ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ହାତର ବୁଢ଼ା ଆଙ୍ଗୁଠି

ଜଣେ ବ୍ୟକ୍ତି ମୁଦି କିଣିବା ଲାଗି ଗଲେ। ମନ ପସନ୍ଦର ମୁଦିଟି ବାଛିଲେ। କିନ୍ତୁ ସେ ମୁଦିଟି କେବଳ ମୁଦି ଆଙ୍ଗୁଠିକୁ ଠିକ୍‌ ଖାପ ଖାଇଲା। ସେ ମଝି ଆଙ୍ଗୁଠି ଓ କାଣୀ ଆଙ୍ଗୁଠିରେ ତାକୁ ପିନ୍ଧି ଦେଖିଲେ। କିନ୍ତୁ ମଝି ଆଙ୍ଗୁଠିକୁ ତା’ର ମାପ ଛୋଟ ହେଲା ବେଳକୁ କାଣୀ ଆଙ୍ଗୁଠିକୁ ତାହା ବଡ଼ ହେଲା।…
ଅଧିକ ଖବର ଦେଖନ୍ତୁ...

ଆମ ଘରର ହାଲଚାଲ: ଜନ୍ମଦିନର ଅନୁଚିନ୍ତା

ସତୁରି ପରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆଜି ଅନେକ କଥା ମନକୁ ଆସୁଛି। ସର୍ବପ୍ରଥମେ ମୁଁ ଈଶ୍ବରଙ୍କୁ ସ୍ମରଣ କରି କୃତଜ୍ଞତା ଜଣାଉଛି। ଈଶ୍ବରଙ୍କ ମନୋନୀତ ପ୍ରତିନିଧି ମୋ ପିତାମାତାଙ୍କୁ ମଧ୍ୟ ସ୍ମରଣ କରୁଛି। ସେମାନଙ୍କ ମାଧ୍ୟମରେ ଈଶ୍ବର ମତେ ଏ ଦୁନିଆକୁ ପଠାଇ ଯେଉଁ ଅନୁଭବର ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ପୁନରାବୃତ୍ତି ହେବ କି?

ଗଲା ୧୦ ତାରିଖରେ ଭାରତର ‘କଂପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ’ ବା ‘ସି.ଏ.ଜି.’ଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ପୁନର୍ବାର ଏକ କଂପନ ସୃଷ୍ଟି ହୋଇଛି, ଯଦନୁରୂପ ଘଟିଥିଲା ଆଜିକୁ ବାର ବର୍ଷ ତଳେ ଅର୍ଥାତ୍‌ ୨୦୧୧-୧୨ ମସିହାରେ ଏବଂ ଯଦ୍ଦ୍ବାରା ସେ ସମୟରେ କ୍ଷମତାସୀନ ୟୁ.ପି.ଏ. ସରକାର…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ‘ଦେଖାଣିଆ କାମିକା’ଙ୍କ ଦେଶ

ଏକ ଅଧ୍ୟୟନରୁ ପ୍ରକାଶ ପାଇଛି ଯେ ଏସିଆର ପେସାଦାର କର୍ମଚାରୀମାନେ ବାସ୍ତବ କାମ କରିବା ଅପେକ୍ଷା କାମରେ ବ୍ୟସ୍ତ ଅଛନ୍ତି ବୋଲି ଦେଖାଇ କାର୍ଯ୍ୟାଳୟରେ ଅଧିକ ସମୟ କାଟିଥାନ୍ତି। ପୃଥିବୀର ନଅଟି ଦେଶର ୧୮,୦୦୦ ଡେସ୍କ କର୍ମଚାରୀ ଓ ଅଧିକାରୀମାନଙ୍କ ଠାରୁ ସଂଗୃହୀତ ତଥ୍ୟକୁ ବିଶ୍ଳେଷଣ କରି…
ଅଧିକ ଖବର ଦେଖନ୍ତୁ...

ଈଶ୍ବରଙ୍କ ବିଚାର

ଜଣେ ଅତ୍ୟନ୍ତ ଅଧ୍ୟାତ୍ମ୍ୟ ମାର୍ଗୀ ବ୍ୟକ୍ତିଙ୍କୁ ତାଙ୍କ ବନ୍ଧୁ ପଚାରିଲେ- ତୁମେ ଗଭୀର ଭାବେ ଈଶ୍ବର ବିଶ୍ବାସୀ। ଏଣେ ତୁମ ଜୀବନରେ କେତେ ଦୁଃଖକଷ୍ଟ ଆସୁଛି ଯାଉଛି। ଏଥିରେ ତୁମ ଈଶ୍ବର ବିଶ୍ବାସ ଦୋହଲି ଯାଉନାହିଁ? ଭଦ୍ରଲୋକ କହିଲେ- ପଚାରିଲଣି ଯେତେବେଳେ, ମୋ ଠାରୁ କଥାଟିଏ ଶୁଣ। ଥରେ…
ଅଧିକ ଖବର ଦେଖନ୍ତୁ...

