ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ସହରୀକରଣର ଆହ୍ଵାନ

ଦେଶର ସହରୀକରଣ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇ ଚାଲିଛି। ୧୯୯୧-୨୦୧୧ କୋଡ଼ିଏ ବର୍ଷରେ ଦେଶର ସହରାଞ୍ଚଳ ଲୋକସଂଖ୍ୟା ୨୧.୭ କୋଟିରୁ ୩୭.୧ କୋଟିକୁ ବୃଦ୍ଧି ପାଇଥିଲା। ପରବର୍ତ୍ତୀ କୋଡ଼ିଏ ବର୍ଷରେ (ବର୍ତ୍ତମାନରୁ ୧୩ ବର୍ଷ ପରେ) ୨୦୩୧ ସୁଦ୍ଧା ଏହା ଷାଠିଏ କୋଟିକୁ ଟପିଯିବ। ଭାରତ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ମର୍ଯ୍ୟାଦାର ଲଢ଼େଇ

ପରବର୍ତ୍ତୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଶକ୍ତିଙ୍କ ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ବଳ କଷାକଷି ଲାଗି ଅବଗଣନା ଆରମ୍ଭ ହୋଇଯାଇଛି। ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଲାଗି ସୂଚୀ ଘୋଷିତ ହୋଇଛି। ଚଳିତ ମାସ ୩୦ରୁ ପ୍ରାର୍ଥୀ ପତ୍ର ଦାଖଲ…
ଅଧିକ ଖବର ଦେଖନ୍ତୁ...

ମାଙ୍କଡ଼ାମି

ଚିନ୍ତାର ବିଷୟ ଯେ କେନ୍ଦ୍ର ସରକାରଙ୍କର ମାନବ ସମ୍ବଳ ବିକାଶ ଅର୍ଥାତ୍‌ ଶିକ୍ଷା ମନ୍ତ୍ରଣାଳୟରେ ସତ୍ୟପାଲ ସିଂହଙ୍କ ପରି ଜଣେ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଅଛନ୍ତି। ଆଶ୍ୱାସନାର କଥା ଯେ ସେଇ ମନ୍ତ୍ରଣାଳୟର ମୁଖ୍ୟ ବା କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି ପ୍ରକାଶ ଜାଭାଡ଼େକର୍‌ଙ୍କ ପରି ଜଣେ…
ଅଧିକ ଖବର ଦେଖନ୍ତୁ...

ଅଭିନନ୍ଦନ, କିନ୍ତୁ…

ଗତ ତିନିଦିନର ତିନିଟି ଘଟଣାକ୍ରମ ଆମକୁ ଆମ ବ୍ୟବସ୍ଥା ସମ୍ପର୍କରେ ଅଧିକ ସଚେତନ କରି ଗମ୍ଭୀରତାର ସହିତ ତର୍ଜମା କରିବାକୁ ଆହ୍ଵାନ କରୁଛି। ଉଭୟ ସରକାରୀ ଓ ବିରୋଧୀ ଦଳମାନେ ମଧ୍ୟ ନିଜ ଆଚରଣ ଓ ଉଚ୍ଚାରଣରେ ଅନୁରୂପ ଭାବେ ସଚେତନ ହେବେ ବୋଲି ଆମେ ଆଶା କରୁଛୁ। ଜାତୀୟ ସ୍ତରର ସମ୍ଭ୍ରାନ୍ତ ଇଂରାଜୀ…
ଅଧିକ ଖବର ଦେଖନ୍ତୁ...

ପୀଡ଼ିତାର ପ୍ରଶ୍ନ

୨୦୧୮ ଜାନୁଆରି ୨୨ ତାରିଖ ଅପରାହ୍ନରେ ଓଡ଼ିଶାରେ ଏଭଳି ଦୁଇଟି ଘଟଣା ଘଟିବା ଦେଖାଯାଇଛି, ଯାହା ମଧ୍ୟରେ ଥିବା ସ୍ପଷ୍ଟ ବିରୋଧାଭାସ ରାଜ୍ୟ ଭିତରେ ତଥା ରାଜ୍ୟ ବାହାରେ ଜନମାନସକୁ ଆନ୍ଦୋଳିତ କରି ତୋଳିଛି। ଏହି ଜାନୁଆରି ଅପରାହ୍‌ଣର ଯେଉଁ ସମୟରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନରେ ଭୂଷିତ ହୋଇ…
ଅଧିକ ଖବର ଦେଖନ୍ତୁ...

