ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

‘ଗୁଡ୍‌ ସ୍ମିଥ୍‌ ଟ୍ୟାକ୍‌ସ’

ଅର୍ଥଶାସ୍ତ୍ରର ଜନକ ରୂପେ ପରିଚିତ ଆଡାମ୍‌ ସ୍ମିଥ୍‌ ତାଙ୍କ ଦ୍ୱାରା ରଚିତ ୧୭୭୬ରେ ପ୍ରକାଶିତ ଏହି ଶାସ୍ତ୍ରର ଆଦିଗ୍ରନ୍ଥ ରୂପେ ସୁବିଦିତ ‘େଓ୍ଵଲ୍‌ଥ ଅଫ୍‌ ନେସନ୍‌ସ’ (ରାଷ୍ଟ୍ରମାନଙ୍କର ସମ୍ପଦ)ରେ ଗୋଟିଏ ଦେଶରେ ପ୍ରଚଳିତ ଆଦର୍ଶ କର ବ୍ୟବସ୍ଥାର ଚରିତ୍ର କିଭଳି ହେବା ଉଚିତ ସେ ସମ୍ବନ୍ଧରେ ଏକ…
ଅଧିକ ଖବର ଦେଖନ୍ତୁ...

ପ୍ରଚାରର ସ୍ରୋତ

ଆଜିର ପରିବେଶ ସଚେତନ ଦୁନିଆରେ ଯଦି କୌଣସି ଗୋଟିଏ କାର୍ଯ୍ୟକୁ ସର୍ବାଧିକ ପୁଣ୍ୟ କାର୍ଯ୍ୟ ରୂପେ ବିଚାର କରାଯାଉଥାଏ, ତାହା ହେଉଛି ବୃକ୍ଷରୋପଣ। ଗଛଟିଏ କାଟି ଦେବାକୁ ଆଜିକାଲି ଯେପରି ନରହତ୍ୟାଠାରୁ କିଛି କମ୍‌ ଜଘନ୍ୟ ଅପରାଧ ଭଳି ଦେଖା ଯାଉନାହିଁ, ଗଛଟିଏ ଲଗାଇବାକୁ ସେଇଭଳି ସମସ୍ତ ପାପରୁ…
ଅଧିକ ଖବର ଦେଖନ୍ତୁ...

ମୌନ ମୋହନଙ୍କୁ ନମୋ ଶୁଣିବେ?

ବିମୁଦ୍ରାୟନକୁ ଗୋଟିଏ ବର୍ଷ ପୂରି ଯାଇଛି। କ୍ଷମତାସୀନ ଶାସକ ଦଳ ବର୍ଷପୂର୍ତ୍ତିକୁ ‘କଳାଟଙ୍କା ବିରୋଧୀ ଦିବସ’ ଏବଂ ବିରୋଧୀ ‘କଳାଦିବସ’ ଭାବେ ପାଳନ କଲେ। ତଥାପି ମୋଦୀ ସରକାରଙ୍କ ଏହି ୨୦୧୬, ନଭେମ୍ବର ୮ ନିଷ୍ପତ୍ତିକୁ ନେଇ ବିବାଦର ଅନ୍ତ ଘଟୁନାହିଁ କି ବିତର୍କରେ ପୂର୍ଣ୍ଣଚ୍ଛେଦ ପଡୁନାହିଁ।…
ଅଧିକ ଖବର ଦେଖନ୍ତୁ...

ପ୍ରଶ୍ନରେ ନ୍ୟାୟପାଳିକାର ସାଧୁତା

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ବହୁ ସଂଖ୍ୟକ ଭ୍ରଷ୍ଟାଚାର ମାମଲାର ବିଚାର କରି ଅନେକ ଐତିହାସିକ ରାୟ ଶୁଣାଇ ଉଜ୍ଜ୍ୱଳ ନଜିର ସୃଷ୍ଟି କରିଛନ୍ତି। ସମୟ ଚକ୍ରରେ ଦେଶର ସର୍ବୋଚ୍ଚ ଅଦାଲତ ଏବେ କିନ୍ତୁ ସେହି ଭ୍ରଷ୍ଟାଚାର ପ୍ରସଙ୍ଗରେ ଖୋଦ୍‌ ଏକ ଐତିହାସିକ ସନ୍ଧିକ୍ଷଣର ଦ୍ୱାର ଦେଶରେ। ଉଚ୍ଚ…
ଅଧିକ ଖବର ଦେଖନ୍ତୁ...

