ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ନିଠାରି ହତ୍ୟାକାଣ୍ଡର ନବମ ମାମଲା: ମନିନ୍ଦର -ସୁରିନ୍ଦରଙ୍କୁ ମୃତ୍ୟୁଦଣ୍ଡ

ପାଟନା: ୨୦୦୫ ଓ ୨୦୦୬ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ନିଠାରି ଧାରାବାହିକ ହତ୍ୟାକାଣ୍ଡର ନବମ ମାମଲାରେ ଆଜି ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ମୁଖ୍ୟ ହତ୍ୟାକାରୀ ମନିନ୍ଦର ସିଂହ ପାଣ୍ଢେର ଏବଂ ତା’ର ଘରୋଇ ସହାୟକ ସୁରିନ୍ଦର କୋଲିକୁ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି। ଜଣେ ୨୫ ବର୍ଷୀୟା ଘରୋଇ…
ଅଧିକ ଖବର ଦେଖନ୍ତୁ...

ଲଜ୍ଜା: ମହିଳାଙ୍କୁ ଉଲଗ୍ନ କରି ପିଟିଲେ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀ ନାରୀ ନିର୍ଯାତନାର ସହର ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ଦିଲ୍ଲୀ ଉପକଣ୍ଠ ନରେଲାରେ ଚୋରା ମଦ କାରବାର ର‍୍ୟାକେଟ୍‌କୁ ଧରାଇ ଦେବାରେ ସହଯୋଗ କରିଥିବା ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିବା ଘଟଣା ଆଲୋଡ଼ନ ଆଣିଛି। ଏହି ଘଟଣାକୁ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କୁ ନୁହେଁ ତ କ’ଣ ଅଫଜଲ ଗୁରୁକୁ ପ୍ରଣାମ କରିବ: ଉପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସମ୍ପ୍ରତି ବନ୍ଦେ ମାତରମ ପ୍ରସଙ୍ଗରେ ଲାଗି ରହିଥିବା ବିବାଦକୁ ନେଇ ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବନ୍ଦେ ମାତରମର ଅର୍ଥ ,ମା’ ତୁଝେ ସଲାମ ବା ମା’ ଆପଣଙ୍କୁ ପ୍ରଣାମ । ତେଣୁ ମା’ଙ୍କୁ ପ୍ରଣାମ ଜଣାଇବାରେ କୌଣସି…
ଅଧିକ ଖବର ଦେଖନ୍ତୁ...

ଶାସନ ଭାର ନେବା ପରେ ମୋଦି ସରକାର ବିଜ୍ଞାପନରେ ଖର୍ଚ୍ଚ କରିଛନ୍ତି ୩,୭୫୫ କୋଟି

ନୂଆଦିଲ୍ଲୀ: ମିତବ୍ୟୟତାର ଦ୍ୱାହି ଦେଉଥିବା ମୋଦି ସରକାର ଶାସନଭାର ଗ୍ରହଣ କରିବା ପରେ ଅପ୍ରେଲ ୨୦୧୪ରୁ ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ବିଜ୍ଞାପନ ବାବଦରେ ୩,୭୫୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସୂଚନା ଅଧିକାର ଆଇନ୍‌ (ଆର୍‌ଟିଆଇ) ବଳରେ ମଗା ଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଚଳଚ୍ଚିତ୍ରର କାହାଣୀ ଭଳି ବରକୁ ଛାଡ଼ି ପ୍ରେମିକ ହାତ ଧରି ଚାଲିଗଲେ କନ୍ୟା

ଆପଣ ହୁଏତ ଏପରି ଘଟଣା ଚଳଚ୍ଚିତ୍ରରେ ଦେଖିଥିବେ। ବିବାହ ଅଧା ହୋଇଥିବ ସମସ୍ତ ଅତିଥି ଉପସ୍ଥିତ ଥିବେ ଆଉ ଠିକ୍‌ ସେହି ସମୟରେ କନ୍ୟା ବରକୁ ବାହା ହେବାକୁ ମନା କରି ଚାଲିଯାଏ ନିଜ ପ୍ରେମିକ ସାଥିରେ। ଏହିପରି ଏକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ। ବିବାହ ଉତ୍ସବ ପାଇଁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଥିବା ଚୀନ ନାଗରିକ ସାବଧାନ! କୌଣସି ମୁହୂର୍ତ୍ତରେ ହୋଇପାରେ ଆତଙ୍କବାଦୀ ହାମ୍‌ଲା

ବେଜିଂ: ସଂପ୍ରତି ପାକିସ୍ତାନରେ ଅବସ୍ଥାନ କରୁଥିବା ଚୀନ୍‌ ନାଗରିକମାନଙ୍କ ଉପରେ ପାକିସ୍ତାନ ଆତଙ୍କବାଦୀମାନେ ସରିଜ୍‌ ଆତଙ୍କବାଦୀ ହାମ୍‌ଲା ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଜାଣିବା ପରେ ଚୀନ୍‌ ତା’ର ନାଗରିକମାନଙ୍କୁ ଏଥିପାଇଁ ସଜାଗ ରହିବାକୁ ଶୁକ୍ରବାର ସତର୍କ ସୂଚନା ଜାରି…
ଅଧିକ ଖବର ଦେଖନ୍ତୁ...

