ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ସୁଡ଼ଙ୍ଗ ଖୋଳି ୨୮ ଲକର ସଫା

ମୁମ୍ବାଇ : ନବି ମୁମ୍ବାଇର ଜୁଇନଗର ସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦା ଶାଖାର ଲକର ପ୍ରକୋଷ୍ଠକୁ ସୁଡ଼ଙ୍ଗ ଖୋଳି ଲୁଟେରାମାନେ ୨୮ଟି ଲକରରେ କଳାକନା ବୁଲାଇ ଦେଇଛନ୍ତି। ଲୁଟ୍‌ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇନି। ଗତ ଶନି ଓ ରବିବାର ବ୍ୟାଙ୍କ ଛୁଟି ଥିବା ବେଳେ ଆଜି ସକାଳେ ଜଣେ ଗ୍ରାହକ ନିଜ ଲକରରେ…
ଅଧିକ ଖବର ଦେଖନ୍ତୁ...

ପୌରାଞ୍ଚଳ ରାଜପଥରେ ଖୋଲିହେବ ମଦଦୋକାନ

ନୂଆଦିଲ୍ଲୀ : ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ୫୦୦ ମିଟର ଦୂରତାରେ ମଦ ଦୋକାନ ଖୋଲିବା ନିଷିଦ୍ଧ ସମ୍ପର୍କିତ ଗତ ଜୁଲାଇ ୧୧ ତାରିଖ ରାୟରେ ସୁପ୍ରିମକୋର୍ଟ ସୋମବାର ସ୍ପଷ୍ଟୀକରଣ ଦେଇଛନ୍ତି। ମାଡ୍ରାସ ହାଇକୋର୍ଟର ଏକ ପିଟିସନର ସ୍ପଷ୍ଟୀକରଣ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ମ୍ୟୁନିସିପାଲ…
ଅଧିକ ଖବର ଦେଖନ୍ତୁ...

ଇରାନ-ଇରାକ ସୀମାରେ ଭୂକମ୍ପ

ତେହେରାନ(ଇରାନ): ଭୂମଧ୍ୟସାଗରର ପଶ୍ଚିମ ଭାଗରେ ଇରାନ-ଇରାକ ସୀମାରେ ରବିବାର ରାତିରେ ସଂଘଟିତ ଏକ ଶକ୍ତିଶାଳୀ ଭୂମିକମ୍ପ ଅତି କମ୍‌ରେ ୪୨୦ ଜଣଙ୍କ ଜୀବନ ନେଇଛି। ରିଚର ସ୍କେଲ୍‌ରେ ୭.୩ ତୀବ୍ରତାର ଏହି ଭୂକମ୍ପରେ ଆହୁରି ୭,୦୦୦ରୁ ଅଧିକ ଆହତ ହୋଇଛନ୍ତି। କୋଠାବାଡ଼ିର ଭଗ୍ନାବଶେଷ ତଳୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

‘ଧର୍ମନିରପେକ୍ଷ’ ଶବ୍ଦ ସବୁଠୁ ବଡ଼ ମିଛ: ଆଦିତ୍ୟନାଥ 

ନୂଆଦିଲ୍ଲୀ: ‘ଧର୍ମନିରପେକ୍ଷ’ ଶବ୍ଦ ସବୁଠୁ ବଡ଼ ମିଛ ଏବଂ ଏହା ଦେଶକୁ ନଷ୍ଟ କରିଦେଇଛି। ଏହି ଶବ୍ଦକୁ ଏବେ ବିଭାଜନ ଓ ବିଭ୍ରାନ୍ତି ପାଇଁ ବ୍ୟବହାର କରାଯାଉଛି ଏବଂ ଯେଉଁମାନେ ଏଥିପାଇଁ ଦାୟୀ ସେମାନେ କ୍ଷମାପ୍ରାର୍ଥନା କରିବା ଉଚିତ୍‌ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…
ଅଧିକ ଖବର ଦେଖନ୍ତୁ...

