ଅନୁସନ୍ଧାନ କରୁଥିବା ବର୍ଗ
ମାଲକାନଗିରି
ଚିତ୍ରକୋଣ୍ଡା ବିଜେଡି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟାଙ୍କୁ ଜୋରଦାର ସ୍ବାଗତ
ମାଲକାନଗିରି: ଚିତ୍ରକୋଣ୍ଡା ବିଜେଡି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକ ଶୁକ୍ରବାର ମାଲକାନଗିରି ଜିଲ୍ଲାରେ ପହଞ୍ଚିବା ପରେ ଗୋବିନ୍ଦପାଲ୍ଲୀ ଠାରେ ଭବ୍ୟ ସ୍ବାଗତ କରାଯାଇଥିଲା।ଗୋଷ୍ଠୀ କନ୍ଦଳ ଯୋଗୁଁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଦେବା ନେଇ ବିଜେଡି ଦଳରେ ଦ୍ବନ୍ଦ ଲାଗି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନକ୍ସଲ ପ୍ରବଣ ଅଂଚଳ ପାଇଁ ୩ଟି ହେଲିକପ୍ଟର ବ୍ୟବହାର
ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳ ପାଇଁ ୩ଟି ହେଲିକେପ୍ଟର ବ୍ୟବହାର ହୋଇଥିଲା। ପ୍ରାୟ ୪୨ଟି ବୁଥ ନକ୍ସଲ ପ୍ରବଣ ଅଂଚଳରେ ରହିଥିଲା। ଏହି ଅଂଚଳ ସଂପୂର୍ଣ୍ଣ ନକ୍ସଲଙ୍କ କବଜାରେ ରହିଥିବାରୁ ଯେପରି ସୁରୁଖୁରୁରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନକ୍ସଲ ପ୍ରଭାବିତ ଅଞ୍ଚଳରେ କଡ଼ାସୁରକ୍ଷାରେ ମତଦାନ ଶେଷ; ନିୟୋଜିତ ଥିଲେ ୬୦ ହଜାର ସୁରକ୍ଷାକର୍ମୀ
ମାଲକାନଗିରି: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବସ୍ତର ଲୋକସଭା ଆସନରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଶେଷ ହୋଇଛି। ମୋଟ୍ ୬୩.୪୧ ପ୍ରତିଶତ ମତଦାନ ହୋଇଛି। ପ୍ରଥମ ଥର ପାଇଁ ନକ୍ସଲ ଏହି ନିର୍ବାଚନରେ ହିଂସା ଘଟାଇ ପାରିନଥିଲେ। ପ୍ରାୟ ୬୦ ହଜାର ସୁରକ୍ଷାକର୍ମୀ ଏହି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କାଙ୍କେର ଏନ୍କାଉଣ୍ଟରରୁ ସ୍ପଷ୍ଟ: ମହିଳା କ୍ୟାଡରଙ୍କୁ ଢାଲ କରି ଖସୁଛନ୍ତି ପୁରୁଷ ନକ୍ସଲ!
ମାଲକାନଗିରି: ମାଲକାନଗିରି ଏବଂ ଛତିଶଗଡ଼ର ବହୁ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରୁଥିବା ମହିଳା ନକ୍ସଲ ମାଓ ସଂଗଠନରେ ଚାଲିଥିବା ଭିତିରି ଗୁମର ପଦାକୁ ଆଣିଥିଲେ। ସେଥିମଧ୍ୟରୁ କିପରି ମହିଳା ନକ୍ସଲଙ୍କୁ ନିର୍ଯାତନା, ଅସଦାଚରଣ ଏବଂ ଗୁଳିବିନିମୟ ବେଳେ ଢାଲ କରାଯାଉଛି ତାକୁ ନେଇ ମୁହଁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମାଲକାନଗିରିରେ ପାଣିର ଉତ୍କଟ ସମସ୍ୟା: କାଗଜ କଲମରେ ସବୁ ଠିକ ଚାଲିଛି
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ପ୍ରଚଣ୍ଡ ଗ୍ରୀଷ୍ଣର ତାଣ୍ଡବ। ଗୋଟିଏ ପଟେ ଗରମରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଦାଉ ସାଧିଛି ପାଣି। ଜିଲ୍ଲାର ସାତୋଟି ଯାକ ବ୍ଲକର ଅବସ୍ଥା ଅତି ସଂଗୀନ ରହିଛି। ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ବିଭାଗ ପାଖରେ ସବୁ ଠିକ ଚାଲିଛି। ଜଳ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ୨ଟି ମାଓ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର
