ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ବିଲରେ କାମ ସାରି ଘରକୁ ଫେରୁଥିଲେ; ବଜ୍ରାଘାତରେ ମହିଳା ମୃତ, ଦୁଇ ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡ଼ାବେଡା ପଂଚାୟତର ତେନ୍ତୁଲିଗାଁ ଛକରେ ରବିବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ତିନି ଜଣ ମହିଳା ଜମିରେ କାମ ସାରି ଫେରିବା ସମୟରେ ବଜ୍ରପାତ ହେବା ଯୋଗୁଁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଝରିଗାଁ ବ୍ଲକବାସୀ, ପ୍ରାୟ ଦୁଇ ମାସ ହେବ ଅଚଳ ୧୦୮ ଆମ୍ବୁଲାନ୍ସ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ହୋଇଥିବା ୧୦୮ ଆମ୍ବୁଲାନ୍ସ ଆଜିକୁ ପ୍ରାୟ ଦୁଇ ମାସ ହେବ ଦୁର୍ଘଟଣା ହେବା ପରେ ମରାମତି ପାଇ ପଠାଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ମରାମତି ହୋଇ ହୋଇ ପାରି ନାହିଁ। ଫଳରେ ଝରିଗାଁ ବ୍ଳକର ଗୁରୁତର ରୋଗୀ ଏବଂ ଗର୍ଭବତୀ…
ଅଧିକ ଖବର ଦେଖନ୍ତୁ...

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ଟ୍ରାକ୍ଟରରେ ବୁହା ହେଲେ ଗର୍ଭବତୀ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ମଇନାପଦର ଗ୍ରାମକୁ ପକ୍କା ରାସ୍ତା ନଥିବା ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଟ୍ରାକ୍ଟରରେ ଆଣିବା ପରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷିବ; ୧୨ ଜିଲ୍ଲାକୁ ଅରେଞ୍ଜ; ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳକୁ ଲାଗି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଏବଂ ଆାସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିମଧ୍ୟରୁ ୧୨ଟି…
ଅଧିକ ଖବର ଦେଖନ୍ତୁ...

ନିଆଁରେ ପୋଡ଼ି ପାଞ୍ଚ ବର୍ଷର ଝିଅ ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡଖାଉଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ପାଞ୍ଚ ବର୍ଷର ଝିଅ ଚୁଲି ନିଆଁରେ ପୋଡ଼ି ଯାଇ ଗୁରୁତର ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ ମୁଣ୍ଡଖାଉଗୁଡା ଗ୍ରାମର ମନୋସର ମୁଦୁଲିଙ୍କ ବଡ଼…
ଅଧିକ ଖବର ଦେଖନ୍ତୁ...

ଛାତି ଯନ୍ତ୍ରଣା ପରେ ଡାକ୍ତରଖାନାରେ ଗର୍ଭବତୀଙ୍କ ମୃତ୍ୟ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବାସୁଦେବଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳାଙ୍କୁ ଆଜି ସକାଳୁ ଛାତିରେ ଯନ୍ତ୍ରଣା ହୋଇଥିବା ବେଳେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ପୁଣି ଦାନାବାନ୍ଧୁଛି ଲଘୁଚାପ: ୨୪ ଘଣ୍ଟା ୧୦ ଜିଲ୍ଲାରେ ପ୍ରବଳ ବର୍ଷା; ୧୨ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…
ଅଧିକ ଖବର ଦେଖନ୍ତୁ...

ଧାନ ରୋଇ ଅଭିନବ ପ୍ରତିବାଦ: ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ସୁଧୁରୁନି ହଳଦୀ ଗାଁ ରାସ୍ତା

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ  ହଳଦୀ ଗ୍ରାମର ରାସ୍ତା କାଦୁଅରେ ପଚପଚ ହେବାରୁ ଗ୍ରାମବାସୀମାନେ ରାସ୍ତା ଉପରେ ଧାନ ରୋଇ ଅଭିନବ ପ୍ରତିବାଦ କରିଛନ୍ତି। ସୂଚନାରୁ ପ୍ରକାଶ, ଦୀର୍ଘ ବର୍ଷ ହେବ ହଳଦୀ ଗ୍ରାମ ରାସ୍ତା ମରାମତି ଅଭାବରୁ ବର୍ଷା ହେଲେ…
ଅଧିକ ଖବର ଦେଖନ୍ତୁ...

ଶାଗୁଆନ ଗଣ୍ଡି ଚୋରି ଉଦ୍ୟମ ବିଫଳ; ପିକ୍‌ଅପ୍ ଓ ବୋଲେରୋ ଜବତ, ୬ ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଜଟାବାଲ ସେକ୍ସନ ଅନ୍ତର୍ଗତ ଗଡେଗାଁ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଭୋର ସମୟରେ ଅବାଧରେ ପଶି ଶାଗୁଆନ ଗଛ କାଟି ଗଣ୍ଡି କରି ନେଉଥିବା ସମୟରେ ବନ କର୍ମଚାରୀଙ୍କ ହାତରେ ୬ ଜଣ ଗିରଫ ହୋଇଛନ୍ତି। ସେହିପରି ଗୋଟିଏ ପିକ୍‌ଅପ୍‌ ଓ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

୩କିମି ଚାଲିଚାଲି ଯାଇ ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇଲେ ମେଡିକାଲ୍‌ ଟିମ୍‌

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଉପାନ୍ତ ଗ୍ରାମ ଗୁଡିକରେ ଏଯାବତ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ହୋଇନଥିବା ବେଳେ ଗ୍ରାମବାସୀ ଏକ ପ୍ରକାର ବିଛିନ୍ନ ଅଂଚଳରେ ରହୁଛନ୍ତି। ବିଶେଷ କରି ବର୍ଷା ଦିନ ମାନଙ୍କରେ ରାସ୍ତା ନଥିବା ଗ୍ରାମ ଗୁଡିକରେ ସ୍ୱାସ୍ଥ୍ୟ ସେବା ନକହିବା ଭଲ।…
ଅଧିକ ଖବର ଦେଖନ୍ତୁ...