ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ବର୍ଷ ନୂଆ, ଆହ୍ଵାନ ପୁରୁଣା

ସତର ବିଦାୟ ନେଇଛି ଏବଂ ଆରମ୍ଭ ହୋଇଛି ନୂଆବର୍ଷ ୨୦୧୮। ବର୍ଷ ସରିଗଲା ପଛେ, ସତରରେ ରାଜ୍ୟକୁ ଆକ୍ରାନ୍ତ କରି ରଖିଥିବା ଅନେକ ପ୍ରମୁଖ ସମସ୍ୟା ଯେଉଁଠି ଥିଲା ସେଇଠି ରହିଯାଇଛି, ବରଂ କିଛି ସମସ୍ୟା ଅଧିକ ବିଗିଡ଼ି ଯାଇଛି। ତେଣୁ ବିଦାୟୀ ସତରରେ ସେହି ସମସ୍ୟା ଗୁଡ଼ିକର ସମାଧାନ ଖୋଜିବା ଯେମିତି…
ଅଧିକ ଖବର ଦେଖନ୍ତୁ...

ଅଠର ଆଶାର ବର୍ଷ ହେଉ

ଆଉ ଦିନକ ପରେ ବର୍ଷ ୨୦୧୭ ଶେଷ ହେବ। ସୋମବାର ଠାରୁ ଆରମ୍ଭ ହେବ ଆଉ ଏକ ନୂଆ ବର୍ଷ ୨୦୧୮। ତେବେ ବିଦାୟୀ ବର୍ଷରେ ଯେଉଁ କେତୋଟି ପ୍ରମୁଖ ସମସ୍ୟା ଦେଶକୁ ଆକ୍ରାନ୍ତ କରିଥିଲା, ସେଥିରୁ ଯଦି କୌଣସି ଗୋଟିଏ ସମସ୍ୟା ଆଗାମୀ ବର୍ଷରେ ମଧ୍ୟ ଅଧିକ ଗୁରୁତର ରୂପ ନେବାର ଆଶଙ୍କା ରହୁଛି, ତେବେ ତା’ ହେଲା…
ଅଧିକ ଖବର ଦେଖନ୍ତୁ...

ବେକାବୁ ତୁଣ୍ଡର ବିପଦ

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ପୂର୍ବତନ ଉପ-ରାଷ୍ଟ୍ରପତି ହମିଦ ଅନ୍‌ସାରୀଙ୍କୁ ପାକିସ୍ତାନ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ କେନ୍ଦ୍ର କରି ଚାଲିଥିବା ଅସ୍ୱସ୍ତିକର ବିବାଦ ଉପରେ ବିଜେପି ଓ କଂଗ୍ରେସ ମଧ୍ୟରେ ସନ୍ଧି ହୋଇଛି। ଫଳରେ ଏ ପ୍ରସଙ୍ଗକୁ…
ଅଧିକ ଖବର ଦେଖନ୍ତୁ...

ଚାକ୍ଷୁଷ ପ୍ରମାଣ

ଆସନ୍ତା ମାସରେ ହଲାଣ୍ଡର ଦି ହେଗ୍‌ଠାରେ ଅବସ୍ଥିତ ଆନ୍ତର୍ଜାତିକ ନ୍ୟାୟାଳୟ (ଇଣ୍ଟରନେସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌- ‘ଆଇସିଓଜେ’) ପାକିସ୍ତାନରେ ଗୁପ୍ତଚର ଅଭିଯୋଗରେ ବନ୍ଦୀ ହୋଇ ମୃତ୍ୟୁ ଦଣ୍ଡକୁ ଅପେକ୍ଷା କରିଥିବା ଭାରତୀୟ ନୌବାହିନୀ ଅଫିସର୍‌ କମାଣ୍ଡର୍‌ କୁଳଭୂଷଣ ଯାଦବଙ୍କ ମୁକ୍ତି…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ଦାବି

ଡିସେମ୍ବର ୨୧ରେ ଦେଶରେ ଦୁର୍ନୀତିର ମଉଡ଼ମଣି ରୂପେ ବିବେଚିତ ହୋଇ ଆସିଥିବା ୨ଜି ସ୍ପେକ୍ଟ୍ରମ୍‌ କେଳେଙ୍କାରୀରେ ଅଭିଯୁକ୍ତ ତତ୍କାଳୀନ ଟେଲିକମ୍‌ ମନ୍ତ୍ରୀ ଏ.ରାଜାଙ୍କ ସମେତ ସମସ୍ତଙ୍କୁ ଦିଲ୍ଲୀସ୍ଥିତ ସ୍ପେସାଲ ସିବିଆଇ ଅଦାଲତ ନିର୍ଦ୍ଦୋଷ ଘୋଷଣା କରି ରାୟ ଦେବା ପରେ ବର୍ତ୍ତମାନ ଟେଲିକମ୍‌…
ଅଧିକ ଖବର ଦେଖନ୍ତୁ...

