ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ତିନି ରାଜ୍ୟର ମିଳିତ କମ୍ବିଂ ଆରମ୍ଭ ହେବ

ମାଲକାନଗିରି : ମାଲକାନଗିରି ଜିଲ୍ଲାକୁ ମାଓବାଦୀ ମୁକ୍ତ ଅଞ୍ଚଳ କରିବା ପାଇଁ ସମୟ ଲାଗିବ। ବିଳମ୍ବ ହେଲେ ମଧ୍ୟ ମାଓବାଦୀଙ୍କୁ ଦମନ କରାଯିବ। ମାଓ ଦମନ ପାଇଁ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ର ପୁଲିସ ପକ୍ଷରୁ ମିଳିତ କମ୍ବିଂ କରାଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ଗୁଳିବିନିମୟରେ ୩ ନକ୍ସଲ ମୃତ

ମାଲକାନଗିରି: ଗତକାଲି ରାତିରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ- ନକ୍ସଲ ଗୁଳି ବିନିମୟରେ ତିନିଜଣ ହାର୍ଡକୋର ନକ୍ସଲଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ଠାରୁ ୩ଟି ସ୍ୱୟଂଚାଳିତ ମାରଣାସ୍ତ୍ର (ଏକେ ୪୭, ଏସଏଲଆର ଓ ଇନସାସ୍‌ ରାଇଫଲ )ଜବିତ କରାଯାଇଛିି। ଛତିଶଗଡ଼ ପୁଲିସ ସୂତ୍ରରୁ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ରାମାଗୁଡା ଜଂଗଲରେ ବାର୍ଷିକୀ ପାଳନ କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ରାମାଗୁଡା ଜଂଗଲରେ ହୋଇଥିବା ଏନକାଉଣ୍ଟରର ବାର୍ଷିକୀ ପାଳନ କରିଛି ନକ୍ସଲ ସଂଗଠନ। ଏହି କାର୍ଯ୍ୟକ୍ରମରେ ୪ ରାଜ୍ୟର ନକ୍ସଲ ଯୋଗଦେବାର ସୂଚନା ମିଳିଥିଲା। ତେବେ କେଉଁମାନେ ଯୋଗ ଦେଇଥିଲେ ସ୍ପଷ୍ଟ ହୋଇପାରିନି। ତେବେ…
ଅଧିକ ଖବର ଦେଖନ୍ତୁ...

୫ କ୍ୱିଣ୍ଟାଲ ଗଂଜେଇ ଜବତ, ଜଣେ ଗିରଫ

ମାଲକାନଗିରି/ଖଇରପୁଟ/ଗୋବିନ୍ଦପାଲ୍ଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ପୋଲିସ ଆଜି ୫କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖଇରପୁଟ ପୁଲିସକୁ ଖବର ମିଳିଥିଲା ଯେ ଗୋଟିଏ ପିକଅପ୍‌ ଭ୍ୟାନରେ ଗଂଜେଇ ଚୋରା ଚାଲାଣ ହେଉଛି। ଏହାପରେ ଖଇରପୁଟ ଥାନା…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟରରେ ପୁଲିସ କ୍ୟାମ୍ପକୁ ଯିବ ରାସନ୍‌  

ମାଲକାନଗିରି : ପୁଲିସ କ୍ୟାମ୍ପକୁ ରାସନ ନେଇ ଯାଉଥିବା ବୋଟକୁ ମାଓବାଦୀ ଲୁଟ୍‌ କରିବା ପରେ ବିକଳ୍ପ ପଥ ବାଛିବାକୁ ବାଧ୍ୟ ହୋଇଛି ପୁଲିସ। ପୂର୍ବଭଳି ଆଉ ଜଳପଥରେ ରାସନ ପରିବହନ ହେବନାହିଁ। ଆକାଶ ମାର୍ଗରେ କୁନ୍ତୁରପଦର ପୁଲିସ କ୍ୟାମ୍ପକୁ ପଓ୍ଵନହଂସ ହେଲିକପ୍ଟର ଯୋଗେ ରାସନ୍‌ ଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କ ବର୍ବରକାଣ୍ଡ : ଚିତ୍ରକୋଣ୍ଡା ଘାଟରେ ବୋଟ୍‌ ଚାଳକଙ୍କୁ ହତ୍ୟା

