଥକ ପୃଥକ ଭାବେ ଦଶହରାପଡ଼ିଆ ଠାରେ ଜୟପୁର ନିର୍ବାଚନମଣ୍ଡଳୀ ଓ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଅବିଭକ୍ତ କୋରାପୁଟ,…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲାରେ ୫-ଟି ଅଧ୍ୟକ୍ଷ: ଅପପ୍ରଚାରର ଜବାବ ଦେବାକୁ ଆହ୍ବାନ

କୋରାପୁଟ/ଜୟପୁର: ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୪ଘଣ୍ଟା ପରିଶ୍ରମ କରୁଛନ୍ତି। କିନ୍ତୁ କିଛି ଲୋକ ଓଡ଼ିଶାକୁ ବଦନାମ କରିବା ପାଇଁ ଅପପ୍ରଚାର ଚଳାଇଛନ୍ତି। ସେମାନଙ୍କୁ ଜବାବ ଦେବାକୁ ହେବ ବୋଲି ଆହ୍ବାନ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। କୋରାପୁଟଗସ୍ତରେ…
ଅଧିକ ଖବର ଦେଖନ୍ତୁ...

ବିଜେଡି ସରକାର ଭୟଭୀତ, ଛାତ୍ରଛାତ୍ରୀଙ୍କୁ ପଥଭ୍ରଷ୍ଟ କରନ୍ତୁନି କହିଲା କଂଗ୍ରେସ

କୋରାପୁଟ/ଜୟପୁର: ୫ଟି ଅଧ୍ୟକ୍ଷଙ୍କ କୋରାପୁଟ ଓ ଜୟପୁର ଗସ୍ତ କାର୍ଯ୍ୟକ୍ରମ ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ବିଜେଡି ସରକାର କେତେ ଭୟଭୀତ ସ୍ପଷ୍ଟ ଜଣା ପଡୁଛି ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। କୋରାପୁଟ ଗସ୍ତ ପୂର୍ବରୁ କୋରାପୁଟ ପୁଲିସ ଦ୍ଵାରା ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ତଦନ୍ତ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଇଥିଲେ ଅତିରିକ୍ତ ରାଜସ୍ବ ନୀରିକ୍ଷକ; କୋର୍ଟରୁ ମିଳିଲା ୩ବର୍ଷ ସଶ୍ରମ…

ଜୟପୁର: ପୂର୍ବପୁରୁଷ ନାଁରେ ଥିବା ଜମିର ମାଲିକାନାସତ୍ତ୍ବ ପରିବର୍ତ୍ତନ ପାଇଁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଲାଂଚ ନେବା ମାମଲାର ବିଚାର  କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ଗୁଣୁପୁର ତହସିଲର ମଛଖୁନି ରାଜସ୍ବ ସର୍କଲର ଅବସରପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ମହିଳା ସଶକ୍ତ ହେଲେ ଦେଶ ଆଗେଇବ, ପଛୁଆ ଅଂଚଳକୁ ଆଗୁଆ କରିବାକୁ ନିଅ ଶପଥ: ରାଜ୍ୟପାଳ

ଜୟପୁର/ବୋରିଗୁମ୍ମା: ମହିଳା ହେଲେ ଶକ୍ତିର ରୁପ। ମାଁ’ ଦୁର୍ଗା, କାଳି ଲକ୍ଷ୍ମୀ, ସରସ୍ବତୀ, ପାର୍ବତୀଙ୍କର ଅବତାର। ଶକ୍ତିର ଆଧାର।  ତେଣୁ ସଶକ୍ତ ହୋଇ ଦେଶକୁ ଆଗେଇ ନେବାର କ୍ଷମତା ମହିଳା ମାନଙ୍କ ମଧ୍ୟରେ ରହିଛି । ରାଜ୍ୟର ପଛୁଆ ଅଂଚଳ ଭାବେ ଗଣାଯାଉଥିବା ଅଂଚଳକୁ ଆଗୁଆ କରିବାକୁ ମହିଳା…
ଅଧିକ ଖବର ଦେଖନ୍ତୁ...

ଗଭୀର ନଳକୂଅ ଯୋଜନା: ଡିସେମ୍ବର ୩୦ ଯାଏଁ କରିପାରିବେ ଆବେଦନ

ଜୟପୁର: ମହିଳା ବିଦ୍ୟୁତ ଚାଳିତ ଓ ସୌର ଶକ୍ତି ପମ୍ପ ମାଧ୍ୟମରେ ଗଭୀର ନଳକୂପ ଖନନ ପାଇଁ ପଞ୍ଜୀକରଣ ଓ ଅଂଶଧନ ଦାଖଲ ସମୟ ସୀମାକୁ ରାଜ୍ୟ ଉଠା ଜଳସେଚନ ନିଗମ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ୩୦ ତାରିଖକୁ ବୃଦ୍ଧି କରାଯାଇଛି। ଗଭୀର ନଳକୂପ ସେଚ ପ୍ରକଳ୍ପ ପାଇଁ ଆବେଦନର ଶେଷ ତାରିଖ ୧୬ ତାରିଖ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ନାବାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

କୋରାପୁଟ: ଗତ ରାତିରେ ମାଥାଲପୁଟଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ, ଦାମନଯୋଡି ମୁଖ୍ୟ ରାସ୍ତାକଡ଼ରେ ଥିବା କଳାହାଣ୍ଡି ବସ୍ତିର ଡିଙ୍ଗର ନାୟକଙ୍କ ପୁଅ ରାଜ ନାୟକ (୧୨) ରାତି ପ୍ରାୟ ୯…
ଅଧିକ ଖବର ଦେଖନ୍ତୁ...

ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଲମତାପୁଟ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

କୋରାପୁଟ: ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଲମତାପୁଟ ଆରଆଇ ଓ ପିଅନଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଲମତାପୁଟ ଆର ଆଇ ବିଜୟ କୁମାର ବାଘ। ଅଭିଯୋଗ ହେବା ପରେ ଆଜି ହରି ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…
ଅଧିକ ଖବର ଦେଖନ୍ତୁ...

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍

ଜୟପୁର: ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସ୍‌ବୁକ୍‌ ପେଜ୍‌କୁ ହ୍ୟାକର୍ ହ୍ୟାକ୍ କରିଦେଇଛନ୍ତି। ଏନେଇ ଥାନାରେ ଏତଲା ଦେଇଥିବା ନେଇ ଫେସବୁକ୍ ରେ ସୂଚନା ଦେଇଛନ୍ତି ନିଜେ ବିଧାୟକ।
ଅଧିକ ଖବର ଦେଖନ୍ତୁ...