ନରମ ନିଶାଣ

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କର ବ୍ରାହ୍ମଣ-ଭିକାରି ମନ୍ତବ୍ୟକୁ କେନ୍ଦ୍ର କରି ଉଜାଗର ହୋଇଥିବା ବିବାଦ-ଭଉଁରିକୁ ଭେଦ କରି ଯେଉଁ ଦୁଇଜଣ ନେତା ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି, ସେମାନେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀଦଳ ନେତା…
ଅଧିକ ଖବର ଦେଖନ୍ତୁ...

ତୁଣ୍ଡ ପାଇଁ ଯେବେ ମୁଣ୍ଡ ଗଡ଼େ

ଶେଷରେ ବେଲଗାମ୍‌ ତୁଣ୍ଡକୁ ଦଣ୍ଡ ମିଳିଛି। ଏକ ପ୍ରକାର ଅଭ୍ୟାସଗତ ଭାବେ ନିୟମିତ ବ୍ୟବଧାନରେ ଦାୟିତ୍ୱହୀନ ଓ ବିବାଦୀୟ ମନ୍ତବ୍ୟ ଦେଇ ସରକାର ଓ ଶାସକ ଦଳକୁ ଅଡୁଆରେ ପକାଇ ଆସୁଥିବା କୃଷି ମନ୍ତ୍ରୀ ଡା. ଦାମୋଦର ରାଉତଙ୍କୁ ମନ୍ତ୍ରୀ ପରିଷଦରୁ ବରଖାସ୍ତ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ନିଜ…
ଅଧିକ ଖବର ଦେଖନ୍ତୁ...

କୃଷକର ଡାକ

ଗତ ଫେବ୍ରୁଆରି ପହିଲା ଦିନ ଉପସ୍ଥାପିତ ମୋଦୀ ସରକାରଙ୍କ ଚତୁର୍ଥ ବଜେଟ୍‌ରେ କୃଷି, ଆନୁଷଙ୍ଗିକ କ୍ଷେତ୍ର ଓ ଗ୍ରାମାଞ୍ଚଳ ବିକାଶ ପାଇଁ ୧ ଲକ୍ଷ ୮୭ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ଏହା ପୂର୍ବ ୨୦୧୬-୧୭ ବର୍ଷର ବଜେଟ ତୁଳନାରେ ୨୪ ପ୍ରତିଶତ ଅଧିକ ଥିଲା। ୨୦୧୯ ସୁଦ୍ଧା ଗ୍ରାମାଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ଟୁ-ଜି ଧୂଆଁବାଣ?

ଟୁ-ଜି ସ୍ପେକ୍‌ଟ୍ରମ୍‌ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଉଠିବା ସହ ପୂର୍ବବର୍ତ୍ତୀ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୨ ସରକାରର ପତନ ପାଇଁ ଅବଗଣନା ଆରମ୍ଭ ହୋଇ ଯାଇଥିଲା। ୟୁପିଏ-୨ ଅମଳରେ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ଆସିଥିଲା, କିନ୍ତୁ ଟୁ-ଜି କେଲେଙ୍କାରି ଅଭିଯୋଗର ରାଜନୈତିକ ଓ ଅର୍ଥନୈତିକ…
ଅଧିକ ଖବର ଦେଖନ୍ତୁ...

ନିଷ୍ପକ୍ଷ ନେଟ୍‌

ଗତ ୧୬ ତାରିଖ ଦିନ ଭାରତର ଟେଲିକମ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଭାରତର ଛାନିଆ ହୋଇ ପଡ଼ିଥିବା ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନଙ୍କୁ ଅଭୟବାଣୀ ଶୁଣାଇଛନ୍ତି ଯେ ଭାରତରେ ‘ନେଟ୍‌ ନିରପେକ୍ଷତା’ ସହିତ କେବେହେଲେ କୌଣସି ସାଲିସ୍‌ କରାଯିବ ନାହିଁ। ଅର୍ଥାତ୍‌ ଦୁଇବର୍ଷ ତଳେ ଫେସ୍‌ବୁକ୍‌ ଏବଂ…
ଅଧିକ ଖବର ଦେଖନ୍ତୁ...