ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଅତୃପ୍ତ ଭିକ୍ଷାପାତ୍ର

ଜଣେ ଫକିର ଭିକ୍ଷା ମାଗି ବୁଲୁଥିଲେ। କିନ୍ତୁ ଭିକ୍ଷା ନେବା ଆଗରୁ ସେ ଗୋଟିଏ ସର୍ତ୍ତ ରଖୁଥିଲେ। ସର୍ତ୍ତଟି ହେଲା, ଦାତା ଯେମିତି ଭିକ୍ଷା ଦେଇ ତାଙ୍କ ଭିକ୍ଷା ଥାଳଟିକୁ ପରିପୂର୍ଣ୍ଣ କରିବେ। ଅଧା ଭରା ଭିକ୍ଷା ଥାଳ ସେ ଗ୍ରହଣ କରିବେ ନାହିଁ। କିନ୍ତୁ ବିସ୍ମୟକର କଥା ହେଲା, ଲୋକମାନଙ୍କ…
ଅଧିକ ଖବର ଦେଖନ୍ତୁ...

ବିସ୍ମୃତ ବିଶ୍ବକର୍ମା

ଯେହେତୁ କାରିଗରମାନଙ୍କ ଉପରେ ବର୍ତ୍ତମାନ ସରକାରଙ୍କର ଶୁଭଦୃଷ୍ଟି ପଡ଼ିଛି, ସରକାର ଏହା ନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ଯେ ହସ୍ତ ନିର୍ମିତ ଦ୍ରବ୍ୟମାନ ଯେପରି କେବଳ ପରମ୍ପରାର ବାହକ ରୂପେ କେତେକ ଚିହ୍ନରା ଖାଉଟିମାନଙ୍କର ଆଦର ଲାଭ କରିବା ପରିବର୍ତ୍ତେ ଏଥିସହିତ ଉଚ୍ଚ ଗୁଣାତ୍ମକ…
ଅଧିକ ଖବର ଦେଖନ୍ତୁ...

ଚିନ୍ମୟ ଚେତନା: ଉଡ଼ନ୍ତା ଚୁମ୍ବନ

ନିକଟରେ ରାହୁଳ ଗାନ୍ଧୀଙ୍କର ସଂସଦ ଗୃହ ଭିତରେ ‘ଫ୍ଲାଇଙ୍ଗ କିସ୍‌’ ବା ଉଡ଼ନ୍ତା ଚୁମ୍ବନ ପ୍ରସଙ୍ଗଟି ରାଜନୈତିକ ବାତାବରଣକୁ ସରଗରମ କରି ପକାଇଥିଲା। ପ୍ରତ୍ୟେକ ଉଡ଼ନ୍ତା ଜିନିଷ ପ୍ରତି ମଣିଷର ଅତିଶୟ ଆଗ୍ରହ। ମୁକ୍ତାକାଶରେ ପକ୍ଷୀଟିଏ ଡେଣାମେଲି ଉଡ଼ିଯାଉଥିବା ଦେଖି ସେ ବି ଉଡ଼ିବା ପାଇଁ ମନ…
ଅଧିକ ଖବର ଦେଖନ୍ତୁ...

ଈଶ୍ବର ଦର୍ଶନ

ଜଣେ ସାଧୁ ଥିଲେ। ସେ ବହୁତ ତପସ୍ୟା କଲା ପରେ ଈଶ୍ବରଙ୍କ ବାଣୀ ଶୁଣି ପାରିଲେ ଯେ ଈଶ୍ବର ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ଏବ˚ ସେ ଚାହିଁଲେ ଈଶ୍ବରଙ୍କ ଦର୍ଶନ ପାଇପାରିବେ। ଦୈବ ବାଣୀ ପୁଣି ସ˚କେତ ଦେଲା ଯେ ଏକ ନିର୍ଦ୍ଦିଷ୍ଟ ପାହାଡ଼ରେ ଥିବା ଗୁ˚ଫା ଭିତରେ ଈଶ୍ବରଙ୍କ ଦର୍ଶନ ମିଳିବ। ବିହ୍ବଳ ସାଧୁ…
ଅଧିକ ଖବର ଦେଖନ୍ତୁ...

ଆପଣା କଲା କର୍ମମାନ!

