ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ଭଲ ଖବର: ନିଜ ଉଦ୍ୟମରେ ଜଳଛତ୍ର ଖୋଲି ମନୁଷ୍ୟ ଓ ପଶୁପକ୍ଷୀଙ୍କୁ ପାଣି ଦିଅନ୍ତି ଦିନ ମଜୁରିଆ

ମାଲକାନଗିରି: ସାରା ରାଜ୍ୟରେ ଏବେ ଗ୍ରୀଷ୍ଣର ପ୍ରଖର ତାତିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି। ମାଲକାନଗିରି ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡି ନାହିଁ। ଜିଲ୍ଲାରେ ପାରା ୪୩ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚିଯାଉଛି। ତେବେ ଗରମରେ କେବଳ ଲୋକେ ହିଁ ହଇରାଣ ହେଉନାହାନ୍ତି ବରଂ ପଶୁ ପକ୍ଷୀ ମଧ୍ୟ ତ୍ରାହି ଡାକ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ବିଜେଡିର ୨, କଂଗ୍ରେସର ୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ମାଲକାନଗିରି: ଆଜି ମାଲକାନଗିରି ବିଧାନସଭା ଆସନ ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନରୁ କଂଗ୍ରେସ ଏବଂ ବିଜେଡିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଗରମକୁ ଖାତିରି ନକରି ବିଜେଡି ଓ କଂଗ୍ରେସ ନିଜ ନିଜର ପରାକ୍ରମ ଆଜି ମାଲକାନଗିରିରେ ଦେଖାଇଛନ୍ତି। ବିଜେଡିର ମାଲକାନଗିରି ବିଧାନସଭା ଆସନ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ସୀମାନ୍ତରେ କାରରୁ ୩୦ ଲକ୍ଷ ଜବତ:

ମାଲକାନଗିରି: ଛତିଶଗଡ଼ ସୀମାରେ ୩୦ ଲକ୍ଷ ଜବତ। ନିର୍ବାଚନ ନେଇ ସୀମାରେ ହାଇ ଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୁଲିସ ଯାଞ୍ଚ କରୁଥିବା ସମୟରେ କାରରୁ ୩୦ ଲକ୍ଷ ଟଙ୍କା ଜବତ କରିଛି। ପୁଲିସ କାରରେ ବସିଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭରକୁ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ୧୦ ମେଗା ପାଇପ ଜଳ ଯୋଗାଣ କାର୍ଯ୍ୟ ସରିବ କେବେ? ପାଣିକୁ ଅନେଇଛନ୍ତି ୭୨୦ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗ୍ରୀଷ୍ଣର ପ୍ରଖରତା ବଢିବାରେ ଲାଗିଛି। ଲୋକେ ସକାଳ ୧୦ ହେଲେ ଘରୁ ଆଉ ପଦାକୁ ବାହାରିବା ମୁସକିଲ ହୋଇପଡୁଛି।ତାପମାତ୍ରା ୪୨ ଡେଇଁଲାଣି। ଗରମରୁ ଲୋକେ ମୁକୁଳିପାରୁନଥିବା ବେଳେ ପାଣି ସମସ୍ୟା ମଧ୍ୟ ଉତ୍କଟ ହେବାକୁ ଲାଗିଲାଣି। ଗାଁଗାଁରେ ଏବେ ନଈନାଳ,…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ପି ପ୍ରାର୍ଥୀ ଲଳିତ ମାଡ଼କାମୀ ନାମାଙ୍କନ ପତ୍ର ଦାଖଲ କଲେ

ମାଲକାନଗିରି: ମାଲକାନଗିରି ବିଧାନସଭା ଆସନ ପାଇଁ ବିଏସପି ପ୍ରାର୍ଥୀ ଲଳିତ ନାରାୟଣ ମାଡକାମୀ ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳଙ୍କ ନିକଟରେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ବସଷ୍ଟାଣ୍ଡ ନିକଟରୁ ନିଜ କର୍ମୀମାନଙ୍କ ସହ ବାହାରି ଉପଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଓ ମାଥିଲିରେ ବିଜେଡି ସାଂଗଠାନିକ ସଂପାଦକଙ୍କ ବୈଠକ

ମାଲକାନଗିରି: ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମାଲକାନଗିରିରେ ପହଞ୍ଚି ଏକ ଗୁୁରତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଲାଠିଆଗୁଡ଼ାରେ ବିଜେଡି କାର୍ଯ୍ୟାଳୟରେ ବିଧାୟକ ପ୍ରାର୍ଥୀ ମାନସ ମାଡକାମୀଙ୍କ ସମେତ ସମସ୍ତ ବରିଷ୍ଠ ନେତା ଓ କର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ…
ଅଧିକ ଖବର ଦେଖନ୍ତୁ...

କାଂକେର ଏନକାଉଣ୍ଟର ଘଟଣା: ୨୯ ମାଓବାଦୀଙ୍କ ଶବ ଚିହ୍ନଟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଗତ ୧୬ ତାରିଖରେ ପୁଲିସ ଓ ନକ୍ସଲ ଗୁଳିବିନିମୟରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ସେମାନଙ୍କର ଚିହ୍ନଟ ସରିଛି। ସମସ୍ତ ମୃତ ନକ୍ସଲଙ୍କ ନାମରେ ଘୋଷିତ ପୁରସ୍କାର ଟଂକା ଏବଂ ବନ୍ଧୁକର ମୂଲ୍ୟ ହେଉଛି ୧ କୋଟି ୮୫…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀଙ୍କ ନାମାଙ୍କନ ପତ୍ର ଦାଖଲ

ମାଲକାନଗିରି: ମାଲକାନଗିରି ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ ରାମ ମନ୍ଦିରରେ ପୂଜାର୍ଚ୍ଚନା କରି ନରସିଂହ ନିଜର ସମର୍ଥକମାନଙ୍କ ସହ ପଦଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଆତଶବାଜୀ ଓ…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ପ୍ରେସରବୋମା ବିସ୍ଫୋରଣରେ ଗ୍ରାମବାସୀଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଂଗଲରେ ଖଞ୍ଜିଥିବା ବୋମା ବିସ୍ଫୋରଣରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅଂଚଳର ମୁତବେଣ୍ଡି ଜଂଗଲରେ ଗଡିଆ କାବାସୀ ନାମକ ଜଣେ ୧୮ ବର୍ଷର ଯୁବକ ଜଂଗଲକୁ କୌଣସି…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ୬ ନକ୍ସଲ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନିଷିଦ୍ଧ ମାଓବାଦୀଙ୍କ ଆତ୍ମସମର୍ପଣ କାର୍ଯ୍ୟକ୍ରମ ଯାହା ସଫଳ ଫଳାଫଳ ପ୍ରଦାନ କରୁଛି “ଅପରେସନ୍ ଚାୟୁଥା”। ଆଜି ଛତିଶଗଡର କିଷ୍ଟରାମ ଥାନା ଅଧୀନରେ ଥିବା ତେଲେଙ୍ଗାନା-ଛତିଶଗଡ଼ ସୀମାବର୍ତ୍ତୀ ଗ୍ରାମ…
ଅଧିକ ଖବର ଦେଖନ୍ତୁ...