ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ପୁଣି ଡୋକ୍‌ଲାମ୍‌ରେ ଡ୍ରାଗନ୍‌

ଅର୍ଥନୈତିକ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରି ବହୁଦଳୀୟ ସହଯୋଗ ବୃଦ୍ଧି ଉପରେ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡର ଡାଭୋସ୍‌ଠାରେ ବିଶ୍ୱ ନେତୃବୃନ୍ଦ ମିଳିତ ହେବେ। ଏହି ସମ୍ମିଳନୀ ପୂର୍ବରୁ ଓ୍ଵାର୍ଲଡ୍‌ ଇକନୋମିକ୍‌ ଫୋରମ୍‌ (ଡବ୍‌ଲ୍ୟୁଇଏଫ୍‌) ପକ୍ଷରୁ ୨୦୧୮ରେ ବିଶ୍ୱ ପ୍ରତି କ’ଣ ସବୁ ବିପଦର…
ଅଧିକ ଖବର ଦେଖନ୍ତୁ...

ବିଶୁଦ୍ଧ ହଜ୍‌

‘ତୁଷ୍ଟୀକରଣ ବିନା ସମ୍ମାନଜନକ ସଶକ୍ତୀକରଣ’ ହେଉଛି ଦେଶର ସଂଖ୍ୟାଲଘୁ ସମୁଦାୟଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଘୋଷିତ ଲକ୍ଷ୍ୟ। ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖ୍‌ତାର୍‌ ଆବ୍‌ବାସ ନାକ୍‌ଭି ଘୋଷଣା କରିଥିବା ଦେଶର ମୁସଲମାନ ତୀର୍ଥ ଯାତ୍ରୀମାନଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ଅସଲି ବନ୍ଧୁ

୨୦୧୭ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଇସ୍ରାଏଲ୍‌ ଗସ୍ତ ଏବଂ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କର ଚଳିତ ଭାରତ ଗସ୍ତ ଯଦି ସେମାନଙ୍କର ଉଷ୍ମତା, ନିବିଡ଼ତା ଓ ଆଡ଼ମ୍ବରରେ ଅନ୍ୟ ଏଭଳି କୂଟନୈତିକ ଗସ୍ତମାନଙ୍କୁ ବହୁ ପଛରେ ପକାଇ ଦେବା ଭଳି ମନେ ହେଉଥାଏ,…
ଅଧିକ ଖବର ଦେଖନ୍ତୁ...

ବିଚାର ବିଭ୍ରାଟ

‘‘ଆଇନ ଅଦାଲତରେ ଯେଉଁଭଳି ବିଚାର କରାଯାଇଥାଏ, ଜନତା ସେଭଳି ବିଚାର କରିନଥାଏ; ସେମାନେ ଦଣ୍ଡାଦେଶ ପ୍ରଦାନ କରନ୍ତି ନାହିଁ, ସେମାନେ ବଜ୍ରପାତ କରନ୍ତି...।’’ ଜନତା ଦରବାରରେ କେଉଁଭଳି ବିଚାର କରାଯାଏ ତାହାର ଏପରି ଲୋମହର୍ଷଣକାରୀ ବର୍ଣ୍ଣନା ଯିଏ ପ୍ରଦାନ କରିଛନ୍ତି ସେ ହେଉଛନ୍ତି ଅଷ୍ଟାଦଶ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ୟରେ ସୂର୍ଯ୍ୟ

ଚଳିତ ୨୦୧୮ ବର୍ଷର ପ୍ରଥମ ମହାକାଶ ଅଭିଯାନର ସଫଳତା ସହ ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ଭାରତ ତା’ର ବୈଷୟିକ-କାରିଗରି ନୈପୁଣ୍ୟକୁ ପୁନଃପ୍ରତିପାଦିତ କରିଛି। ଚାରି ମାସ ତଳେ ଗତ ବର୍ଷ ଅଗଷ୍ଟରେ ପିଏସ୍‌ଏଲ୍‌ଭି-ସି୩୯ର ବିଫଳତା ପରେ ଭାରତୀୟ ମହାକାଶ ବିଜ୍ଞାନୀଙ୍କ ଦକ୍ଷତା ଓ ଭାରତୀୟ ମହାକାଶ…
ଅଧିକ ଖବର ଦେଖନ୍ତୁ...

