ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଆଜି ବାହୁଡ଼ିବେ ମହାବାହୁ; ୧୨ଟାରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ : ଶନିବାର ବିଶ୍ବନିୟନ୍ତା ମହାବାହୁଙ୍କ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କ କରିବେ ମାନଭଞ୍ଜନ। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାତି ୮ଟା ୪୫ରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ…
ଅଧିକ ଖବର ଦେଖନ୍ତୁ...

ଜନ୍ମବେଦିରେ ସନ୍ଧ୍ୟା ଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଶ୍ରୀଜିଉ ଆଜି ଜନ୍ମବେଦିରେ ଭକ୍ତଙ୍କୁ ସନ୍ଧ୍ୟାଦର୍ଶନ ଦେଇଛନ୍ତି। ବାହୁଡ଼ା ଯାତ୍ରା ପୂର୍ବରୁ ସନ୍ଧ୍ୟା ଦର୍ଶନରେ ଭକ୍ତମାନେ ଆଡ଼ପ ମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ଆନନ୍ଦାଶ୍ରୁ ଝରାଇଛନ୍ତି। ହଜାର ହଜାର ଭକ୍ତ ଆଜି ଶେଷ ଦିନରେ…
ଅଧିକ ଖବର ଦେଖନ୍ତୁ...

ମଝି ଚିଲିକାରେ ଫସିଲା ଭସାପୋଲ; ୪ ଟି ୪ଚକିଆ ଗାଡ଼ି ଓ ୨୦ଟି ବାଇକ୍‌ ସହ ଅଟକିଲେ ୫୦ ଯାତ୍ରୀ

ବ୍ରହ୍ମଗିରି : ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଭସାପୋଲ ଫସି ରହିଛି। ସ୍ଥାନୀୟ ମତ୍ସ୍ୟଜୀବୀ ଡଙ୍ଗା ଚିଲିକା ଭିତରକୁ ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରୁଛି। ଅନ୍ୟପଟେ ସନ୍ଧ୍ୟା ହୋଇ ଯାଇଥିବାରୁ ଉଦ୍ଧାର କାମରେ ବାଧା ଉପୁଜିଛି। ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫସି ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଏଆର୍‌ଆଇ ଗିରଫ

କଣାସ/ଗଡ଼ିଶାଗୋଦା : ପୁରୀ ଜିଲ୍ଲା କଣାସ ବ୍ଲକ୍‌ କଳାପଦର ଅତିରିକ୍ତ ରାଜସ୍ବ ନିରୀକ୍ଷକ ରଞ୍ଜନ କୁମାର ମଲ୍ଲିକ ଶୁକ୍ରବାର ଦିନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବାତ୍ୟା କ୍ଷତିଗ୍ରସ୍ତ ସହାୟତା ପ୍ରଦାନ ନି‌ମନ୍ତେ ସୁପାରିଶ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଭୁଶୁଡ଼ିବ ଗୋପ ଅଞ୍ଚଳର ଜୀବନରେଖା କୁଶଭଦ୍ରା ସେତୁ!

ଗୋପ : ଗୋପ ଅଞ୍ଚଳର ଜୀବନରେଖା କୁଶଭଦ୍ରା ସେତୁ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଆବଶ୍ୟକ ମରାମତି କରା ନଗଲେ ଏହା କେବେ ଭୁଶୁଡ଼ି ପଡ଼ିବ ବୋଲି ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ତ୍ତ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଏହି ସେତୁର ସୁରକ୍ଷା ବାଡ଼ ଭାଙ୍ଗିଗଲାଣି। ସେତୁ…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗିଦେଲେ ବର୍ଷ ବର୍ଷର ପରମ୍ପରା: ସନ୍ଧ୍ୟା ପୂର୍ବରୁ ଶେଷ ହେବ ସନ୍ଧ୍ୟା ଦର୍ଶନ

ପୁରୀ : ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଏହି ଶେଷ ଦର୍ଶନ ସାରି ପରଦିନ ରଥାରୂଢ଼ ହୋଇ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିର ଫେରିବେ। ପ୍ରତିବର୍ଷ ସନ୍ଧ୍ୟା…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଜିଲ୍ଲା ଶିଳ୍ପ କେନ୍ଦ୍ରର ସୁପରଭାଇଜର ଗିରଫ

ପୁରୀ : ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଋଣର ସବ୍‌ସିଡି ଟଙ୍କା କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ର(ଡିଆଇସି) କାର୍ଯ୍ୟ‌ାଳୟର ସୁପରଭାଇଜର୍‌ ନାରାୟଣ ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ରସାୟନବୋଳା ୧୫ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଧରାପଡ଼ିଲେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍

ପୁରୀ: ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍ ନାରାୟଣ ପଟ୍ଟନାୟକ। ଜଣେ ଅଭିଯୋଗକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ସୁପରଭାଇଜର୍। ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ସମୟରେ, ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଗ୍ରାମୋଦ୍ୟୋଗ ସୁପରଭାଇଜର୍…
ଅଧିକ ଖବର ଦେଖନ୍ତୁ...

କିଏ ଦେବ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରକୁ ସୁରକ୍ଷା: ମାଙ୍କଡ଼ ମୁଣ୍ଡରେ ଦୋଷ

ପୁରୀ : ଶ୍ରୀମନ୍ଦିର ପରେ ‌ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗି ଦିଆଗଲା। ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବିଘ୍ନ ଘଟାଇବାକୁ ଅପଚେଷ୍ଟା କରାଗଲା। ଏହାସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ନିରବ। ଏହା ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ବାମ୍ପରେ ସିଝେ ମାଉସୀ ମା’ଙ୍କ ପୋଡ଼ପିଠା

ପୁରୀ: ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି। ଏଥିପାଇଁ ଗତକାଲିଠାରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ବନାଥ ମିଶ୍ର ମାଉସୀ ମା’ଙ୍କ ମନ୍ଦିରରେ ଏହି ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...