ଖାକିରେ କୁନ୍ଦୁଲି ଦାଗ

ଗୋଟିଏ ବିଶେଷଜ୍ଞ ତଦନ୍ତକାରୀ ସଂସ୍ଥା- କ୍ରାଇମ୍‌ ବ୍ରାଞ୍ଚ୍‌ ସମେତ ଓଡ଼ିଶା ପୁଲିସ୍‌ର ତିନି ତିନିଟି ଶାଖା କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗର ତଦନ୍ତ କଲେ। ପାଖାପାଖି ମାସେ କାଳ ଧରି ତନାଘନା ପରେ ସୁଦ୍ଧା ସତ କ’ଣ, ତାହା ତଥାପି ଅନ୍ଧାରରେ। ଗୋଟିଏ ପକ୍ଷରେ ପୀଡ଼ିତାଙ୍କ ଅଭିଯୋଗ ଯେ ସେ…
ଅଧିକ ଖବର ଦେଖନ୍ତୁ...

ଦେଶ ଛାଡ଼!

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉଭୟ ପାଟନା ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟରେ ସିନିଅର ଆଡ୍‌ଭୋକେଟ୍‌ ମାନ୍ୟତା ଲାଭ କରିଥିବା ଜଣେ ବିଜ୍ଞ ଓକିଲ ରୂପେ ସୁପରିଚିତ। ରହସ୍ୟରେ କୁହାଯାଇଥାଏ ଓକିଲମାନେ କଳାକୁ ଧଳା କରିବାରେ ସିଦ୍ଧହସ୍ତ। ଆଠ ତାରିଖ ଦିନ ବିମୁଦ୍ରୀକରଣର ବର୍ଷ ପୂରଣକୁ…
ଅଧିକ ଖବର ଦେଖନ୍ତୁ...

ନୋଟ୍‌ ନାଟ

ଚାହୁଁ ଚାହୁଁ ଗୋଟିଏ ବର୍ଷ ଅତିବାହିତ ହୋଇଯାଇଛି। ଆଜିକୁ ଠିକ୍‌ ବର୍ଷକ ତଳେ ସମସ୍ତ ଦେଶବାସୀଙ୍କୁ ଚମକାଇ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପ୍ରଚଳନରେ ଥିବା ମୋଟ ନଗଦ ମୁଦ୍ରା ପରିମାଣର ୮୬%କୁ ଅଚଳ କରିଦେଲେ। ଏଥିରୁ ଆଉ ଯାହା ଫଳାଫଳ ମିଳିଥାଉ ବା ନଥାଉ, ସ୍କୁଲ ବା କଲେଜ୍‌ରେ…
ଅଧିକ ଖବର ଦେଖନ୍ତୁ...

ଇସାରା ମାତ୍ର

୨୦୧୬ ଅଲିମ୍ପିକ୍‌ସରେ ଭାରତର ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମାଲିକ୍‌ଙ୍କ ପ୍ରଦର୍ଶନକୁ ଯେତେ ପ୍ରଶଂସା କଲେ ମଧ୍ୟ ନିଅଣ୍ଟ- ଏଥିରେ କେହି ଦ୍ୱିମତ ହେବେ ନାହିଁ। ସିନ୍ଧୁ ଏହି ଅଲିମ୍ପିକ୍‌ସରେ ଏକ ରୌପ୍ୟ ପଦକ ଲାଭ କରିଥିଲେ ଏବଂ ସାକ୍ଷୀ ଏକ…
ଅଧିକ ଖବର ଦେଖନ୍ତୁ...

କହି ଦେଉଥାଇ ପରକୁ…

ରାଜନୈତିକ ଦଳମାନଙ୍କ ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରସଙ୍ଗରେ ବ୍ୟାପକ ବିତର୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଜଣାଇଛନ୍ତି। ସପ୍ତାହକ ତଳେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ‘ଦିଓ୍ଵାଲି ମିଲନ୍‌’ ଅବସରରେ ମୋଦୀ ପ୍ରସ୍ତାବ ଦେଇଛନ୍ତି ଯେ, ଦଳମାନଙ୍କ ନୀତି, ଆଦର୍ଶ,…
ଅଧିକ ଖବର ଦେଖନ୍ତୁ...

ଅବିଶ୍ୱାସର ନିଆଁ

ଚକଡ଼ା ଓ ମାଟିଆଗୁଣ୍ଡି ପୋକର ସଂକ୍ରମଣରେ ଉଜୁଡ଼ି ଯାଇଥିବା ଫସଲରେ ହତାଶ ଚାଷୀମାନେ ନିଆଁ ଲଗାଇ ପୋଡ଼ି ଦେଉଛନ୍ତି। ବରଗଡ଼ର କଳାପାଣି ଚାଷୀ ବୃନ୍ଦାବନ ସାହୁ ପ୍ରଥମେ ଚକଡ଼ା ଆକ୍ରାନ୍ତ ଧାନକ୍ଷେତରେ ନିଆଁ ଲଗାଇବା ପରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନ୍ୟ ଜିଲ୍ଲାର ଚାଷୀମାନେ ମଧ୍ୟ ଅସନ୍ତୋଷ, ହତାଶା ଓ…
ଅଧିକ ଖବର ଦେଖନ୍ତୁ...