ନିଃସଙ୍ଗ ଯନ୍ତ୍ରଣା

୧୭୦୦ ସାଲରେ ୧୨ ବର୍ଷ ବୟସର ଇଂରେଜ ବାଳକ ଆଲେକ୍‌ଜାଣ୍ଡର୍‌ ପୋପ୍‌ ନିଃସଙ୍ଗତାକୁ ମନୁଷ୍ୟର ସୁଖର ଚାବିକାଠି ବୋଲି ମନେ କରି ‘ଓଡ଼୍‍ ଅନ୍‌ ସଲିଚ୍ୟୁଡ୍‌’ ନାମକ ଯେଉଁ କବିତାଟିଏ ରଚନା କରିଥିଲେ, ପରବର୍ତ୍ତୀ ସମୟରେ ତାହା ନିଃସଙ୍ଗତାର ବୋଧହୁଏ ଶ୍ରେଷ୍ଠତମ ବନ୍ଦନା ରୂପେ ଚିରନ୍ତନ ସାହିତ୍ୟିକ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଲାଉର ମଞ୍ଜି

‘ଲାଭଜନକ ପଦ’ ପ୍ରସଙ୍ଗରେ ଦିଲ୍ଲୀର କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର କୋଡ଼ିଏ ଜଣ ବିଧାୟକଙ୍କୁ ବିଧାନସଭା ସଦସ୍ୟ ଭାବେ ଅଯୋଗ୍ୟ ଘୋଷଣା ଲାଗି ନିର୍ବାଚନ କମିସନ୍‌ ସୁପାରିସ କରିଛନ୍ତି। ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ଧରି ଝୁଲାଇ ରଖିବା ପରେ ଏହି ବିବାଦୀୟ ମାମଲାରେ କମିସନ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ପୂର୍ବୋତ୍ତରରେ ବଳ କଷାକଷି

ଚଳିତବର୍ଷ ବିଭିନ୍ନ ସମୟରେ ଆଠଟି ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ପୂରୁଛି। ସେଥିମଧ୍ୟରୁ ଆସନ୍ତା ମାର୍ଚ୍ଚରେ କାର୍ଯ୍ୟକାଳ ଶେଷ ହେଉଥିବା ତିନିଟି ଉତ୍ତର-ପୂର୍ବ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷିତ ହୋଇଛି। ତିନି ରାଜ୍ୟ ମଧ୍ୟରେ ସବୁଠୁ ଅଧିକ ଭୋଟର ବହୁଳ ତ୍ରିପୁରାରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଡୋକ୍‌ଲାମ୍‌ରେ ଡ୍ରାଗନ୍‌

ଅର୍ଥନୈତିକ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରି ବହୁଦଳୀୟ ସହଯୋଗ ବୃଦ୍ଧି ଉପରେ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡର ଡାଭୋସ୍‌ଠାରେ ବିଶ୍ୱ ନେତୃବୃନ୍ଦ ମିଳିତ ହେବେ। ଏହି ସମ୍ମିଳନୀ ପୂର୍ବରୁ ଓ୍ଵାର୍ଲଡ୍‌ ଇକନୋମିକ୍‌ ଫୋରମ୍‌ (ଡବ୍‌ଲ୍ୟୁଇଏଫ୍‌) ପକ୍ଷରୁ ୨୦୧୮ରେ ବିଶ୍ୱ ପ୍ରତି କ’ଣ ସବୁ ବିପଦର…
ଅଧିକ ଖବର ଦେଖନ୍ତୁ...

ବିଶୁଦ୍ଧ ହଜ୍‌

‘ତୁଷ୍ଟୀକରଣ ବିନା ସମ୍ମାନଜନକ ସଶକ୍ତୀକରଣ’ ହେଉଛି ଦେଶର ସଂଖ୍ୟାଲଘୁ ସମୁଦାୟଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଘୋଷିତ ଲକ୍ଷ୍ୟ। ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖ୍‌ତାର୍‌ ଆବ୍‌ବାସ ନାକ୍‌ଭି ଘୋଷଣା କରିଥିବା ଦେଶର ମୁସଲମାନ ତୀର୍ଥ ଯାତ୍ରୀମାନଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...