ତେବେ ଏହି ସଂଦର୍ଭରେ ଆଲୋଚନା କଲା ବେଳେ ମହିଳାମାନଙ୍କ ନିରାପତ୍ତା ‌ନେଇ ଭାରତର ଭାବମୂର୍ତ୍ତି ସଂପର୍କିତ ବିଷୟ ଉଠିଥାଏ। ମହିଳାମାନଙ୍କ ନିରାପତ୍ତା ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସ୍ତରରେ ଯେଉଁ ତାଲିକାମାନ ପ୍ରକାଶିତ ହୋଇଥାଏ, ତହିଁରେ ଭାରତର ସ୍ଥାନ ପ୍ରାୟତଃ ନିମ୍ନରେ ରହୁଥିବାରୁ, ତାକୁ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷାନୁଷ୍ଠାନରେ ପ୍ରତିମୂର୍ତ୍ତି ସ୍ଥାପନ ମାର୍ଗଦର୍ଶିକା: କଲୁରୀ ବେଣ୍ଟ କଥାର ନୂତନ ସଂସ୍କରଣ

ଗତ ଜୁନ ମାସରେ ସରକାରୀ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ପ୍ରାଙ୍ଗଣରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ସେଥିରେ ବର୍ଣ୍ଣିତ ମୂର୍ତ୍ତି ସ୍ଥାପନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଅନିୟମିତ ବର୍ଷା

ଗତ କିଛି ବର୍ଷ ହେବ ଜଳବାୟୁରେ ପରିବର୍ତ୍ତନ ଅଧିକ ପ୍ରାଞ୍ଜଳ ଭାବେ ଅନୁଭୂତ ହେଉଛି। ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଇଚାଲିଛି; ଶୀତଦିନେ ଯେଉଁ ସମୟରେ ଯେତିକି ଥଣ୍ଡା ପୂର୍ବରୁ ହେଉଥିଲା ଏବେ ହେଉନାହିଁ। ବର୍ଷାର ପୂର୍ବ ଧାରାରେ ଅନେକ ଅନିୟମିତତା ଦେଖାଯାଇଛି। ଲୋକେ କହୁଛନ୍ତି ଆଗ ଭଳି…
ଅଧିକ ଖବର ଦେଖନ୍ତୁ...

ମୌନୀ ଗୁରୁ ଓ ଜ୍ଞାନର ମୁକ୍ତା

ଗୋଟିଏ ସ୍ଥାନରେ ଜଣେ ସାଧୁ ତାଙ୍କର ଏକମାତ୍ର ଶିଷ୍ୟ ସହିତ ରହୁଥିଲେ। ସାଧୁ ମୁଖ୍ୟତଃ ମୌନ ରହୁଥିଲେ, କଦବା କେମିତି ତାଙ୍କ ମୁହଁରୁ ଗୋଟିଏ ଅଧେ ବାକ୍ୟ ବାହାରୁଥିଲା। ଶିଷ୍ୟ ଜଣକ ସେଇ ବଚନାମୃତକୁ ଚାତକ ଭଳି ଚାହିଁ ରହୁଥିଲେ। ତା’ ନ ହେଲେ କେବଳ ନିରବତାରେ ସେମାନଙ୍କ ସମୟ ବିତୁଥିଲା। ଥରେ…
ଅଧିକ ଖବର ଦେଖନ୍ତୁ...

ଶେଷ ଆଶ୍ରୟ?

ଗଲା ଅଗଷ୍ଟ ୧୫ ତାରିଖରେ ରାଜସ୍ଥାନର କୋଟା ସହରରେ ପୁନର୍ବାର ଜଣେ ଅଠର ବର୍ଷର ତରୁଣ ଆତ୍ମହତ୍ୟା କରିଛନ୍ତି; ଯାହା ସହିତ କେବଳ ଚଳିତ ବର୍ଷ କୋଟାରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏହି ଛାତ୍ର ଜଣକ ଆଇ.ଆଇ.ଟି. ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ସ୍ଥିରତା: ଆଶୀର୍ବାଦ ନା ଅଭିଶାପ?

ସନ୍ଦୀପ ସାହୁ ୧୯୮୦ ଦଶକରେ ‘ରାଜନୈତିକ ସ୍ଥିରତା’ ଥିଲା ତତ୍କାଳୀନ କଂଗ୍ରେସ ସରକାରଙ୍କର ସବୁଠାରୁ ବଡ଼ ସ୍ଲୋଗାନ। ସେତେବେଳେ ଓଡ଼ିଶାବାସୀ ଏହାକୁ କେବଳ ଏକ ରାଜନୈତିକ ସ୍ଲୋଗାନ ଭାବେ ଗ୍ରହଣ ନ କରି ରାଜ୍ୟପାଇଁ ଏହା ଏକାନ୍ତ ଆବଶ୍ୟକ ବୋଲି ବିଚାର କରୁଥିଲେ ଓ ସେଇଥିପାଇଁ କ୍ରମାଗତ ଦୁଇ ଥର…
ଅଧିକ ଖବର ଦେଖନ୍ତୁ...