ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଜମି ପଟ୍ଟା ପାଇଁ ଲାଞ୍ଚ: ବାଲିଶଙ୍କରା ତହସିଲର ପୂର୍ବତନ କିରାଣିକୁ ୪ ବର୍ଷ ଜେଲ୍

ସୁନ୍ଦରଗଡ଼: ଜମି ଦାଖଲ ଖାରଜ ପାଇଁ ଲାଞ୍ଚ ନେବା ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବାଲିଶଙ୍କରା ତହସିଲର ପୂର୍ବତନ ମୁଖ୍ଯ କିରାଣି ମହମ୍ମଦ ସବୀର ହୁସେନଙ୍କୁ ୪ ବର୍ଷ ଜେଲ୍ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ମାମଲାର ବିବରଣୀ ଅନୁସାରେ, ଗତ ୨୦୧୫ରେ ତଳସରା ଥାନା…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୨୯୬.୫୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି – ସୁନଗଡ ନଦୀରେ ସିକୁଆଁ/ସିଲେଟକଣି ନଦୀଗର୍ଭ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କ ଶବ ଆଗରେ ଆଖି ବୁଜିଲେ ସ୍ତ୍ରୀ, ଗୋଟିଏ ଜୁଇରେ ହେଲା ପତି-ପତ୍ନୀଙ୍କ ଅନ୍ତିମ ସତ୍କାର

ବାଲିମେଳା: ଅଗ୍ନିକୁ ସାଖୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସାତ ଜନ୍ମ ସାଙ୍ଗରେ ବଞ୍ଚିବା ପାଇଁ ଦୁହେଁ ଶପଥ ନେଇଥିଲେ। ଏଠି ସ୍ବାମୀଙ୍କ ମୃତଦେହକୁ ଦେଖି ଦୁଃଖକୁ ସହ୍ୟ କରିନପାରି ଶେଷରେ ଆଖି ବୁଜିଛନ୍ତି ସ୍ତ୍ରୀ। ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨…
ଅଧିକ ଖବର ଦେଖନ୍ତୁ...

କୋଶଳ ନାରାରେ ଗର୍ଜିଲା ପଶ୍ଚିମ ଓଡ଼ିଶା: ଶୁନଶାନ ରାସ୍ତାଘାଟ, ବନ୍ଦ ହେଲା ଦୋକାନ ବଜାର

ଦେଓଗାଁ: ଓଲିଉଡକୁ ନେଇ ଲାଗିଥିବା ବିବାଦ ଥମିବାର ନାଁ ନେଉନି। ମନୋଜ ମିଶ୍ରଙ୍କୁ ଓଲିଉଡରୁ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ପରେ ପଶ୍ଚିମ ଓଡ଼ିଶାରେ ୧୦ଟି ଜିଲ୍ଲାରେ ଆକ୍ରୋଶ ଦେଖିବାକୁ ମିଳିଥିଲା ଓ ମନୋଜ୍ ମିଶ୍ରଙ୍କ ବହିଷ୍କାରକୁ ତୁରନ୍ତ ହଟାଇବାକୁ ଚେତାବନୀ ଦିଆଯାଇଥିଲା। ପରେ କୋଶଳ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବି: ସୁବର୍ଣ୍ଣପୁରରେ ଦୋକାନ ବଜାର, ସ୍କୁଲ କଲେଜ ସବୁ ବନ୍ଦ

ବୀରମହାରାଜପୁର: ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ଆଜି ପଶ୍ଚିମ ଓଡ଼ିଶାରେ ମହାବନ୍ଦ। ଏହାର ପ୍ରଭାବରେ ସୁବର୍ଣ୍ଣପୁରରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର, ସ୍କୁଲ କଲେଜ ସବୁ ବନ୍ଦ ଥିବା ଦେଖିବାକୁ ମିଳିଛି। ଜିଲ୍ଲାର ସମସ୍ତ ୬ଟି ବ୍ଲକରେ ବନ୍ଦ ପାଳନ ହେଉଥିବାବେଳେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଲୋକ ଚାହୁଁଥିବାରୁ ରତ୍ନଭଣ୍ଡାର ଖୋଲାଯାଉ: ବିଜୟ ମହାପାତ୍ର

ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲିବା ନେଇ କମିଟି ଗଠନ ହେବା ଦରକାର ରତ୍ନଭଣ୍ଡାର ବି ଖୋଲାଯିବା ଦରକାର। ଏଭଳି ଟିପ୍ପଣୀ ଦେଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ବିଜୟ ମହାପାତ୍ର କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବା ନେଇ ପରିଚାଳନା କମିଟି ଯେଉଁ ସମୟ ସୀମା ନିର୍ଦ୍ଧାରଣ କରୁଛି, ଗଜପତି…
ଅଧିକ ଖବର ଦେଖନ୍ତୁ...

ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଶହେ କୋଟି ପ୍ରକଳ୍ପର ଶିଳାନ୍ୟାସ କ‌ଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ପୁରୀ: ପୁରୀରେ ତିନିଦିନିଆ ଅନ୍ତର୍ଜାତୀୟ ଲକ୍ଷ୍ମୀ ପୁରାଣ ସତ୍ର ଶୁଭାରମ୍ଭ ହୋଇଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସରରେ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀ ସଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

ଡକାୟତଙ୍କ ଆକ୍ରମଣରେ ସ୍ବାମୀ-ସ୍ତ୍ରୀ ଓ ପୁଅ ଗୁରୁତର: ଲୁଟିନେଲେ ଟଙ୍କା, ସୁନା ଅଳଙ୍କାର

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ରାଉତା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଡକାୟତ ଦଳ ଜନୈକ ବ୍ୟବସାୟୀଙ୍କ ଘର ଭିତରେ ପଶି ନାହିଁନଥିବା କାଣ୍ଡ ଘଟାଇଛନ୍ତି। ପରିବାରର ସ୍ବାମୀ, ସ୍ତ୍ରୀଙ୍କ ସମେତ ପୁଅ ଉପରେ ଭୂଜାଲି ଓ ଲୁହାଛଡ଼ରେ ପ୍ରାଣାନ୍ତକ ଆକ୍ରମଣ କରି ଘରୁ ଟଙ୍କା, ସୁନା…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ଷ୍ଟାଇଲରେ ପେଟ୍ରୋଲ ପମ୍ପ ଭିତରେ ସିଗାରେଟ ଜଳାଇ ପାଞ୍ଚ ଛାତ୍ରଙ୍କୁ ମାଡ଼ ମାରିଲେ

ଉତ୍କେଲା: କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଉପରେ ଥିବା ଉତ୍କେଲା ଗ୍ରାମର ଯୁକ୍ତ ୨ ମହାବିଦ୍ୟାଳୟରେ ପଢୁଥିବା ପାଞ୍ଚଜଣ ଛାତ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ଭିଡିଓ ବନାଇ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ଉତ୍କେଲା ପୁଲିସ…
ଅଧିକ ଖବର ଦେଖନ୍ତୁ...

ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି: ସୁନ୍ଦରଗଡ଼ରେ ଚାଲୁନି ଯାନବାହନ, ଦୋକାନବଜାର ବନ୍ଦ

ସୁନ୍ଦରଗଡ଼: ଆଜି ସକାଳ ୬ଟ‌ାରୁ ସନ୍ଧ୍ୟା ୬ଟାପର୍ଯ୍ୟନ୍ତ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ। ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ମହାବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାଵ ପଡ଼ିଛି ସୁନ୍ଦରଗଡ଼ ସହରରେ। କୋଶଳ ସେନା ପିକେଟିଙ୍ଗ କରି ଗାଡ଼ି ମଟର…
ଅଧିକ ଖବର ଦେଖନ୍ତୁ...