ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ଯବାନଙ୍କ ଖାଦ୍ୟ ଲୁଟିନେଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଏକ ଘରୋଇ ପାଓ୍ଵାର ବୋଟ୍‌ (ଭୁଟୁଭୁଟି)ରେ ଯବାନଙ୍କ ପାଇଁ ରାସନ୍‌ ସାମଗ୍ରୀ ନିଆଯାଉଥିବା ବେଳେ ଏହାକୁ ଅପହରଣ କରି ନେଇଛନ୍ତି ନକ୍ସଲ। ଗତକାଲି ସଂଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଆଜି ପ୍ରଘଟ ହୋଇଛି। ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ମାଓବାଦୀ ବ୍ୟବସାୟୀଙ୍କୁ ହତ୍ୟା କଲେ, ପୁଲିସ ରେସନ ଲୁଟିଲେ

ମାଲକାନଗିରି : ଓଡ଼ିଶା ଓ ଆନ୍ଧ୍ରପଦେଶ ସୀମାନରେ ଥିବା ମାଓବାଦୀମାନେ ଅତ୍ୟନ୍ତ ହିଂସ୍ର ହୋଇ ଉଠିଛନ୍ତି। ଗତକାଲି  ମାଲକାନଗିରି ସୀମାନ୍ତ ଆନ୍ଧ୍ରପଦେଶରର ବିଶାଖା ଜିଲ୍ଲା ଆନ୍ନଭରରମ ଥାନା ଅନ୍ତର୍ଗତଆନ୍ନାଭରମ ଗ୍ରାମର ଗୋମ୍ପା ଲୋଭା ରାଜୁ(୩୦ ବର୍ଷ) ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ପୁଲିସ ଦ୍ୱାରା ୪ ମାଓବାଦୀ ଗିରଫ

ମାଲକାନଗିରି: ଗତ ଅକ୍ଟୋବର ୭ରେ କୁରୁବ ଗ୍ରାମର ଡମ୍ବରୁ ନାଏକ ହତ୍ୟା ମାମଲା ସହିତ ଜଡ଼ିତ ୪ ମାଓବାଦୀଙ୍କୁ ରବିବାର ମାଲକାନଗିରି ପୁଲିସ ଗିରଫ କରିଥିବା ଜଣାପଡ଼ିଛି। କାଲିମେଳା ଦଲନର ମାଓବାଦୀ ସଙ୍ଗଠନର କମାଣ୍ଡର ରଣଦେବ ନେତୃତ୍ୱରେ ଡମ୍ବରୁଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ଇନଫରମର୍‌…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ବିରୋଧରେ ଗ୍ରାମବାସୀଙ୍କ ମେଳି

ମାଲକାନଗିରି : ଗ୍ରାମର ଉନ୍ନତି ଚାହୁଁଛୁ। ନକ୍ସଲଙ୍କ ଧମକକୁ ଆଉ ଡରିବୁ ନାହିଁ। ନକ୍ସଲଙ୍କ ବିରୋଧରେ ଏକାଠି ହୋଇ ଲଢ଼ିବୁ। ଏଭଳି ନିଷ୍ପତ୍ତି ନେଇ ଆଜି ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଦୋରନାପାଲରେ ଏକାଠି ହୋଇଥିଲେ ଗ୍ରାମବାସୀ। ଏଥିରେ ପଡିଆ ବ୍ଲକର…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୯ଜଣ ମାଓବାଦୀ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଶନିବାର ସକାଳୁ ୯ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଦୀର୍ଘ ୧୨ ବର୍ଷ ହେବ ମାଓବାଦୀ ସଙ୍ଗଠନରେ ସାମିଲ ଥିବା ମାଓବାଦୀମାନେ ନାରାୟଣପୁର ଏସ୍‌ପି ସନ୍ତୋଷ ସିଂହଙ୍କ କାର୍ଯ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ପ୍ରତି ଗାଁରୁ ୧୦ଜଣ ସଂଗଠନରେ ସାମିଲ ହୁଅ

ମାଲକାନଗିରି :  ମାଓ ଆତଙ୍କରୁ ମୁକୁଳିପାରୁନି ମାଲକାନଗିରି ଜିଲ୍ଲା। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ସଂପୂର୍ଣ୍ଣ ରୂପେ ମାଓବାଦୀଙ୍କ କବ୍‌ଜାରେ ରହିଥିବା ବେଳେ ଏବେ ପୁଣି କାଲିମେଳା ଏବଂ ପଡିଆ ବ୍ଲକ୍‌ରେ ସ୍ଥିତି ସଜାଡିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି।   ନକ୍ସଲ ଏଠାରେ ପୋଷ୍ଟର ଏବଂ…
ଅଧିକ ଖବର ଦେଖନ୍ତୁ...

ଡେପୁଟେସନ ପ୍ରତିବାଦ:ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ କୋଇଲିପାରି ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଡେପୁଟେସନକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।  ଲୋକେ ଅସନ୍ତୋଷ ବ୍ୟକ୍ତ କରି ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ତୁରନ୍ତ ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ଡେପୁଟି କମାଣ୍ଡର ଗିରଫ, ମୁଣ୍ଡ ଉପରେ ଥିଲା ୩ ଲକ୍ଷ ପୁରସ୍କାର ଘୋଷଣା

ମାଲକାନଗିରି: ଛତିଶଗଡ଼ର ବିଜାପୁର ଅଞ୍ଚଳର ନକ୍ସଲ କମାଣ୍ଡର ଗୁରୁବାର ଗିରଫ ହୋଇଥିବା ସୂଚନା ମିଳିଛି। ପୁଲିସ ଏନକାଉଣ୍ଟର ବେଳେ ଫୁଟାପଲ୍ଲୀ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ପୁନେମ ସୋନା ଗିରଫ ହୋଇଛି। ପୁନେମଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୩ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ମୋବାଇଲ ଟାଓ୍ଵାରକୁ ଉଡାଇଦେଲେ ମାଓବାଦୀ

ମାଲକାନଗିରି:ଗତକାଲି ରାତିରେ ସିପିଆଇ ମାଓବାଦୀ( ନବୀନ ଗୋଷ୍ଠୀ)ର ୨୦ରୁ ଊର୍ଧ୍ୱ ସଶସ୍ତ୍ର ମାଓବାଦୀ ମାଲକାନଗିରୀ ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖା ଜିଲ୍ଲା ଦରାକୋଣ୍ଡା ଗ୍ରାମରେ ଥିବା ବିଏସଏନଏଲ ମୋବାଇଲ ଟାଓ୍ଵାରକୁ ନିଆଁ ଲାଗାଇ ପୋଡି ଦେଇଛନ୍ତି। ଫଳରେ ଏହି ଅଞ୍ଚଳରେ ଟେଲି ଯୋଗାଯୋଗ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ନାଳରେ ପଡ଼ି ଶ୍ରମିକ ମୃତ

ମାଲକାନଗିରି: ଗତକାଲି ରାତିରେ ମାଲକାନଗିରି ସହରର ପୁରୁଣା ଥାନା ନିକଟରେ ଥିବା ଏକ ନାଳରେ ପଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାମ ଶ୍ରୀନିବାସ ରାଓ ଓ ତାଙ୍କ ଘର ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଠାରେ। ଏଠାରେ ସେ ଅନ୍ୟ ଶ୍ରମିକମାନଙ୍କ ସହିତ ମିଶି ଏକ କୋଠା ନିର୍ମାଣ…
ଅଧିକ ଖବର ଦେଖନ୍ତୁ...