୨୦୦ ଟଙ୍କିଆ ନୋଟର ବି ନକଲି ବାହାରି ଗଲାଣି

ଜମ୍ମୁ : ଦେଶରେ ୨୦୦ ଟଙ୍କିଆ ନୋଟ୍‌ ପ୍ରଚଳନର ୩ ମାସ ବିତିଯାଇଥିଲେ ମଧ୍ୟ ଅଧିକାଂଶ ଲୋକଙ୍କ ପାଖରେ ତାହା ପହଞ୍ଚିପାରି ନାହିଁ । ଏପରିକି ଅନେକ ଲୋକ ତାହାକୁ ଏପର୍ଯ୍ୟନ୍ତ ଦେଖି ମଧ୍ୟ ନାହାନ୍ତି । କିନ୍ତୁ ତାହାର ନକଲି ନୋଟ୍‌ ବଜାରକୁ ଆସିଗଲାଣି । ଜମ୍ମୁରେ ଏହି ନକଲି ନୋଟ୍‌ ବିପୁଳ…
ଅଧିକ ଖବର ଦେଖନ୍ତୁ...

ଜୀବନ୍ତ ଶିଶୁକୁ ମୃତ ଘୋଷଣା କରିଥିବା ମାକ୍ସ ହସ୍ପିଟାଲ୍‌ର ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ଜଣେ ଜୀବନ୍ତ ନବଜାତକକୁ ଦିଲ୍ଲୀର ସାଲିମାର ବାଗ୍‌ ମାକ୍ସ ହସ୍ପିଟାଲ୍‌ ମୃତ ଘୋଷଣା କରିଥିବାରୁ ଦିଲ୍ଲୀ ସରକାର ହସ୍ପିଟାଲ୍‌ର ଲାଇସେନ୍ସ ରଦ୍ଦ କରି ଦେଇଛନ୍ତି। ବର୍ତ୍ତମାନ ହସ୍ପିଟାଲ୍‌କୁ କୌଣସି ନୂଆ ରୋଗୀ ଯାଇପାରିବେ ନାହିଁ। ହସ୍ପିଟାଲ୍‌ର ଏପରି ଅବହେଳା ଆଦୌ ଗ୍ରହଣୀୟ ନୁହେଁ…
ଅଧିକ ଖବର ଦେଖନ୍ତୁ...

ପଦ୍ମାବତୀ ବିବାଦରେ ବମ୍ବେ ହାଇକୋର୍ଟଙ୍କ କଡ଼ା ମନ୍ତବ୍ୟ

ମୁମ୍ବାଇ- ପଦ୍ମାବତୀ ଚଳଚ୍ଚିତ୍ର ବିବାଦ ପ୍ରସଙ୍ଗରେ ମୁମ୍ବାଇ ହାଇକୋର୍ଟ  ଶୁକ୍ରବାରଦିନ କଡା ମନ୍ତବ ଦେଇ  କହିଛନ୍ତି ଯେ ଗୋଟିଏ ଦେଶ ଭାବେ ଆମେ କୁଆଡେ ଯାଉଛୁ? ଆମେ ଗୋଟିଏ ଫିଲ୍ମର ରିଲିଜ ବନ୍ଦ କରିଦେବାକୁ ଖୋଲା ଧମକ ଦେଉଛୁ ବା ଜଣେ କଳାକାରର ମୁଣ୍ଡକାଟିବାକୁ ଖୋଲାଖୋଲି ଘୋଷଣା କରୁଛୁ ?…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ ମଧ୍ୟରେ କୁଳଭୂଷଣଙ୍କୁ ସାକ୍ଷାତ କରିବେ ମାଆ ଓ ପତ୍ନୀ, ପାକିସ୍ତାନ କୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ସହ ଡିସେମ୍ବର ୨୫ ତାରିଖରେ ମାଆ ଏବଂ ପତ୍ନୀଙ୍କ ସହ ସାକ୍ଷାତ ପାଇଁ ପାକିସ୍ତାନ ଅନୁମତି ପ୍ରଦାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏ ସଂପର୍କରେ ଟୁଇଟ୍‌ ଜରିଆରେ ସୂଚୀତ…
ଅଧିକ ଖବର ଦେଖନ୍ତୁ...