ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଯନ୍ତାରେ ବାଘ, ଗାଁରେ ବୁଲୁଛି ବାଘୁଣୀ: ଆତଙ୍କିତ ଗ୍ରାମବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କୋଦୋପାଲି ଗାଁରୁ ଶନିବାର ରାତିରେ ଧରାପଡ଼ିଥିବା ମଣିଷଖିଆ ବାଘ (କଲରାପତରିଆ) ଏବେ ବନ ବିଭାଗ ଅଫିସ ପରିସରରେ ଯନ୍ତା ଭିତରେ ରହିଛି। ଅନ୍ୟପକ୍ଷରେ ଗାଁ ଚାରିପଟେ ଏକ ବାଘୁଣୀ (କଲରାପତରିଆ) ପଇଁତରା ମାରୁଛି। ଧରାପଡ଼ିଥିବା ବାଘଟି ଅଣ୍ଡିରା ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ: ପ୍ରତିଯୋଗିତାରେ ୩୬୩ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ରାୟଗଡ଼ା: ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୩ ରାୟଗଡାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୁରଭି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା…
ଅଧିକ ଖବର ଦେଖନ୍ତୁ...

କ୍ରସବୋ ପ୍ରତିଯୋଗିତାରେ ଚମ୍ପିୟନ ଭାଇଭଉଣୀଙ୍କୁ ଭବ୍ୟ ସ୍ବାଗତ

ରାୟଗଡା: ଉତ୍ତରପ୍ରଦେଶର ଆଗ୍ରା ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚାମ୍ପିୟନସିପରୁ ଚମ୍ପିୟନ ହୋଇ ଫେରିଛନ୍ତି ଭାଇଭଉଣୀ ଲୋହିତ ଓ ନେହା ପଟନାୟକ।ରାୟଗଡା ରେଳଷ୍ଟେସନରେ କରାଯାଇଛି ଉଭୟଙ୍କୁ ଭବ୍ୟ ସ୍ୱାଗତ। ରବିବାର ଟ୍ରେନ ଯୋଗେ ରାୟଗଡାରେ ପହଂଚିବା ପରେ ବାପା ଆନନ୍ଦ ଓ ମା’…
ଅଧିକ ଖବର ଦେଖନ୍ତୁ...

ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଜିଲ୍ଲାସମିତି ଗଠନ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଠାରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଜିଲ୍ଲାସମିତି ଗଠନ କରାଯାଇଛି। ଏଥିରେ ଜିଲ୍ଲାସଂଯୋଜକ ଭାବେ କମଳାକାନ୍ତ ବିଶ୍ବାଳ, ସହସଂଯୋଜକ ଭାବେ ଜୟ ଶଙ୍କର ପ୍ରସାଦ ଖାଡଙ୍ଗା, ସୌମ୍ୟନ୍ଦ୍ର ପାଢ଼ୀ, ପାଳକ ଭାବେ ଆଇନଜୀବୀ ସୁଧାଂଶୁ କୁମାର ପାଢ଼ୀଙ୍କୁ ଚୟନ…
ଅଧିକ ଖବର ଦେଖନ୍ତୁ...

ଛେଳିଚାଷୀଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ କର୍ମଶାଳା

ରାଇରଙ୍ଗପୁର/ବହଳଦା: ଛେଳିଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକ ଅର୍ଥ ରୋଜଗାର କରାଇବା ପାଇଁ ଗୋଟ୍ ବ୍ୟାଙ୍କ୍ ଅଫ୍ ଓଡ଼ିଶା ଓ ଏମଜିପିଲ୍ ର ମିଳିତ ଉଦ୍ୟମରେ ବହଳଦା ନିକଟସ୍ଥ ବିଞ୍ଝୁଆ ଗ୍ରାମସ୍ଥିତ ଟସର ପ୍ରକଳ୍ପ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ଉତ୍କଳ ଆଲୁମିନା ଓ ସ୍ବାସ୍ଥ୍ୟ ବିଭାଗର ‘ସିକିଲ ସେଲ‘ ସଚେତନତା କାର୍ଯ୍ୟକ୍ରମ

ରାୟଗଡା: ଜିଲ୍ଲାରେ ସିକଲ୍ ସେଲ୍ ରୋଗ ଜନିତ ଆହ୍ୱାନର ମୁକାବିଲା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଜିଲ୍ଲା ପ୍ରଶାସନ ଓ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହାୟକ ସଂସ୍ଥା ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ୍ ଲିମିଟେଡ ମିଳିତ ଭାବେ ଏକ ବ୍ୟାପକ ସିକଲ୍ ସେଲ୍…
ଅଧିକ ଖବର ଦେଖନ୍ତୁ...

