ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ପୁରୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ଖୋଲିବାକୁ ପୁଣି ଦାବି କଲେ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ଖୋଲିବାକୁ ପୁଣି ଦାବି କରିଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ରତ୍ନଭଣ୍ଡାର ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ। ତେଣୁ ଏହାକୁ ତୁରନ୍ତ ଖୋଲାଯାଉ। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୁରୀ ଗସ୍ତରେ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି: କଣ୍ଟାବାଞ୍ଜିରେ ଅଖଚକ ବନ୍ଦ

କଣ୍ଟାବାଞ୍ଜି: ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ। ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି  ପକ୍ଷରୁ ଏହି  ମହାବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପଡ଼ିଛି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରରେ। ସହର ତଥା…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ପାଳନ: ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

୨୦ରେ ସମ୍ବଲପୁର ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ସମ୍ବଲପୁର: ଆସନ୍ତା ୨୦ ତାରିଖ ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ବଲପୁର ଗସ୍ତରେ ଆସିବେ। ସମ୍ବଲପୁର ଷ୍ଟେସନଠାରେ ସଂପ୍ରସାରିତ ୱାଲଟିୟର-ବନାରସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ ପୂର୍ବରୁ ସମ୍ବଲପୁରରୁ ବନାରସକୁ ଯାତ୍ରା କରୁଥିଲା। ସଂପ୍ରସାରିତ…
ଅଧିକ ଖବର ଦେଖନ୍ତୁ...

ନିଅଣ୍ଟିଆ ବର୍ଷା‌ ରେକର୍ଡ ଭାଙ୍ଗିଲା; ଖୋର୍ଦ୍ଧା ଜିଲ୍ଲାରେ ୧୨ ହଜାର ହେକ୍ଟର ଫସଲ ନଷ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚଳିତ ଖରିଫ ଋତୁରେ ୧୨ ‌ହଜାର ହେକ୍ଟରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଚଳିତ ବର୍ଷର ଏହି କ୍ଷୟକ୍ଷତି ୨୦୧୭ରେ ହୋଇଥିବା ନିଅଣ୍ଟିଆ ବର୍ଷାଜନିତ ଫସଲ କ୍ଷତିର ରେକର୍ଡ ଭାଙ୍ଗିଛି। ସଫଳ ଖରିଫ ଧାନ ଫସଲ ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ଇତିହାସ ପୃଷ୍ଠାରୁ: ଅନୁଗୁଳ ଲୋକସଭା ଓ ହରେକୃଷ୍ଣ ମହତାବ

ସ୍ବାଧୀନତୋତ୍ତର ଓଡ଼ିଶ‌ାରେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ହୋଇଥିବା ୧୪ ଜଣ ରାଜନେତାଙ୍କ ମଧ୍ୟରୁ ୬ ଜଣ ନିଜନିଜ ଦୀର୍ଘ ରାଜନୈତିକ ଜୀବନରେ ବହୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବେ ହାରି ନଥିଲେ। ସେମାନେ ହେଲେ, ଡ. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ବନାଥ…
ଅଧିକ ଖବର ଦେଖନ୍ତୁ...

ଭିଣୋଇ ଓ ସୁରକ୍ଷାକର୍ମୀଙ୍କୁ ବନ୍ଧୁକରେ ବନ୍ଧକ: ଆପାର୍ଟମେଣ୍ଟରୁ କାର୍‌ ଲୁଟି ବନ୍ଧାହେଲା ଶଳା

ପୁରୁଣା ଭୁବନେଶ୍ୱର: ଭିଣୋଇ ଓ ସୁରକ୍ଷାକର୍ମୀଙ୍କୁ ଖେଳଣା ବନ୍ଧୁକ ମୁନରେ ବନ୍ଧକ ରଖି ଆପାର୍ଟମେଣ୍ଟରୁ କାର୍‌ ନେଇଯିବା ଅଭିଯୋଗରେ ଆଜି ଏୟାର୍‌ଫିଲ୍ଡ ଥାନା ପୁଲିସ ଅଭିଯୁକ୍ତ ଶଳାକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅଧୀନ ବାସୁଦେବନଗରର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ନିର୍ବାଚନମଣ୍ଡଳୀ: ବାବୁ ବନିଗଲେ ସଫଳ ରାଜନୀତିଜ୍ଞ

ବାଲେଶ୍ବର (ମନୋଜ ରାଉଳ) : ରାଜନୀତିରେ ଅନେକ ସରକାରୀ ଚାକିରିଆଙ୍କୁ ମିଳିଛି ଆଖିଦୃଶିଆ ସଫଳତା। ଚାକିରି ଛାଡ଼ିବା ପରେ ହେଉ, ବା ଅବସର; ରାଜନୀତି ମଇଦାନକୁ ଓହ୍ଲାଇ ଏମାନେ ଖାଲି ଜନସମର୍ଥନ ସାଉଁଟି ନାହାନ୍ତି, ନିଜ ଦଳର ସଂଗଠନକୁ ମଜବୁତ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅଳସୀ ପାଇଁ ନାହିଁ ବଜାର ସୁବିଧା: କ୍ଷେତ ହସୁଛି, ଚାଷୀ କାନ୍ଦୁଛି

ଜୟପୁର: ଔଷଧୀୟ ଗୁଣରେ ଭରପୂର ଅଳସୀ। ଯେଉଁଥି ପାଇଁ ବିଶ୍ବ ବଜାରରେ ଏହାର ଚାହିଦା ଢ଼େର୍‌ ରହିଛି। କିନ୍ତୁ ବଜାରୀକରଣ ପାଇଁ ସରକାରୀ ସ୍ତରରେ ନାହିଁ କୌଣସି ବ୍ୟବସ୍ଥା। ଯେଉଁଥି ପାଇଁ ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ। ଅଳସୀ ଚାଷ ପାଇଁ ପ୍ରସିଦ୍ଧ କୋରାପୁଟ ଜିଲ୍ଲା। ଏକଦା ଏହି ଜିଲ୍ଲାରୁ…
ଅଧିକ ଖବର ଦେଖନ୍ତୁ...

ଅନ୍ଧାରରେ ଅଲୋଡ଼ା ନେତାଙ୍କ ଭାଗ୍ୟ ! ୨୦୨୪ରେ ହେବ କି କିଛି ପରିବର୍ତ୍ତନ

ଅନୁଗୁଳ (ପତିତପାବନ ସାହୁ) : ସାରା ରାଜ୍ୟରେ ଏକଦା ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ ଥିଲେ ରବି ନାରାୟଣ ପାଣି। ୨୦୦୯ରେ ସେ ପାଳଲହଡ଼ାରୁ ବିଧାୟକ ଭାବେ ଜିତି ଶାସକ ବିଜେଡିର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିଲେ। ବିଭିନ୍ନ ଜିଲ୍ଲାରେ ଦଳର ପର୍ଯ୍ୟବେକ୍ଷକ ଭାର ବି ସମ୍ଭାଳିଥିଲେ।…
ଅଧିକ ଖବର ଦେଖନ୍ତୁ...