ମାଲକାନଗିରି: ରାତି ପାହିଲେ ଦେଶର ବିଭିନ୍ନ ସ୍ଥାନ ସହିତ ଛତିଶଗଡ଼ରେ ମଧ୍ୟ ମତଦାନ ହେବ। କିନ୍ତୁ ଏହା ପୂର୍ବରୁ ବିଏସଏଫ ଓ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଅନ୍ତର୍ଗତ ବୋଡିଗାଟା ବିଏସଏଫ କ୍ୟାମ୍ପ, ଏମ୍ପିଭି-୨୧ ବିଏସଏଫ କ୍ୟାମ୍ପ ଏବଂ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଶରତ ବୁରୁଦାଙ୍କୁ ଚିତ୍ରକୋଣ୍ଡାରେ ପ୍ରାର୍ଥୀ କଲା ଆପ୍, ଚତୁର୍ମୁଖୀ ଲଢେଇ ଆଶଙ୍କା
ମାଲକାନଗିରି: ଚିତ୍ରକୋଣ୍ଡା ବିଧାନସଭାରେ ବିଜେଡି, ବିଜେପି ଓ କଂଗ୍ରେସ ପୂର୍ବରୁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ଆଜି ଆମ୍ ଆଦମୀ ପାର୍ଟି (ଆପ୍) ନିଜର ପ୍ରାର୍ଥୀ ଘୋଷଣା କରିଛି। ଗତ କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇ ଆପ୍ରେ ସାମିଲ ହୋଇଥିବା ଶରତ ଚନ୍ଦ୍ର ବୁରୁଦାଙ୍କୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଲୋକସଭା ନିର୍ବାଚନ-୨୦୨୪ ପାଇଁ ଆସନ୍ତାକାଲି (ଏପ୍ରିଲ୧୯)ରେ ମତଦାନ ହେବ। ଏହାକୁ ଆଖି ଆଗରେ ରଖି ପୁଲିସ, ବିଏସଏଫ, ସିଆରପିଏଫ ଏବଂ ଛତିଶଗଡ଼ର ସମସ୍ତ ସୁରକ୍ଷାକର୍ମୀ ଆଲର୍ଟ ହୋଇୟାଇଛନ୍ତି। ନକ୍ସଲଙ୍କ ଗତିବିଧି ଉପରେ ମାଲକାନଗିରି ପୁଲିସ ସମେତ ଛତିଶଗଡ଼ ପୁଲିସ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନକ୍ସଲ ଦମନ ପାଇଁ ନେତୃତ୍ବ ନେଇଥିଲେ ଲକ୍ଷ୍ମଣ; ୪୫ ମାଓବାଦୀଙ୍କୁ ନିହତ ସହ ୭ ଥର ପାଇଛନ୍ତି ରାଷ୍ଟ୍ରପତି ପଦକ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଂଚଳର ହେପାଟୋଲା ଜଂଗଲରେ ମଙ୍ଗଳବାର ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ୨୯ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ବନ୍ଧୁକ ସହ ମାଓ ସାମଗ୍ରୀ ଜବତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଆମ୍ବୁସ୍ କରିବାକୁ ଆସି ଫସିଗଲେ ମାଓବାଦୀ: ଦେଶର ତୃତୀୟ ବୃହତ୍ ଏନ୍କାଉଣ୍ଟର
ମାଲକାନଗିରି: ନିର୍ବାଚନ ବେଳେ ରକ୍ତରଞ୍ଜିତ କରିବାକୁ ଯୋଜନା ଥିଲା। କିଛିଦିନ ହେଲା ଗୋଳାବାରୁଦ ସଂଗ୍ରହ ସହ ସଂଗଠନର କଳେବର ବୃଦ୍ଧି କରୁଥିଲେ। କିନ୍ତୁ ସୁରକ୍ଷା କର୍ମୀଙ୍କୁ ଆମ୍ବୁସ୍ରେ ଫସାଇବା ପୂର୍ବରୁ ନିଜେ ଫସିଗଲେ। କାଙ୍କେର ଜିଲ୍ଲା ଛୋଟିବେଠିଆ ଥାନା ହାପାଟୋଲା ଜଙ୍ଗଲରେ ଗତକାଲି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...