ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ନୀତି ଆୟୋଗର (ଅ)ନୀତି

ଏନ୍‌ଡିଏ-୨ ସରକାର ଦାୟିତ୍ୱ ନେବା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କ ସମୟର ‘ସୋଭିଏତ୍‌ ମଡେଲ’ ଯୋଜନାର ପ୍ରତୀକ ଯୋଜନା କମିସନ୍‌କୁ କବର ଦିଆଗଲା। ତା ସ୍ଥାନରେ ଆଉ ଏକ ନୂଆ ସଂସ୍ଥା ‘ନୀତି ଆୟୋଗ’ ଗଠିତ ହେଲା। ଇତିମଧ୍ୟରେ ତିନିବର୍ଷରୁ ଅଧିକ କାଳ ବିତି ଯାଇଥିଲେ ସୁଦ୍ଧା ନୀତି ଆୟୋଗ…
ଅଧିକ ଖବର ଦେଖନ୍ତୁ...

ଜୋମ୍ବି ରାଜନୀତି

ଏକ ଶ୍ରେଣୀର ଭୟ ଉଦ୍ରେକକାରୀ ହରର୍‌ କାହାଣୀ ବା ସିନେମାରେ ଖଳନାୟକ ଜଣକ ତାର ମନ୍ଦ ଉଦ୍ଦେଶ୍ୟ ସାଧନ ଉଦ୍ଦେଶ୍ୟରେ ଏକ ‘ଜୋମ୍ବି’କୁ କାମରେ ଲଗାଇବା ଦେଖାଯାଇଥାଏ। ଜୋମ୍ବି ହେଉଛି ଏକ ମୃତ ଶରୀର ଯାହାଠାରେ ଗୁଣିଗାରେଡ଼ି ସାହାଯ୍ୟରେ ପ୍ରାଣ ସଂଚାର କରି ତାହାକୁ ଯନ୍ତ୍ରବତ୍‌ କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ଆଉ ନୁହେଁ!

ନୂଆ ବର୍ଷର ପ୍ରଥମ ଦିନରେ ପାକିସ୍ତାନ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କଠାରୁ ଏପରି ଏକ ଉପହାର ପାଇଛି ଯାହା ସେଠାରେ ଏକରକମ ଭୂମିକମ୍ପ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବ୍ୟାପକ ଭାବରେ ଟ୍ଵିଟର୍‌ ବ୍ୟବହାର ପାଇଁ ପ୍ରସିଦ୍ଧ ଟ୍ରମ୍ପ୍‌ ତାଙ୍କର ୨୦୧୮ର ସର୍ବ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ସାଣ୍ଟାମୋଦୀ

ଖ୍ରୀଷ୍ଟମାସ ଅବସରରେ କଂଗ୍ରେସ ମୁଖପାତ୍ର ମନୀଷ ତିଓ୍ଵାରୀ ଏକ ବିଦ୍ରୂପଭରା ଟ୍ଵିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପର୍ବ ସହିତ ଘନିଷ୍ଠ ଭାବରେ ସଂଶ୍ଳିଷ୍ଟ ସାଣ୍ଟାକ୍ଲସ୍‌ଙ୍କ ସହିତ ଏକ ବିପରୀତ ତୁଳନା କରିଥିଲେ। ଲୋକକଥା ଅନୁସାରେ ଏହି ସମୟରେ ଧଳା ଦାଢ଼ିଧାରୀ ସାଣ୍ଟା…
ଅଧିକ ଖବର ଦେଖନ୍ତୁ...

ବର୍ଷ ନୂଆ, ଆହ୍ଵାନ ପୁରୁଣା

ସତର ବିଦାୟ ନେଇଛି ଏବଂ ଆରମ୍ଭ ହୋଇଛି ନୂଆବର୍ଷ ୨୦୧୮। ବର୍ଷ ସରିଗଲା ପଛେ, ସତରରେ ରାଜ୍ୟକୁ ଆକ୍ରାନ୍ତ କରି ରଖିଥିବା ଅନେକ ପ୍ରମୁଖ ସମସ୍ୟା ଯେଉଁଠି ଥିଲା ସେଇଠି ରହିଯାଇଛି, ବରଂ କିଛି ସମସ୍ୟା ଅଧିକ ବିଗିଡ଼ି ଯାଇଛି। ତେଣୁ ବିଦାୟୀ ସତରରେ ସେହି ସମସ୍ୟା ଗୁଡ଼ିକର ସମାଧାନ ଖୋଜିବା ଯେମିତି…
ଅଧିକ ଖବର ଦେଖନ୍ତୁ...