ନଛୋଡ଼ ଚର୍ମପାଦ

ଏଥିରୁ ଯାହା ମନେ ହେ‌ଉଛି, ସରକାର ଯଦି ଚାହାଁନ୍ତି ଯେ ୨୦୨୪ ଏପ୍ରିଲ ପୂର୍ବରୁ ରିଜର୍ଭ ବ୍ୟାଙ୍କ୍‌ ‘ରେପୋ ରେଟ୍‌’ ଅର୍ଥାତ୍‌ ସୁଧ ହାରରେ ହ୍ରାସ ଘଟାଇ ଉଭୟ ଖାଉଟି ଓ ବ୍ୟବସାୟୀ ମହଲରେ ଏକ ଆନନ୍ଦ ଭାବ ସୃଷ୍ଟି କରୁ, ତା’ହେଲେ ସରକାରଙ୍କୁ ପ୍ରଥମେ ଯୋଗାଣ ପାର୍ଶ୍ବରେ ଉନ୍ନତି ଘଟାଇବା…
ଅଧିକ ଖବର ଦେଖନ୍ତୁ...

ଅର୍ଥ ବ୍ୟବସ୍ଥାର ଅଗ୍ରଣୀ ସଂସ୍କାରକ

ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ଜଣେ ଅସୀମ ପ୍ରତିଭାବାନ ସାଂସଦ, ଅଦମ୍ୟ ବି‌େରାଧୀ ଦଳ ନେତା ଏବଂ ଜନପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ବାଜପେୟୀଙ୍କୁ ଭାରତବାସୀ ସର୍ବଦା ମନେ ରଖିବେ। ଗୋଟିଏ ଝୁଲା ସଂସଦରୁ ଅନେକ ଗୁଡ଼ିଏ ଛୋଟ ବଡ଼ ରାଜନୈତିକ ଦଳକୁ ନେଇ ଗଠିତ ଗୋଟିଏ ମିଳିତ ସରକାରକୁ ସଫଳ…
ଅଧିକ ଖବର ଦେଖନ୍ତୁ...

ବିକଳ୍ପ ବିଶ୍ବ: ଦାର୍ଶନିକ ଚାଷୀ ଓ ଅହିଂସ କୃଷି

ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀ ଓ ପ୍ରକୃତି କୋଳରେ ବଢ଼ିବା ପରେ ଏବେ ବି ମଣିଷ ପାଇଁ ତାହା ରହିଚି ରହସ୍ୟମୟ। ସେଇ ପ୍ରକୃତିର ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଦୃଶ୍ୟ ଭୂତାଣୁ ମନୁଷ୍ୟ ଭଳି କୋଟି କୋଟି ଶକ୍ତିଶାଳୀ ଜୀବଙ୍କ ପ୍ରାଣ ନେଇ ଯାଉଥିଲେ ବି ମଣିଷର ଚେତା ପଶେ ନାହିଁ। କରୋନା କାଳରେ ଆମେ ଏ…
ଅଧିକ ଖବର ଦେଖନ୍ତୁ...

ବର ନା ଅଭିଶାପ!

ଜଣେ ରାଜା କି ବିଚିତ୍ର ବର ମାଗିଲେ ଯେ ସେ ଦୁଇ ଶହ ବର୍ଷ ଯାଏ ବଞ୍ଚିବାକୁ ଚାହାଁନ୍ତି। ସିଦ୍ଧ ପୁରୁଷ କହିଲେ- ତୁମେ ଯେତିକି ବୟସ ଯାଏ ଜୀବିିତ ରହିବ ବୋଲି ଭଗବାନ ଚାହାଁନ୍ତି, ସେତିକି ତୁମକୁ ଦେଇଛନ୍ତି। ଭାଗ୍ୟ ବଳରୁ ତୁମେ ରାଜ ପରିବାରରେ ଜନ୍ମ ନେଇଛ। ଯେତିକି ଆୟୁଷ ପାଇଛ, ତା’ର…
ଅଧିକ ଖବର ଦେଖନ୍ତୁ...

ଦୁରନ୍ତ ଭାରତ

ଆଜିର ଡିଜିଟାଲ୍‌ ଯୁଗରେ ମଧ୍ୟ ପୃଥିବୀର ସର୍ବାଧିକ ସ˚ଖ୍ୟକ ପୋଷ୍ଟ୍ ଅଫିସ୍‌ କାର୍ଯ୍ୟରତ ଅଛନ୍ତି ଭାରତରେ। ଖୁବ୍‌ ଶୀଘ୍ର ୧୫୦ ବର୍ଷ ବୟସ ଛୁଇଁବାକୁ ଯାଉଥିବା ‘ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ ହେଉଛି ପୃଥିବୀର ଦ୍ରୁତତମ ବେଗରେ କାର୍ଯ୍ୟ କରୁଥିବା ଷ୍ଟକ୍‌ ଏକ୍ସଚେଞ୍ଜ୍‌। ଭାରତର ଶତାୟୁ…
ଅଧିକ ଖବର ଦେଖନ୍ତୁ...