ମାଲକାନଗିରି : ବନ୍ଦ ପାଳନର ଦିନକ ପରେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ରାତି ଅନ୍ଧାରରେ ହିଂସା ଘଟାଉଥିବା ମାଓବାଦୀ ପୁଲିସକୁ ଚ୍ୟାଲେଞ୍ଜ ଦେଇ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟକ୍ତିଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ ବିଚ୍ଛିନ୍ନାଞ୍ଚଳ ପଣସପୁଟ…
ଅଧିକ ଖବର ଦେଖନ୍ତୁ...

୧୦ ହଜାରରୁ ଊର୍ଧ୍ୱ ଅଣପଞ୍ଜିକୃତ ବାଇକ ବୁଲୁଛି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୧୦ହଜାରରୁ ଊର୍ଧ୍ୱ ଅଣପଞ୍ଜିକୃତ ଓ ନମ୍ବର ପ୍ଲେଟ ବିହୀନ ବାଇକ ବୁଲୁଛି। ତେବେ ୪ମାସ ତଳେ ଆରଟିଓ ଭାବେ ଯୋଗ ଦେଇଥିବା ପ୍ରହ୍ଲାଦ କୁମାର ବେହେରା ଏଭଳି ବେଆଇନ କାମରେ ଅଙ୍କୁଶ ଲଗାଇବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ବାଇକ ବୁଲୁଥିବା ଖବର ପାଇ ସେ…
ଅଧିକ ଖବର ଦେଖନ୍ତୁ...

ମାଓ ଭୟରେ ଆସିଲେନି, ୩୭.୭୫ପ୍ରତିଶତ ମତଦାନ

ମାଥିଲି,: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ତଥା ଛତିଶଗଡ ସୀମାନ୍ତ ମହପୁପଦର ପଞ୍ଚାୟତ ସମିତି ସଭ୍ୟ ପଦବି ପାଇଁ ଆଜି ବିର୍ନାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚାୟତରେ ମୋଟ ୨୫୭୬ଜଣ ଭୋଟର ରହିଥିବା ବେଳେ ମାତ୍ର ୩୭.୭୫ପ୍ରତିଶତ ମତଦାନ ହୋଇଥିଲା। ଅନ୍ୟପଟେ ଏହି ନିର୍ବାଚନକୁ…
ଅଧିକ ଖବର ଦେଖନ୍ତୁ...

ଗୁରୁପ୍ରିୟା ସେତୁ ବିସ୍ଫୋରଣ ପାଇଁ ଯୋଜନା! ସନ୍ଦେହରେ ୨ ସଦିଗ୍ଧ ଅଟକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳର ଜୀବନରେଖା କୁହାଯାଉଥିବା ନିର୍ମାଣାଧୀନ ‘ଗୁରୁପ୍ରିୟା ସେତୁ’କୁ ବିସ୍ଫୋରଣ କରି ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଥିବା ସନ୍ଦେହରେ ୨ଜଣ ସଦିଗ୍ଧଙ୍କୁ ମଙ୍ଗଳବାର ଅଟକ ରଖିଛି ବିଏସ୍‌ଏଫ ଯବାନ। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସୀମା…
ଅଧିକ ଖବର ଦେଖନ୍ତୁ...

ଯବାନଙ୍କ ଖାଦ୍ୟ ଲୁଟିନେଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଏକ ଘରୋଇ ପାଓ୍ଵାର ବୋଟ୍‌ (ଭୁଟୁଭୁଟି)ରେ ଯବାନଙ୍କ ପାଇଁ ରାସନ୍‌ ସାମଗ୍ରୀ ନିଆଯାଉଥିବା ବେଳେ ଏହାକୁ ଅପହରଣ କରି ନେଇଛନ୍ତି ନକ୍ସଲ। ଗତକାଲି ସଂଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଆଜି ପ୍ରଘଟ ହୋଇଛି। ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...