ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ସମଲିଙ୍ଗୀ ବିବାହକୁ ଅଷ୍ଟ୍ରେଲୀୟ ସଂସଦ ସ୍ୱୀକୃତି ଦେଲା, ବହୁମତରେ ବିଲ୍‌ ପାରିତ

ମେଲବୋର୍ଣ୍ଣ : ଅଷ୍ଟ୍ରେଲୀୟ ସଂସଦ ଗୁରୁବାର ସମଲିଙ୍ଗୀ ବିବାହକୁ ଅନୁମତି ପ୍ରଦାନ କରିଛି। ଆସନ୍ତା ବର୍ଷ ଫେବୃଆରି ମାସରେ ଦେଶରେ ପ୍ରଥମ ସମଲିଙ୍ଗୀ ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଅଷ୍ଟ୍ରେଲିଆର ପ୍ରତିନିଧି ସଭା ବିବାହର ନୂଆ ପରିଭାଷା ନିର୍ଣ୍ଣୟ କରି କହିଛନ୍ତି , ବିବାହ ଦୁଇ ବ୍ୟକ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...

ମୋଦି ଜଣେ ‘ଛୋଟଲୋକ’ ବୋଲି କହିଲେ ଆୟାର, ଜବାବରେ ମୋଦି କହିଲେ ହଁ ! ମୁଁ ଗରିବ

ନୂଆଦିଲ୍ଲୀ : କେତେକ କଂଗ୍ରେସ ନେତା ଅଛନ୍ତି ଯେଉଁମାନେ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ନିଜ ଦଳକୁ ଲାଭ ପହଞ୍ଚାଇବା ବଦଳରେ ଅଡ଼ୁଆରେ ପକାନ୍ତି । ଏପରି ଜଣେ ନେତା ହେଲେ ମଣିଶଙ୍କର ଆୟାର । ପୂର୍ବରୁ ୨୦୧୪ରେ ମୋଦିଙ୍କୁ ‘ଚା’ବାଲା କହିଥିବା ମଣିଶଙ୍କର ପୁଣି ଥରେ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ସ୍କିମ୍‌ ସହ ଆଧାର ସଂଯୋଗ ଶେଷ ତାରିଖ ମାର୍ଚ ୩୧କୁ ଘୁଞ୍ଚିଲା; କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ ୩୧ ଯାଏଁ ବିଭିନ୍ନ ସ୍କିମ୍‌ ସହ ଆଧାର ସଂଯୋଗର ଶେଷ ତାରିଖ ବଢ଼ାଇବାକୁ ଇଚ୍ଛୁକ ବୋଲି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟଙ୍କୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ବିଭିନ୍ନ ସେବା ଏବଂ ଜନମଙ୍ଗଳକାରୀ ଯୋଜନା ପାଇବା ନିମନ୍ତେ କେନ୍ଦ୍ର ସରକାର ଆଧାର ନମ୍ବର…
ଅଧିକ ଖବର ଦେଖନ୍ତୁ...

ଶଶିଙ୍କ ସ୍ମରଣରେ ପାକିସ୍ତାନସ୍ଥିତ ତାଙ୍କ ପୂର୍ବଜଙ୍କ ଘର ସାମ୍ନାରେ ମହମବତି ପ୍ରଜ୍ଜ୍ୱଳନ

ପେଶାଓ୍ଵାର: ଐତିହାସିକ କିସାର୍‌ ଖ୍ଵାନି ବଜାର ନିକଟରେ ଥିବା ଅଭିନେତା ଶଶି କପୁରଙ୍କ ପୂର୍ବଜଙ୍କ ଘର ସାମ୍ନାରେ ବୁଧବାର ଦିନ ମହମବତି ପ୍ରଜ୍ଜ୍ୱଳନ କରାଯାଇଥିଲା। ଖାଇବର-ପାଖତୁନ୍‌ଖ୍ଵା ପ୍ରଦେଶ ଅନ୍ତର୍ଗତ ଧାକି ନଳବନ୍ଦୀ ଅଞ୍ଚଳରେ କପୁର ହାବେଳି ଅବସ୍ଥିତ। ବିଂଶ ଶତାବ୍ଦୀ ପ୍ରାରମ୍ଭରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ଶାସନରେ ରହିବ ଗୁଜୁରାଟ, କିନ୍ତୁ ୧୫୦ ଆସନ ପାଇବ ନାହିଁ: ଜନମତ ସର୍ଭେ

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନର ଦୁଇ ଦିନ ପୂର୍ବରୁ ପ୍ରକାଶ ପାଇଛି ‘ଟାଇମ୍‌ସ୍‌ ନାଓ-ଭିଏମ୍‌ଆର୍‌’ର ଜନମତ ସର୍ଭେ ରିପୋର୍ଟ। ପ୍ରଧାମନ୍ତ୍ରୀଙ୍କ ନିଜ ରାଜ୍ୟରେ ବିଜେପି ଅନାୟାସରେ ବିଜୟୀ ହେବ ବୋଲି ରିପୋର୍ଟ କହୁଛି। କିନ୍ତୁ, ବିଜେପିକୁ ୧୫୦ଟି ଆସନ ମିଳିବ ନାହିଁ। ବିଜେପି ୧୦୬ କିଂବା…
ଅଧିକ ଖବର ଦେଖନ୍ତୁ...

