ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ରଥଖଳା ଚଳଚଞ୍ଚଳ: ତିନି ରଥରେ ଲାଗିଲା ପ୍ରଭା, ରଥ କନା ମଣ୍ଡଣୀ ଶେଷ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ ‌ଶେଷ ହୋଇଥିବାବେଳେ ବୁଧବାର ଦିନ ତିନି ରଥରେ ପ୍ରଭା ସଂଯୋଗ କରାଯାଇଛି। ତିନି ରଥର ପ୍ରଭା ରୂପ ଖୋଦେଇରେ ଗତକାଲି ରଙ୍ଗ କାମ ସରିବା ପରେ ବୁଧବାର ଅପରାହ୍ଣରେ ପର୍ଯ୍ୟାୟକ୍ରମେ ତିନି ରଥକୁ ପ୍ରଭା ଉଠିବା ସହ ସଂଯୋଗ ‌ଶେଷ…
ଅଧିକ ଖବର ଦେଖନ୍ତୁ...

ନବଯୌବନ ବେଶରେ ଶ୍ରୀଜିଉ, ଅଣସର ପିଣ୍ଡିରୁ ଦେଲେ ଦର୍ଶନ

ପୁରୀ : ଦେବସ୍ନାନ ପୂର୍ଣ୍ଣିମାଠାରୁ ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ମହାପ୍ରଭୁ ସୁସ୍ଥହୋଇ ବୁଧବାର ଦିନ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। କାଳିଆ ସାଆନ୍ତଙ୍କ ସହ ବଡ଼ଭାଇ ବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରା ବି ଅଣସର ପିଣ୍ଡିରୁ ଦର୍ଶନ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଡେମୋ ଦେଖାଇଲେ ବୋମା ନିଷ୍କ୍ରିୟକାରୀ ଦଳ

ପୁରୀ : ରଥଯାତ୍ରାରେ ସମ୍ଭାବ୍ୟ ସନ୍ତ୍ରାସବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଆଜି ପୁଲିସ ଅବକାଶଠାରେ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌ ପକ୍ଷରୁ ମକ୍‌ଡ୍ରିଲ୍‌ କରାଯାଇଥିଲା। ଏଠାରେ ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଓ…
ଅଧିକ ଖବର ଦେଖନ୍ତୁ...

ନବଯୌବନ ଦର୍ଶନ ବେଳେ ବ୍ଲାକରେ ପାରମାଣିକ ଟିକେଟ ବିକ୍ରି ହେଉଥିବା ଅଭିଯୋଗ

ପୁରୀ: ଆଉ ମାତ୍ର ଦିନକ ପରେ ରଥଯାତ୍ରା । ଏଥି ପାଇଁ ପୁରୀରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି । ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଉତ୍କଣ୍ଠା ରହିଛି । ଆଜି ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ କରୁଛନ୍ତି ଭକ୍ତ । ଏହାରି ଭିତରେ ବ୍ଲାକରେ ପାରମାଣିକ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚଞ୍ଚଳ: ମୁକ୍ତ ହେଲା ବଡ଼ଦାଣ୍ଡ, ଝଲସିଲା ଗୁଣ୍ଡିଚା ମନ୍ଦିର

ପୁରୀ: ଦୋକାନ ବଜାରର ଗହଳ ଭିତରେ ହଜିଯାଉଥିବା ବଡ଼ଦାଣ୍ଡର ପ୍ରକୃତ ସ୍ବରୂପକୁ ପ୍ର‌ତ୍ୟକ୍ଷ କରିବାର ସୁଯୋଗ ମିଳିଛି। ରଥଯାତ୍ରା ପାଇଁ ବଡ଼ଦାଣ୍ଡରୁ ଉଠାଦୋକାନ ଖାଲି କରାଯିବା ପରେ ବଡ଼ଦାଣ୍ଡର ପ୍ରଶସ୍ତ ରାସ୍ତା ପୁରୀବାସୀଙ୍କୁ ଚମତ୍କୃତ କରିଛି। ଏଣେ ଗୁଣ୍ଡିଚା ମନ୍ଦିର ନିକଟରେ ମଧ୍ୟ ଓଡ଼ିଆ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚଞ୍ଚଳ: ନବଯୌବନ ଦର୍ଶନ ପାଇଁ ଧାଡ଼ିକିଆ ବାରିକେଡ୍‌ ବ୍ୟବସ୍ଥା

ପୁରୀ: ଆସନ୍ତାକାଲି ନବଯୌବନ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ଖରା ତାତିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଉପରେ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡକୁ ଓଦା ରଖିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚଞ୍ଚଳ: ତିନି ରଥରେ ଲାଗିଲା କପଡ଼ା

ପୁରୀ: ରଥ ନିର୍ମାଣ କାର୍ଯ୍ୟକୁ ଆଜି ୫୫ ଦିନ ପୂରିଥିବାବେଳେ ଏ ଭିତରେ ରଥଖଳାରେ କାମ ଶେଷ ପରେ ରଥ ଚାଳିକୁ ଭାଙ୍ଗି ଦିଆଯାଇଛି। କେବଳ ତିନି ରଥରେ ନିର୍ମାଣ ସରିଥିବା ବିଭିନ୍ନ ଅଂଶକୁ ସଂଯୋଗ କରାଯାଉଛି। ଆଜି ତିନି ରଥର ଠେକେରା ବାଡ଼ ସଂଯୋଗ କରାଯାଇଛି। ସେପଟେ ପ୍ରଭା ରଙ୍ଗ କାମକୁ ଶେଷ…
ଅଧିକ ଖବର ଦେଖନ୍ତୁ...

ଚାପରେ ବଦଳିଲା ଉଭାଯାତ୍ରା ଦର୍ଶନ ବନ୍ଦ ନିଷ୍ପତ୍ତି: ୫ ଘଣ୍ଟା ଦର୍ଶନ, ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ର ପୂର୍ବଦିନ ଉଭାଯାତ୍ରାରେ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। କିନ୍ତୁ ଦଇତାପତି ନିଯୋଗ ଓ ଅନ୍ୟ ସେବାୟତଙ୍କ ଚାପ ପରେ ଏହି ନିଷ୍ପତ୍ତିରୁ ଓହରିଛି ପ୍ରଶାସନ। ଉଭାଯାତ୍ରାରେ ପୂର୍ବଭଳି ଭକ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ସକାଳ ୮ଟାରୁ ଦର୍ଶନ ଆରମ୍ଭ

ପୁରୀ: ଅଣସର ଘରେ ନାନାଦି ଗୋପନ ନୀତି ପରେ ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବାପରେ ଖଡ଼ି ଲାଗି ସହ ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏଥିପାଇଁ ୧୫ ଦିନର…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଜାଣନ୍ତୁ କେଉଁ ସମୟରେ ସାଧାରଣ ଦର୍ଶନ ପାଇଁ ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଜୁନ ୨୯ ତାରିଖ (ବୁଧବାର) ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଅପୂର୍ବ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ସକାଳ ୮ଟାରେ ଦ୍ବାର ଫିଟିବା ‌ପରେ ପ୍ରଥମେ ଏକ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...