କାଠଗଡ଼ାରେ ନ୍ୟାୟପାଳିକା

ଭାରତୀୟ ନ୍ୟାୟପାଳିକାର ଇତିହାସରେ ଶୁକ୍ରବାର (ଜାନୁଆରି ୧୨, ୨୦୧୮) ଗୋଟିଏ ଦୁର୍ଭାଗ୍ୟଜନକ, ଲଜ୍ଜାକର ଦିବସ ଭାବେ ଏକ ଅଲୋଡ଼ା ସ୍ଥାନ ନିଶ୍ଚିତ କରି ନେଇଛି। ଏକ ଅଭୂତପୂର୍ବ, ଅସ୍ୱାଭାବିକ ଘଟଣାକ୍ରମରେ ସର୍ବୋଚ୍ଚ ଅଦାଲତର ଚାରିଜଣ ସମ୍ମାନନୀୟ ବରିଷ୍ଠତମ ନ୍ୟାୟମୂର୍ତ୍ତି ସୁପ୍ରିମ୍‌କୋର୍ଟର…
ଅଧିକ ଖବର ଦେଖନ୍ତୁ...

କୋଟିଆ ଗ୍ରାମପୁଞ୍ଜରୁ ବାର୍ତ୍ତା

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦର କେନ୍ଦ୍ରରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ମଙ୍ଗଳବାର ଦିନ ଆନ୍ଧ୍ରର ସରକାରୀ ଅଧିକାରୀମାନେ ଏହି ସୀମାନ୍ତ ଗ୍ରାମପୁଞ୍ଜର ତଳଗଞ୍ଜେଇପଦର ଗାଁକୁ ଆସି ଗ୍ରାମବାସୀଙ୍କୁ ଭତ୍ତା ଓ କମ୍ବଳ ବାଣ୍ଟିଛନ୍ତି। ମାନ୍ୟବର…
ଅଧିକ ଖବର ଦେଖନ୍ତୁ...

ଜୀବନ ସଂଗୀତ

ଏକ ବହୁଦଳୀୟ ଗଣତନ୍ତ୍ରରେ ନାଗରିକମାନେ ବିଭିନ୍ନ ପ୍ରସଙ୍ଗକୁ ନିଜ ନିଜର ଦଳୀୟ ଆନୁଗତ୍ୟ ଚଷମା ଦେଇ ଦେଖିଥାନ୍ତି। ଯେମିତି ଗୋ-ରକ୍ଷାକୁ ଭାରତୀୟ ଜନତା ପାର୍ଟିର ସମର୍ଥକମାନେ ନାଗରିକର ମୌଳିକ ଦାୟିତ୍ୱ ରୂପେ ବିଚାର କରୁଥିବା ବେଳେ କଂଗ୍ରେସର ସମର୍ଥକମାନେ ଏକ ସାମ୍ପ୍ରଦାୟିକ କାର୍ଯ୍ୟ ରୂପେ…
ଅଧିକ ଖବର ଦେଖନ୍ତୁ...

କଣା ଜାଲ

ଏହା ବର୍ତ୍ତମାନ ଏକ ଅବଧାରିତ ସତ୍ୟ ଯେ ଶରୀର ସହିତ ଆତ୍ମାର ସମ୍ପର୍କ ଯେଉଁଭଳି ଅବିଚ୍ଛେଦ୍ୟ, ଜଣେ ଭାରତୀୟ ନାଗରିକର ତାର ଆଧାର କାର୍ଡ ସହିତ ସମ୍ପର୍କ ସେଇଭଳି ଘନିଷ୍ଠ। ତେଣୁ ଆଧାର ସହିତ ସନ୍ନିହିତ ସୂତ୍ରକୁ ଧରି କୌଣସି ଜଣେ ନାଗରିକ ସମ୍ବନ୍ଧରେ ବିଭିନ୍ନ ବ୍ୟକ୍ତିଗତ ତଥ୍ୟ ସବୁ ସଂଗ୍ରହ କରି…
ଅଧିକ ଖବର ଦେଖନ୍ତୁ...

ସୁନା ଅଣ୍ଡା

୨୦୦୪ରେ ପ୍ରକାଶିତ ଜନ୍‌ ପର୍କିନ୍‌ସଙ୍କର ବହୁଚର୍ଚ୍ଚିତ ପୁସ୍ତକ ‘କନ୍‌ଫେସନ୍‌ସ ଅଫ୍‌ ଆନ୍‌ ଇକନମିକ୍‌ ହିଟ୍‌ମ୍ୟାନ୍‌’ (‘ଜଣେ ଅର୍ଥନୈତିକ ଆତତାୟୀର ସ୍ୱୀକାରୋକ୍ତି’)ରୁ ଏହି ଶବ୍ଦ ଉଧାର ନେଇ ଯଦି କୁହାଯାଏ ଯେ ୨୦୧୬ର ବିମୁଦ୍ରୀକରଣ ଓ ୨୦୧୭ର ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି ପ୍ରବର୍ତ୍ତନ ପଛରେ…
ଅଧିକ ଖବର ଦେଖନ୍ତୁ...