ପୁଣି ମାତିଲେ ହାତୀ: ବ୍ୟାପକ ଧାନ ଫସଲ ନଷ୍ଟ ପରେ କ୍ଷତିପୂରଣ ଦାବି କଲେ ଚାଷୀ

ରାୟଗଡା: ଜିଲ୍ଲାର ଗୁଣୁପୁର ଅଂଚଳରେ ପୁଣି ହାତୀ ମାତିଛନ୍ତି। ଏକର ଏକର ଚାଷ ଜମିରେ ଧାନ ଫସଲ ନଷ୍ଟ କରିଦେଲେ। ଏବେ ଅମଳ କରିବାର ବେଳ ଥିବା ବେଳେ ହାତୀ ଜମିରେ ପଶି ଧାନ ଫସଲ ଖାଇଗଲେ। ଗୁଣପୁର ଅଂଚଳର ଇନ୍ଦ୍ରଗୁଡା, କାରୁଗୁଡା, ହାଉସିଂବୋର୍ଡ ଗାଁରେ ହତୀ ପଶି ଉତ୍ପାତ ମଚାଇଛି। ହାତୀ ଦଳରୁ…
ଅଧିକ ଖବର ଦେଖନ୍ତୁ...

ଯନ୍ତା ଭିତରେ ବାଘ, ଗାଁ ଚାରିପଟେ ବାଘୁଣୀ; ଗାଁରେ ରାମେଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ, ଆତଙ୍କିତ ଗ୍ରାମବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କୋଦୋପାଲି ଗାଁରୁ ଶନିବାର ରାତିରେ ଧରାପଡ଼ିଥିବା ମଣିଷଖିଆ ବାଘ ଏବେ ବନ ବିଭାଗ ଅଫିସ ପରିସରରେ ଯନ୍ତା ଭିତରେ ରହିଛି। ଅନ୍ୟପକ୍ଷରେ ଗାଁ ଚାରିପଟେ ଏକ ବାଘୁଣୀ ପଇଁତରା ମାରୁଛି। ଧରାପଡ଼ିଥିବା ବାଘଟି ଅଣ୍ଡିରା ହୋଇଥିବା ବେଳେ ଗାଁ ଚାରିପଟେ ଘୂରି…
ଅଧିକ ଖବର ଦେଖନ୍ତୁ...

ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଜୀବନ ହାରିଲେ ଯବାନ

ମାଲକାନଗିରି: ଛତିଶଗଡର ସୁକୁମା ଜିଲ୍ଲା ତୋଙ୍ଗପାଲ ଥାନା ଅଞ୍ଚଳରେ ଥିବା ୨୨୭ ସିଆରପିଏଫ୍ ବାହିନୀର ଜଣେ ଯବାନ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଯବାନ ଜଣକ ହେଲେ ମାନପୁର ଅଞ୍ଚଳର ଗୋକରଣ (୩୨)। ସୂଚନା ଅନୁଯାୟୀ, ଶନିବାର ସକାଳ ସାଢ଼େ ୭ଟା ବେଳେ ଯବାନ ଗୋକରଣ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର

ଭୁବନେଶ୍ବର/ଗୋପ: ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ସମୟରେ ଦୁର୍ବୃତ୍ତଙ୍କ ଦ୍ବାରା ସଂଘବଦ୍ଧ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରତାପ ରଂଜନ ପରିଡ଼ାଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛି। ସହିଦ ଯବାନଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଲା…
ଅଧିକ ଖବର ଦେଖନ୍ତୁ...