ମାନିଲାରେ ମୋଦି-ଟ୍ରମ୍ପ ଆଲୋଚନା: ଏସିଆର ଭବିଷ୍ୟତ ପାଇଁ ଯୋଜନା

ମାନିଲା(ଫିଲିପାଇନ୍‌ସ): ଗତକାଲି ଠାରୁ ମାନିଲା ଠାରେ ଆରମ୍ଭ ହୋଇଥିବା ପୂର୍ବ ଏସିଆ ରାଷ୍ଟ୍ର ସଂଘ (ଆସିଆନ୍‌)ର ୫୦ତମ ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିପାକ୍ଷିକ ଆଲୋଚନା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ…
ଅଧିକ ଖବର ଦେଖନ୍ତୁ...

ପାକ୍‌ ଅଧିକୃତ କଶ୍ମୀର ବି ଭାରତର: ନୀତୀଶ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ଦେଇଥିବା ବିବାଦୀୟ ବୟାନ ଉପରେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜବାବ ରଖିଛନ୍ତି। ନୀତୀଶ କହିଛନ୍ତି ଯେ ସମଗ୍ର କଶ୍ମୀର ସହ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଗୋ ବିମାନରେ ଲ୍ୟାପ୍‌ଟପ୍‌ ଜଳିଗଲା

ନୂଆଦିଲ୍ଲୀ: ଥିରୁବନନ୍ତପୁରମ୍‌ରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ୬ଇ-୪୪୫ରେ ଏକ ବଡ଼ ଧରଣର ବିପଦକୁ ଅଳ୍ପକେ ଟାଳି ଦିଆଯାଇଛି। ଗତ ୧୧ ତାରିଖରେ ଏହି ଇଣ୍ଡିଗୋ ବିମାନ ଉଡ଼ାଣ କରୁଥିବା ବେଳେ ଭିତରେ ପୋଡ଼ା ବାସ୍ନା ଆସିଥିଲା। ପରେ ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ।…
ଅଧିକ ଖବର ଦେଖନ୍ତୁ...

ଇରାନ-ଇରାକ ସୀମାରେ ଭୟାବହ ଭୂକମ୍ପ

ତେହେରାନ(ଇରାନ): ଭୂମଧ୍ୟସାଗରର ପଶ୍ଚିମ ଭାଗରେ ଇରାନ-ଇରାକ ସୀମାରେ ରବିବାର ରାତିରେ ସଂଘଟିତ ଏକ ଶକ୍ତିଶାଳୀ ଭୂମିକମ୍ପ ଅତି କମ୍‌ରେ ୪୦୦ ଜଣଙ୍କ ଜୀବନ ନେଇଛି। ରିଚର ସ୍କେଲ୍‌ରେ ୭.୩ ତୀବ୍ରତାର ଏହି ଭୂକମ୍ପରେ ଆହୁରି ୭,୦୦୦ରୁ ଅଧିକ ଆହତ ହୋଇଥିବା ବେଳେ ମୃତାହତଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିବାର…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ସ୍ୱୀକାର କଲା ଆତତାୟୀ

ଚଣ୍ଡିଗଡ଼: ଗତ ଅକ୍ଟୋବର ୩୦ ତାରିଖରେ ଅମୃତସରର ଭରତ ନଗର ମାର୍କେଟ୍‌ରେ ଜଣେ ହିନ୍ଦୁ ସଂଘର୍ଷ ସେନା ନେତା ବିପନ ଶର୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତେବେ ଗ୍ୟାଙ୍ଗଷ୍ଟର ସରଜ ଶଣ୍ଢୁ ନିଜେ ହତ୍ୟାକାରୀ ବୋଲି ସ୍ୱୀକାର କରିଛି। ଏକ ଫେସବୁକ୍‌ ପୋଷ୍ଟ୍‍ ମାଧ୍ୟମରେ ସେ ଶର୍ମାଙ୍କୁ…
ଅଧିକ ଖବର ଦେଖନ୍ତୁ...

କୋର୍ଟ ପରିସରରେ କଏଦୀଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ  ଜଣେ ବିଚାରାଧୀନ କଏଦୀକୁ ଗୁଳିକରି ହତ୍ୟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସୂଚନାନୁଯାୟୀ, ୧୦୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ଜଣେ ବିଚାରାଧୀନ ବନ୍ଦୀକୁ  ରୋହିଣୀ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ପରେ ସେ କୋର୍ଟରୁ…
ଅଧିକ ଖବର ଦେଖନ୍ତୁ...