ଅଠର ଆଶାର ବର୍ଷ ହେଉ

ଆଉ ଦିନକ ପରେ ବର୍ଷ ୨୦୧୭ ଶେଷ ହେବ। ସୋମବାର ଠାରୁ ଆରମ୍ଭ ହେବ ଆଉ ଏକ ନୂଆ ବର୍ଷ ୨୦୧୮। ତେବେ ବିଦାୟୀ ବର୍ଷରେ ଯେଉଁ କେତୋଟି ପ୍ରମୁଖ ସମସ୍ୟା ଦେଶକୁ ଆକ୍ରାନ୍ତ କରିଥିଲା, ସେଥିରୁ ଯଦି କୌଣସି ଗୋଟିଏ ସମସ୍ୟା ଆଗାମୀ ବର୍ଷରେ ମଧ୍ୟ ଅଧିକ ଗୁରୁତର ରୂପ ନେବାର ଆଶଙ୍କା ରହୁଛି, ତେବେ ତା’ ହେଲା…
ଅଧିକ ଖବର ଦେଖନ୍ତୁ...

ବେକାବୁ ତୁଣ୍ଡର ବିପଦ

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ପୂର୍ବତନ ଉପ-ରାଷ୍ଟ୍ରପତି ହମିଦ ଅନ୍‌ସାରୀଙ୍କୁ ପାକିସ୍ତାନ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ କେନ୍ଦ୍ର କରି ଚାଲିଥିବା ଅସ୍ୱସ୍ତିକର ବିବାଦ ଉପରେ ବିଜେପି ଓ କଂଗ୍ରେସ ମଧ୍ୟରେ ସନ୍ଧି ହୋଇଛି। ଫଳରେ ଏ ପ୍ରସଙ୍ଗକୁ…
ଅଧିକ ଖବର ଦେଖନ୍ତୁ...

ଚାକ୍ଷୁଷ ପ୍ରମାଣ

ଆସନ୍ତା ମାସରେ ହଲାଣ୍ଡର ଦି ହେଗ୍‌ଠାରେ ଅବସ୍ଥିତ ଆନ୍ତର୍ଜାତିକ ନ୍ୟାୟାଳୟ (ଇଣ୍ଟରନେସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌- ‘ଆଇସିଓଜେ’) ପାକିସ୍ତାନରେ ଗୁପ୍ତଚର ଅଭିଯୋଗରେ ବନ୍ଦୀ ହୋଇ ମୃତ୍ୟୁ ଦଣ୍ଡକୁ ଅପେକ୍ଷା କରିଥିବା ଭାରତୀୟ ନୌବାହିନୀ ଅଫିସର୍‌ କମାଣ୍ଡର୍‌ କୁଳଭୂଷଣ ଯାଦବଙ୍କ ମୁକ୍ତି…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ଦାବି

ଡିସେମ୍ବର ୨୧ରେ ଦେଶରେ ଦୁର୍ନୀତିର ମଉଡ଼ମଣି ରୂପେ ବିବେଚିତ ହୋଇ ଆସିଥିବା ୨ଜି ସ୍ପେକ୍ଟ୍ରମ୍‌ କେଳେଙ୍କାରୀରେ ଅଭିଯୁକ୍ତ ତତ୍କାଳୀନ ଟେଲିକମ୍‌ ମନ୍ତ୍ରୀ ଏ.ରାଜାଙ୍କ ସମେତ ସମସ୍ତଙ୍କୁ ଦିଲ୍ଲୀସ୍ଥିତ ସ୍ପେସାଲ ସିବିଆଇ ଅଦାଲତ ନିର୍ଦ୍ଦୋଷ ଘୋଷଣା କରି ରାୟ ଦେବା ପରେ ବର୍ତ୍ତମାନ ଟେଲିକମ୍‌…
ଅଧିକ ଖବର ଦେଖନ୍ତୁ...

ନରମ ନିଶାଣ

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କର ବ୍ରାହ୍ମଣ-ଭିକାରି ମନ୍ତବ୍ୟକୁ କେନ୍ଦ୍ର କରି ଉଜାଗର ହୋଇଥିବା ବିବାଦ-ଭଉଁରିକୁ ଭେଦ କରି ଯେଉଁ ଦୁଇଜଣ ନେତା ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି, ସେମାନେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀଦଳ ନେତା…
ଅଧିକ ଖବର ଦେଖନ୍ତୁ...