ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଅର୍ଥ ବ୍ୟବସ୍ଥାର ଅଗ୍ରଣୀ ସଂସ୍କାରକ

ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ଜଣେ ଅସୀମ ପ୍ରତିଭାବାନ ସାଂସଦ, ଅଦମ୍ୟ ବି‌େରାଧୀ ଦଳ ନେତା ଏବଂ ଜନପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ବାଜପେୟୀଙ୍କୁ ଭାରତବାସୀ ସର୍ବଦା ମନେ ରଖିବେ। ଗୋଟିଏ ଝୁଲା ସଂସଦରୁ ଅନେକ ଗୁଡ଼ିଏ ଛୋଟ ବଡ଼ ରାଜନୈତିକ ଦଳକୁ ନେଇ ଗଠିତ ଗୋଟିଏ ମିଳିତ ସରକାରକୁ ସଫଳ…
ଅଧିକ ଖବର ଦେଖନ୍ତୁ...

ବିକଳ୍ପ ବିଶ୍ବ: ଦାର୍ଶନିକ ଚାଷୀ ଓ ଅହିଂସ କୃଷି

ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀ ଓ ପ୍ରକୃତି କୋଳରେ ବଢ଼ିବା ପରେ ଏବେ ବି ମଣିଷ ପାଇଁ ତାହା ରହିଚି ରହସ୍ୟମୟ। ସେଇ ପ୍ରକୃତିର ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଦୃଶ୍ୟ ଭୂତାଣୁ ମନୁଷ୍ୟ ଭଳି କୋଟି କୋଟି ଶକ୍ତିଶାଳୀ ଜୀବଙ୍କ ପ୍ରାଣ ନେଇ ଯାଉଥିଲେ ବି ମଣିଷର ଚେତା ପଶେ ନାହିଁ। କରୋନା କାଳରେ ଆମେ ଏ…
ଅଧିକ ଖବର ଦେଖନ୍ତୁ...

ବର ନା ଅଭିଶାପ!

ଜଣେ ରାଜା କି ବିଚିତ୍ର ବର ମାଗିଲେ ଯେ ସେ ଦୁଇ ଶହ ବର୍ଷ ଯାଏ ବଞ୍ଚିବାକୁ ଚାହାଁନ୍ତି। ସିଦ୍ଧ ପୁରୁଷ କହିଲେ- ତୁମେ ଯେତିକି ବୟସ ଯାଏ ଜୀବିିତ ରହିବ ବୋଲି ଭଗବାନ ଚାହାଁନ୍ତି, ସେତିକି ତୁମକୁ ଦେଇଛନ୍ତି। ଭାଗ୍ୟ ବଳରୁ ତୁମେ ରାଜ ପରିବାରରେ ଜନ୍ମ ନେଇଛ। ଯେତିକି ଆୟୁଷ ପାଇଛ, ତା’ର…
ଅଧିକ ଖବର ଦେଖନ୍ତୁ...

ଦୁରନ୍ତ ଭାରତ

ଆଜିର ଡିଜିଟାଲ୍‌ ଯୁଗରେ ମଧ୍ୟ ପୃଥିବୀର ସର୍ବାଧିକ ସ˚ଖ୍ୟକ ପୋଷ୍ଟ୍ ଅଫିସ୍‌ କାର୍ଯ୍ୟରତ ଅଛନ୍ତି ଭାରତରେ। ଖୁବ୍‌ ଶୀଘ୍ର ୧୫୦ ବର୍ଷ ବୟସ ଛୁଇଁବାକୁ ଯାଉଥିବା ‘ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ ହେଉଛି ପୃଥିବୀର ଦ୍ରୁତତମ ବେଗରେ କାର୍ଯ୍ୟ କରୁଥିବା ଷ୍ଟକ୍‌ ଏକ୍ସଚେଞ୍ଜ୍‌। ଭାରତର ଶତାୟୁ…
ଅଧିକ ଖବର ଦେଖନ୍ତୁ...

ଭାରତମାତା: ପ୍ରତି ଭାରତୀୟର ସ୍ବର

‘ଯେଉଁ ଶବ୍ଦ ହୃଦୟରୁ ବାହାରେ ତାହା ହୃଦୟରେ ପ୍ରବେଶ କରିଥାଏ’- ରୁମି ଗତ ବର୍ଷ ମୁଁ ନିଜ ଘର ବୋଲି ମଣୁଥିବା ଭୂମିରେ ଶହେ ପଇଁଚାଳିଶ ଦିନ ପାଦରେ ଚାଲିଚାଲି ଯାତ୍ରା କରିଥିଲି। ସମୁଦ୍ର ତଟରୁ ମୁଁ ମୋ’ ଯାତ୍ରା ଆରମ୍ଭ କରିବା ପରେ ଖରା, ଧୂଳି ଓ ବର୍ଷା ଭିତରେ ଚାଲିବା ଅବ୍ୟାହତ ରଖିଥିଲି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ସାହିତ୍ୟର ଇଂରେଜୀ ଅନୁବାଦ: ପ୍ରତିଶ୍ରୁତି ଓ ଆହ୍ୱାନ

ନିକଟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଆ ସାହିତ୍ୟର ଶହେଟି ସର୍ବକାଳୀନ ଶ୍ରେଷ୍ଠ କ୍ଷୁଦ୍ର ଗଳ୍ପକୁ ଇଂରେଜୀ ତଥା ସ୍ପେନିସ୍‌, ଫ୍ରେଞ୍ଚ୍, ଜର୍ମାନୀ ଓ ଜାପାନୀ ଭାଷାରେ ଅନୁବାଦ ପାଇଁ ବିଜ୍ଞପ୍ତି ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଇଛି। ଏହି ପରିକଳ୍ପିତ ପ୍ରକଳ୍ପରେ…
ଅଧିକ ଖବର ଦେଖନ୍ତୁ...

ସାଧୁ ଓ ସେବକ

ଜଣେ ସାଧୁଙ୍କୁ ହଠାତ୍‌ ପକ୍ଷାଘାତ ରୋଗ ହେଲା। ସେ ଅଚଳ ହୋଇପଡ଼ିଲେ। କେବଳ ସେ କଷ୍ଟେମଷ୍ଟେ କଥା ଯାହା କହିପାରୁଥିଲେ। ତାଙ୍କର ଏଭଳି ଅବସ୍ଥା ହେବାର କିଛି ଦିନ ଭିତରେ ଆଶ୍ରମର ଶିଷ୍ୟମାନେ ଧୀରେ ଧୀରେ ଚାଲି ଯିବାକୁ ଲାଗିଲେ। ତେବେ ଆଶ୍ରମରେ ରହୁଥିବା ଜଣେ ବୃଦ୍ଧ ସାଧୁଙ୍କ ସବୁ ପ୍ରକାର…
ଅଧିକ ଖବର ଦେଖନ୍ତୁ...

ଅତୀତର ପୁନରାବଲୋକନ

କିନ୍ତୁ ସହସା ଏଭଳି କଠୋର ନିଷ୍ପତ୍ତି ନେବା ବେଳେ ପୂର୍ବରୁ ଅନ୍ଦାଜ କରାଯାଇ ପାରି ନ ଥିବା ଭଳି କେତେକ ଅସଂଗତି ଲୁକ୍କାୟିତ ହୋଇ ରହିଯାଇପାରେ, ଯାହା ଏକ ଅତିକାୟ ଅପରିଣାମଦର୍ଶିତା ଭଳି ହଠାତ୍‌ ଆତ୍ମପ୍ରକାଶ କରି ହତଭମ୍ବ କରିଦେଇପାରେ; ଯେମିତି ‘ଲକ୍‌ଡାଉନ୍‌’ ପରେ ପ୍ରବାସୀ ଶ୍ରମିକଙ୍କ…
ଅଧିକ ଖବର ଦେଖନ୍ତୁ...

ମଞ୍ଜ କଥା: ସରକାରଙ୍କ ‘ଫିଲ୍ ଗୁଡ୍‌ ଫର୍ମୁଲା’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୨୦୧୯ ନିର୍ବାଚନ ବିଜୟ ପଛର ଲୋକପ୍ରିୟ ସ୍ଲୋଗାନ୍ ଥିଲା ‘ଆପଣମାନେ ଖୁସି ତ?’ ସମ୍ଭବତଃ ଭାରତବର୍ଷରେ ଏମିତି କେବେ ଘଟିନଥିବ, ଯେବେ ମାତ୍ର ତିନି ଶବ୍ଦ ବିଶିଷ୍ଟ ଗୋଟିଏ ବାକ୍ୟ ଚାରିଥରିଆ ସରକାରକୁ ପଞ୍ଚମ ଥର ଅନାୟାସରେ ଜିତାଇ ଦେଇଥିବ! ୨୦୦୪ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ହାତୀ ହାଲଚାଲ

ସର୍ବବୃହତ୍ ସ୍ଥଳଚର ପ୍ରାଣୀ ହାତୀ ମାନବ ସଭ୍ୟତା, ସଂସ୍କୃତି ଓ ସଂହତିର ନିଦର୍ଶନ ଭାବରେ ପ୍ରାଚୀନ କାଳରୁ ସୁପରିଚିତ। ଏହି ଜୀବଟି ଦିନେ ସମୃଦ୍ଧ ସାମ୍ରାଜ୍ୟର ସମ୍ରାଟମାନଙ୍କ ସମ୍ବଳ ଓ ସାମରିକ ସାମର୍ଥ୍ୟର ସୂଚକ ଥିଲା। ଆମ ଦେଶରେ ସିଦ୍ଧିଦାତା ଗଣେଶ ଓ ଧନଧାତ୍ରୀ ଗଜଲକ୍ଷ୍ମୀଙ୍କର ପ୍ରତୀକ…
ଅଧିକ ଖବର ଦେଖନ୍ତୁ...