ଜେରୁଜେଲମ୍‌କୁ ଭାରତୀୟ ଦୂତାବାସ ଉଠାଇ ନିଆଯାଉ : ସୁବ୍ରମଣିୟାନ୍‌ ସ୍ୱାମୀ

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ତେଲ୍‌ ଅଭିଭ୍‌ରେ ଥିବା ଭାରତୀୟ ଦୂତାବାସକୁ ଜେରୁଜେଲମ୍‌କୁ ଉଠାଇ ନେବାକୁ କହିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓ ସାଂସଦ ସୁବ୍ରମଣିୟାନ୍‌ ସ୍ୱାମୀ। ଟୁଇଟ୍‌ କରି ସ୍ୱାମୀ କହିଛନ୍ତି, ଜେରୁଜେଲମ୍‌ ଇସ୍ରାଏଲ୍‌ର ଅଂଶବିଶେଷ ବୋଲି ଆନ୍ତର୍ଜାତିକ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀରରେ ୫. ୪ ତୀବ୍ର ଭୂମିକମ୍ପ ଅନୁଭୂତ

ଶ୍ରୀନଗର: ଗୁରୁବାର ପ୍ରତ୍ୟୁଷରେ କଶ୍ମୀରରେ ମୃଦୁ ଭୂକମ୍ପନ ଅନୁଭୂତ ହୋଇଛି। ଏଥିରେ କେହି ମୃତାହତ ହୋଇଥିବା କିଂବା କିଛି କ୍ଷୟକ୍ଷତି ଘଟିଥିବାର ସୂଚନା ହସ୍ତଗତ ହୋଇ ନାହିଁ। ଗୁରୁବାର ଭୋର୍‌ ୪. ୫୯ ସମୟରେ ସଂଘଠିତ ହୋଇଥିବା ଭୂମିକମ୍ପର ରିକ୍ଟର୍‌ ସ୍କେଲ୍‌ରେ ତୀବ୍ରତା ଥିଲା ୫. ୪।…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ ଆକାଶ ସୀମାକୁ ପଶି ଯାଇଥିବା ଭାରତୀୟ ଡ୍ରୋନ୍‌କୁ ଖସାଇ ଦିଆଯାଇଛି

ବେଜିଙ୍ଗ: ଚୀନ୍‌ର ଆକାଶ ସୀମାକୁ ପ୍ରବେଶ କରିଥିବା ଏକ ଭାରତୀୟ ଡ୍ରୋନ୍‌କୁ ଖସାଇ ଦିଆଯାଇଛି। ଗୁରୁବାର ଦିନ ଏ କଥା କହିଛି ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ଜିନ୍‌ହୁଆ। ଚୀନ୍‌ର ସୀମାନ୍ତ ସୈନ୍ୟମାନେ ସେ ଯନ୍ତ୍ରଟିକୁ ଚିହ୍ନଟି କରି ଯାଞ୍ଚ କରିଥିଲେ। ଭାରତର ଏ ଭଳି କାର୍ଯ୍ୟ ଚୀନ୍‌ର…
ଅଧିକ ଖବର ଦେଖନ୍ତୁ...

ଚେତାବନୀକୁ ବେଖାତିର କରି ଜେରୁଜେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ଘୋଷଣା କଲେ ଟ୍ରମ୍ପ୍‌

ଜେରୁଜେଲମ୍‌: ଯୁକ୍ତରାଷ୍ଟ୍ର ଆମେରିକା ଜେରୁଜେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ମାନ୍ୟତା ଦେଇଥିବା କଥା ବୁଧବାର ଦିନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ତା’ସହ ଆମେରିକା ସେ ପବିତ୍ର ସହରକୁ ନିଜର ଦୂତାବାସ ଉଠାଇ ନେବ ବୋଲି ଟ୍ରମ୍ପ୍‌ କହିଛନ୍ତି। ଫଳତଃ, ଦୀର୍ଘ ଦିନ…
ଅଧିକ ଖବର ଦେଖନ୍ତୁ...

ନିଜ ଜାଲରେ ନିଜେ ଛନ୍ଦି ହେଲେ ଶିବଲ

ନୂଆଦିଲ୍ଲୀ: ଏବେ ନିଜ ଜାଲରେ ନିଜେ ଛନ୍ଦି ହୋଇ ପଡ଼ିଛନ୍ତି ଦେଶର ଖ୍ୟାତନାମା ଆଇନଜୀବୀ ତଥା କଂଗ୍ରେସ ଦଳର ଅନ୍ୟତମ ବରିଷ୍ଠ ନେତା କପିଲ ଶିବଲ୍‌। ଆଉ ଏହାର ଭରପୂର ଫାଇଦା ନେବାରେ କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ବିଜେପି।…
ଅଧିକ ଖବର ଦେଖନ୍ତୁ...